ଆସନ୍ତା କାଲି ଠାରୁ 4 ଦିନ ଯାଏଁ ବନ୍ଦ ରହିବ Bank, ଆଜି ହିଁ ସାରି ଦିଅନ୍ତୁ ସବୁ କାମ

ନମସ୍କାର ବନ୍ଧୁଗଣ, ପ୍ରତି ମାସ ଆରମ୍ଭ ହେବା ଆଗ ରୁ କିମ୍ବା ଶେଷ ହେବ ପୂର୍ବ ରୁ ବ୍ଯାଙ୍କ ଗୁଡିକରେ କିଛି ନା କିଛି ନିୟମ ପରିବର୍ତ୍ତନ କରା ଯାଇଥାଏ । ଏମିତିକି ବ୍ଯାଙ୍କ ଗୁଡିକର କିଛି ଦାବି ପାଇଁ ମଧ୍ୟ ଷ୍ଟ୍ରାଇକ ବି କରା ଯିବାର ଦେଖାଯାଏ । ତେବେ ବ୍ଯାଙ୍କ କୁ ନେଇ ଏବେ ଏବେ ଆସି ପହଞ୍ଚିଛି ବଡ ଖବର । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।
ଆଜ୍ଞା ହଁ ଦର୍ଶକ ବନ୍ଧୁ ଆସନ୍ତା କାଲି ଠାରୁ 4 ଦିନ ବ୍ଯାଙ୍କ ବନ୍ଦ ରହିବ । ଫେବୃଆରୀ 1 ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମମ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଆଉ ଏହି ଉପସ୍ଥାନ ପୂର୍ବ ରୁ 4 ଦିନ ବ୍ୟାଙ୍କ ବନ୍ଦ ରହିବ । ଆଉ ଆଜି ହେଉଛି ଶେଷ ଦିନ । ଯାହାର ବ୍ଯାଙ୍କ ରେ କିଛି କାମ ଅଛି ତାହା ଆଜି ସାରିବାକୁ ହେବ । କାରଣ କାଲି ଠାରୁ ଲଗାତାର 4 ଦିନ ବ୍ଯାଙ୍କ ବନ୍ଦ ରହିବ ।
ହଁ ଦର୍ଶକ ବନ୍ଧୁ UFBU କିମ୍ବା ୟୁନାଇଟେଡ ଫୋରମ ଅଫ ବ୍ଯାଙ୍କ ଯୁନିଅନ ସଂଘ ଜାନୁଆରୀ 30 ଓ 31 ତାରିଖ ରେ ଧର୍ମ ଘଟ ଡାକରା ଦେଇଛି । ସେଥିପାଇଁ ଜାନୁଆରୀ 30 ଓ 31 ତାରିଖ ବ୍ଯାଙ୍କ ବନ୍ଦ ରହିବ । ଆଉ ଏହା ପୂର୍ବରୁ 28 ତାରିଖ ରେ ପଡୁଛି ଚତୁର୍ଥ ଶନିବାର ଓ 29 ତାରିଖ ହେଉଛି ରବିବାର ସେଥିପାଇଁ ବ୍ଯାଙ୍କ ବନ୍ଦ ରହିବ ।
ତେବେ 3 ଓ 31 ତାରିଖ ରେ ଯେହେତୁ କର୍ମ କର୍ମଚାରୀ ମାନେ ଧର୍ମ ଘଟ ଡାକରା ଦେଇଛନ୍ତି ସେଦିନ ବ୍ଯାଙ୍କ ଷ୍ଟ୍ରାଇକ ରହିବ । ସେଥିପାଇଁ ଅଫିସ 29 ଠାରୁ 31 ତାରିଖ ଯାଏଁ ବ୍ଯାଙ୍କ ବନ୍ଦ ରହିବ । ତେବେ କାଲି ଠାରୁ ବ୍ଯାଙ୍କ 4 ଦିନ ବନ୍ଦ ରହିବ । ଯଦି ଆପଣଙ୍କର କିଛି ଜରୁରୀ କମ ଆସି ତେବେ ଆଜି ସାରି ଦେବା ଦରକାର ।
ତେବେ ବୟଙ୍କ କର୍ମଚାରୀ ମାନେ ବ୍ୟାଙ୍କ କାମ 5 ଦିନ କରାଯାଉ, ପେନସନ ଅପଡେଟ କରାଯାଉ ଏହା ସହ ଏନପିଏସ କୁ ସମାପ୍ତି କରାଯାଉ, ଦରମା ବୃଦ୍ଧି କରାଯାଉ, ସବୁ କ୍ୟାରଡ ରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରିଛି ବ୍ଯାଙ୍କ କର୍ମଚାରୀ ସଂଘ ।
ଆଉ ସେଥିପାଇଁ ଜାନୁଆରୀ 30 o 31 ତାରିଖରେ ବ୍ଯାଙ୍କ ବନ୍ଦ ରହିବ । ଆଉ ତା ପୂର୍ବ ରୁ 28 ଓ 29 ତାରିଖ ଶନିବାର ଓ ରବିବାର ପଡୁଛି । ତେବେ ଏହି ସବୁ ଦାବି କୁ କଣ ରହିବ ନିସ୍ପତି ତାହା ଦେଖିବାକୁ ବାକି ରହିଲା ।