ମନୋରଞ୍ଜନ

ଯାହାକୁ ଆପଣ ଦିନ ରାତି ଝୁରୁଛନ୍ତି ତାଙ୍କ ନାମ ମନରେ ଭାବି ବାଛନ୍ତୁ କେଉଁ ଏକ ଭଗବାନଙ୍କୁ ଓ ଜାଣନ୍ତୁ ସେ କଣ ଭାବୁଛନ୍ତି ଆପଣଙ୍କ ବିଷୟରେ

ନମସ୍କାର ବନ୍ଧୁଗଣ, ଆପଣଙ୍କ ଜୀବନରେ କିଏ ନା କିଏ ନିଶ୍ଚୟ ଆସିଥିବେ ଯାହାଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କର ମୂଲ୍ୟ ଆପଣଙ୍କ ଜୀବନରେ ମହତ୍ଵ ରଖିବା ପରେ ଆପଣ ଅଲଗା ହୋଇଯାଇଥିବେ । ଏବଂ ସେହି ବିଚ୍ଛେଦ ଆପଣଙ୍କ ମନରେ ବହୁତ କଷ୍ଟ ଦେଇଥିବ । ଆଉ ଆପଣ ତାଙ୍କୁ ବହୁତ ମନ ପକାଉଥିବେ ବହୁତ ଝୁରୁଥିବେ । ସେ ଆପଣଙ୍କ କାଥା ଭାବୁଛନ୍ତି କି ନାହିଁ ତାହା ମଧ୍ୟ ଆପଣଙ୍କ ମନରେ ଆସୁଥିବ ।

ତେବେ ଆଜି ଆପଣ ମାନଙ୍କୁ ଏହାର ଉତ୍ତର ମିଳିବାକୁ ଯାଉଛୁ ଏକ ଭଗବାନଙ୍କୁ ବାଛିବା ପରେ । ତେବେ ଆଉ ଡେରି ନକରି ନିଜ ସାଥିଙ୍କ ନାମ ନେଇ ବାଛନ୍ତୁ ଭଗବାନଙ୍କର ଏକ ପ୍ରତିମା । ଗଣେଶ: ଯଦି ଆପଣ ଗଣେଶଙ୍କ ପ୍ରତିମାଟିକୁ ବାଛିଛନ୍ତି ତେବେ ଆପଣ ଯାହାଙ୍କ କଥା ଭାବି ଆପଣଙ୍କ ମନରେ କଷ୍ଟ ପାଉଛନ୍ତି ସେ ମଧ୍ୟ ଆପଣଙ୍କୁ ବହୁତ ମନ ପକାଉଛନ୍ତି । ଆପଣଙ୍କୁ ବହୁତ ଝୁରୁଛନ୍ତି । ତେଣୁ ଆପଣ ପାଉଥିବା କଷ୍ଟ ତାଙ୍କୁ ମଧ୍ୟ ମିଳୁଅଛି ।

କ୍ରୀଷ୍ଣା: ଯଦି ଆପଣ ମାନେ କ୍ରୀଷ୍ଣା ଭଗବାନଙ୍କର ଏହି ପ୍ରତିମାଙ୍କୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଯାହାଙ୍କ କଥା ଭାବି ଦିନ ରାତି ଝୁରି ହେଉଛନ୍ତି ସେ ଆପଣଙ୍କ ସହ ଦେଖାକରିବା କରିବା ପାଇଁ ଅପେକ୍ଷା କରି ବସିଛନ୍ତି । ଆପଣଙ୍କର ଗୋଟିଏ ଝଲକ ପାଇବା ପାଇଁ ସେ ଝୁରି ହେଉଛନ୍ତି ।

ହନୁମାନ: ଯଦି ଆପଣ ଭଗବାନ ହନୁମାନଙ୍କ ପ୍ରତିମାକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଯାହାଙ୍କ ପାଇନ ନିଜ ମନରେ ଭଲ ପାଇବା ରଖି କଷ୍ଟ ପାଉଛନ୍ତି ବା ହୃଦୟରୁ ବହୁତ ଭଲ ପାଉଛନ୍ତି ସେ ଆପଣଙ୍କୁ ଯେକୌଣସି ପରିସ୍ଥିତି ନିଜର କରିବା ପାଇନ ଚାହୁଁଛନ୍ତି । ତେଣୁ ଆପଣ ମଧ୍ୟ ତାଙ୍କୁ ନିଜ ତରଫରୁ ଗୋଟିଏ ପାଦ ଆଗକୁ ଯାଇ ସାହସ ଦେବା ଦରକାର ।

ବୁଦ୍ଧଦେବ: ଯଦି ଆପଣ ବୁଦ୍ଧ ଦେବଙ୍କ ପ୍ରତିମାକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ କି ଆପଣଙ୍କ ପାଇଁ ତାଙ୍କ ମନରେ ଆଗ ଅପେକ୍ଷା ଆହୁରି ବେଶି କଷ୍ଟ ବଢି ଯାଇଛି । ସେ ଆପଣଙ୍କୁ ପାଇବା ପାଇଁ ବହୁତ ଝୁରୁଛନ୍ତି । ପୂର୍ବରୁ ଆହୁରି ଅଧିକ ପାଗଳ ପରି ସେ ଆପଣଙ୍କୁ ଏବେ ଭଲ ପାଇବାକୁ ଲାଗିଛନ୍ତି । ତେଣୁ ଆପଣ ନିଜକୁ ଆଉ କଷ୍ଟ ନ ଦେଇ ଆଉ ଏକ ସୁଯୋଗ ତାଙ୍କୁ ଦେବା ଆବଶ୍ୟକ ।

ସରସ୍ଵତୀ: ଯଦି ଆପଣ ମାତା ସରସ୍ଵତୀଙ୍କୁ ବାଛିଥିଲେ ତେବେ ଜାଣି ରଖନ୍ତୁ କି ଆପଣ ଯାହାଙ୍କ ପାଇଁ କଷ୍ଟ ପାଉଛନ୍ତି ସେ ଏବେ ଅନ୍ୟ ଜଣଙ୍କୁ ପସନ୍ଦ କରିବାକୁ ଲାଗିଲେଣି ତାଙ୍କୁ ଏବେ ଆପଣଙ୍କର କୌଣସି କଥା ଉପରେ କିଛି ଫରକ ପଡୁନାହି । ତେଣୁ ଆପଣ ତାଙ୍କ ଠାରୁ ଦୂରେଇ ରହିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button