ଦୁଃଖର ମାସ ଶେଷ ହେଲା, ଶନି ବିରାଜମାନ କରିବେ 6 ରାଶିର କୁଣ୍ତଳିରେ, କରିବେ ଧନବର୍ଷା

ଦର୍ଶକ ବନ୍ଧୁ ଯେତେବେଳେ ଗ୍ରହ ଦଶାରେ ପରିବର୍ତ୍ତନ ହୋଇଥାଏ ତେବେ ନିଶ୍ଚିନ୍ତ ଭାବେ ତାହାର ପ୍ରଭାବ ମନୁଷ୍ୟ ଜୀବନରେ ପ୍ରଭାବ ପଡିଥାଏ । କିନ୍ତୁ ଆମ୍ବେ ଏହି ପ୍ରଭାବକୁ ବୁଝିପାରି ନ ଥାଉ । ଯାହା ଫଳରେ ଆମ ସହ ଘଟଣା ଘଟିଥାଏ । ସେଥିପାଇଁ ପ୍ରତେକ ଗ୍ରହର ଆମ ଜୀବନ ଉପରେ ପଡିଥାଏ । ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ଶନିଦେବ କାହା ଉପରେ ଖୁସି ହେଲେ ସେହି ବ୍ଯକ୍ତିର ଭାଗ୍ୟ ବଦଳିଯାଏ । ତାଙ୍କର ପ୍ରକୋପ ଯେତେ ଅଧିକ ବଢିଥାଏ ସେହି ବ୍ୟକ୍ତି ତଳିତଳାନ୍ତ ହୋଇଯାଏ । ତେବେ କିଛି ରାଶିଙ୍କ ପରେ ଶନିଦେବ ଧନର ବର୍ଷା କରିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
ମେଷ ରାଶି : ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ ଓ ଆପଣଙ୍କୁ ଚିନ୍ତା କରିବାର ଅବଶ୍ୟକତା ନାହି । ଆପଣଙ୍କ ଉପରେ ଶନିଦେବଙ୍କ ଅସୀମ କୃପା ହେବ ଓ ଏହା ପୁଣି ସଂପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ । ଏହାର ମଝିରେ ଆପଣଙ୍କୁ ଧନର ଅଭାବ ରହିବ ନାହି । ସବୁ ମନସ୍କାମନା ପୁରଣ ହେବ । କିନ୍ତୁ ଏଥିରେ ସର୍ତ୍ତ ଯେ ଭଗବାନ ଶନିଙ୍କ ଉପରେ ସଂପୂର୍ଣ୍ଣ ଭରସା ରଖିବାକୁ ହେବ ।
ସିଂହ ରାଶି : ଶନିଦେବଙ୍କ କୃପା ଆପଣଙ୍କ ଉପରେ ବରସିବ । ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଅଭାବ ଆଉ ରହିବ ନାହି । ଏମାନଙ୍କର ସବୁ ମନସ୍କାମନା ପୂରଣ ହେବ । କିନ୍ତୁ ଗୋଟିଏ କଥାର ଧ୍ୟାନ ରଖିବେ ସଂପୂର୍ଣ୍ଣ ଭାବେ ମନ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ହେବ ।
କନ୍ୟା ରାଶି : ଆପଣଙ୍କ ଉଧାର ଶନି ମହାରାଜ କରିବେ । କିନ୍ତୁ ଗୋଟିଏ ସର୍ତ୍ତ ରହିଛି କି ଆପଣଙ୍କୁ ନିଜର ସମୟ ଜୀବନ ସାଥିଙ୍କ ସହ କାଟିବାକୁ ପଡିବ । ତେବେ ଆଜି ଶନିଦେବଙ୍କ କୃପା ଦ୍ଵାରା ଆପଣଙ୍କ ସାରା ଜୀବନ ସୁଖମୟ ରହିବ । ଅଟକି ରହିଥିବା କାର୍ଯ୍ୟ ପୁରଣ ହେବ ।
ତୁଳା ରାଶି : ସଫଳତା ଆପଣଙ୍କ କବାଟ ସାମ୍ନାରେ ଛିଡା ହୋଇଛି । ଆପଣଙ୍କୁ କ୍ବେଳ ଏତିକି କରିବାକୁ ପଡିବ କି ଆପଣ ବିବାଦ ଠାରୁ ଦୂରେଇ ରୁହନ୍ତୁ । ତେବେ ଯାଇ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟର୍ଥ କାମରୁ ନିବୃତ୍ତ ହୋଇ ନିଜ କାମରେ ଧ୍ୟାନ ଦିଅନ୍ତୁ ।
କର୍କଟ ରାଶି : ଆପଣଙ୍କ ଉପରେ ଶନିଦେବ ଖୁସିରେ ରହିବେ । ଏମାନଙ୍କୁ ଚିନ୍ତା କରିବାର ଜରୁରତ ନାହି । ସଂପୂର୍ଣ୍ଣ ୨୧ ବର୍ଷ ଯାଏଁ ଆପଣଙ୍କୁ ଧନର ବର୍ଷା ହେବ । ଅଟକି ରହିଥିବା ଧନ ଫେରି ପାଇବେ । ଦାଂପତ୍ଯ ଜୀବନ ସୁଖମୟ ହେବ ।
କୁମ୍ଭ ରାଶି : ଆପଣଙ୍କ ଜୀବନ ସାଥିଙ୍କ ସହ ସମ୍ପର୍କ ମଜବୁତ ରହିବ । ଏହି ବର୍ଷ ଆପଣ ନୂଆ ବାହନ କ୍ରୟ କରିବାର ଯୋଗ ରହିଛି । ଭଗବାନ ଶନିଦେବକ କୃପାରୁ ଆପଣଙ୍କ ଘର ଉପରେ ସୁଖ, ସମୃଦ୍ଧି ଶାନ୍ତି ଲାଗି ରହିବ । ପ୍ରେମ ଜୀବନରେ ଆପଣ ବହୁତ ବଡ ସଫଳତା ହାସଲ କରିବେ ।