ଚୁପଚାପ କିଛି ଲୁଣ ଘରର ଏହି କୋଣରେ ରଖି ଦିଅନ୍ତୁ, ସାତଜନ୍ମ ପର୍ଯ୍ୟନ୍ତ ହେବ ନାହିଁ ଧନର ଅଭାବ… 99.9% କାମ ଦେବ ଏହି ଉପାୟ

ଆପଣ ମାନେ ଜାଣିଥିବେ ଲୁଣ ଆମେ ଆମର ନୀତି ଦିନିଆ ଖାଦ୍ୟରେ ବ୍ୟବହାର କରିଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣର ବ୍ୟବହାର କରିବା ଦ୍ଵାରା ଘରେ ସକାରାତ୍ମକ ଊର୍ଜାର ସଙ୍କେତ ମିଳିଥାଏ । ଯଦି ଲୁଣର ବ୍ୟବହାର ଖାଦ୍ୟରେ କମ ହୋଇଯାଏ ତେବେ ଖାଦ୍ୟର ଟେଷ୍ଟ କମ ହୋଇଥାଏ । ମାନ୍ୟତା ରହିଛି ଯେଉଁ ଘରେ ଲୁଣର ବ୍ୟବହାର କରାଯାଏ ନାହି ସେହି ଘରେ ସୁଖ ସମୃଦ୍ଧି ନ ରହିବା ସହ ଖରାପ ଶକ୍ତିର ବାସ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଲୁଣର କେଉଁ ଉପାୟ କରିବା ଦ୍ଵାରା ବ୍ୟକ୍ତି ଧନବାନ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଲୁଣର କିଛି ଅଲଗା ଆକର୍ଷଣ ରହିଥାଏ । ଲୁଣ ନାକାରାତ୍ମକ ଊର୍ଜାକୁ ନଷ୍ଟ କରି ସକାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ । କିଛି ଲୋକ ମାନେ ବଶୀକରଣ ପାଇଁ ଲୁଣର ଉପଯୋଗ କରିଥାନ୍ତି । ୧- ଲୁଣ ଓ କାଚ ପତ୍ର ରାହୁର କାରକ ହୋଇଥାନ୍ତି । ଯଦି ଲୁଣକୁ କାଚ ପତ୍ରରେ ଭାରି ଶୌଚାଳୟରେ ରଖାଯାଏ ତେବେ ସେଠାରେ ଥିବା ନାକାରାତ୍ମକ ଊର୍ଜାର ବିନାଶ ହୋଇଥାଏ । ସ୍ନାନ କରିବା ଜାଗାରେ ଅଧିକ ଖରାପ ଶକ୍ତିର ବାସ ରହିଥାଏ । ତେଣୁ ଏହି ଉପାୟ କରିବା ଦ୍ଵାରା ବହୁତ ଫାଇଦା ମିଳିଥାଏ ।
୨- ବୈଜ୍ଞାନିକ ଦ୍ରୁଷ୍ଟିରେ ଦେଖିବାକୁ ଗଲେ ଘରେ ପୋଛା ମାରିବା ସମୟରେ ଲୁଣ ପାଣିରେ ପକାଇ ପୋଛା ମାରିବା ଉଚିତ । ଏହା ଦ୍ଵାରା ଘରେ ସାକାରାତ୍ମକ ଶକ୍ତିର ପ୍ରଭାବ ରହିବା ସହ ଧନ ବୃଦ୍ଧି ହୋଇଥାଏ ।
୩- ଲୁଣ କୁ ଏକ କାଚ ପାତ୍ର ରେ ଭରି ସେଥିରେ କିଛି ଲବଙ୍ଗ ପକାଇ ରଖିଲେ ଘରେ ଧନର ଅଭାବ ହୁଏ ନାହି । ଏହା ସହ ମା ଲକ୍ଷ୍ମୀ ଙ୍କର କୃପା ମଧ୍ୟ ଲାଭ ହୋଇଥାଏ ।
୪- ଲୁଣ ପାଣିରେ ହାତ ମୁହଁ ଧୋଇବା ବା ସ୍ନାନ କରିବା ଦ୍ଵାରା ବହୁତ ଲାଭ ହୋଇଥାଏ । ଏପରି କରିବା ଦ୍ଵାରା ଶରୀର ଫୁର୍ତ୍ତି ରହିବା ସହ ନିଦ ମଧ୍ୟ ଭଲ ହୋଇଥାଏ । ଏହା ବ୍ଯତୀତ ମନରେ ସାକାରାତ୍ମକ ଚିନ୍ତାଧାରା ଉତ୍ପାନ ହୋଇଥାଏ ।
୫- ପ୍ରତେକ ଶନିବାର ଦିନ କିଛି ଲୁଣ, କଳା ଡାଲି, ଶୁଖିଲା ଲଙ୍କା, କିଛି ଚାଉଳ ଦାନ କରିଲେ ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଏହି ଉପାୟ କରିବା ଦ୍ଵାରା ପ୍ରଭୁ ଶନିଦେବଙ୍କ ଖରାପ ଦ୍ରୁଷ୍ଟି ସମାପ୍ତ ହେବା ସହ ଧନର ଅଭାବ ରହେ ନାହି । ଏହା ସହ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ଲାଭ ହୋଇଥାଏ ।
ତେବେ ଏହି ସବୁ ଲୁଣ ର ଚମତ୍କାରୀ ଉପାୟ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ରହିବା ସହ ଧନର ଆଗମନ ହୋଇଥାଏ । ଏହା ଛଡା ଅନେକ ସମସ୍ୟାର ମଧ୍ୟ ନିବାରଣ ହୋଇଥାଏ ।