ବାହାଘର ପରେ ସ୍ଵାମୀଙ୍କୁ ଛାଡପତ୍ର ଦେଇ ଦ୍ଵିତୀୟ ବିବାହ କରିଥିବା ଓଡିଆ ହିରୋଇନ ମାନେ ?

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରି ରେ ଏମିତି ଅନେକ ଲୋକପ୍ରିୟ ଅଭିନେତ୍ରୀ ଓ ଶିଂଗର ଅଛନ୍ତି ଯେଉଁ ମାନେ ବିବାହ କରିବା ପରେ ସେମାନଙ୍କ ସ୍ବାମୀଙ୍କ ପାଖରୁ ଛାଡପତ୍ର ନେଇ ଏବେ ଶିଂଗଲ ରହୁଛନ୍ତି । ଅନେକ ଅଭିନେତ୍ରୀ ମଧ୍ୟ ଦ୍ଵିତୀୟ ବିବାହ କରିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।
୧- ରଚନା ବାନାର୍ଜୀ : ଆମ ଲିଷ୍ଟର ପ୍ରଥମ ରେ ଅଛନ୍ତି ବଙ୍ଗଳା ହିରୋଇନ ରଚନା ବାନାର୍ଜୀ । ଆପଣ ମାନେ ଜାଣିଥିବେ ରଚନା ୧୦୦ ରୁ ଅହଡିକ ଓଡିଆ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି । ସେ ୨୦୦୩ ମସିହାରେ ଓଲିଉଡ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୬ ବର୍ଷ ପରେ ସିଦ୍ଧାନ୍ତ ଓ ରଚନା ଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଏହା ପରେ ରଚନା ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ପ୍ରଯୋଜକ ଙ୍କୁ ବିବାହ କରିଥିଲେ । ସେହିପରି ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ବିବାହ କରିଥିଲେ ।
୨- ବର୍ଷା ପ୍ରିୟଦର୍ଶିନୀ : ଆମ ଲିଷ୍ଟର ଦ୍ବିତୀଯରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ବର୍ଷ ପ୍ରିୟଦର୍ଶିନୀ । ଆପଣ ମାନେ ଜାଣିଥିବେ ୨୦୧୪ରେ ବର୍ଷା ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ । କିନ୍ତୁ ଗତ ୨ ବର୍ଷ ହେବ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଦେଖା ଯାଇଛି । ଏହି କାରଣରୁ ଅନୁଭବ ଓ ବର୍ଷା ପରସ୍ପରକୁ ଛାଡପତ୍ର ଦେବାକୁ ଚାହୁଁ ଛନ୍ତି । ଏବେ ଦୁହିଙ୍କର ମାମଲା କୋର୍ଟ ରେରହିଛି ।
୩- ଅସୀମ ପଣ୍ଡା : ଆମ ଲିଷ୍ଟର ୩ୟ ରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା । ୨୦୧୫ରେ ଓଲିଉଡ ଜଗତର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବାହାଘର ୨ ବର୍ଷ ପରେ ଅସିମା ପଣ୍ଡା ତାଙ୍କ ସ୍ଵାମୀ ଙ୍କ ଠାରୁ ଛାଡପତ୍ର ନେଇ ଏବେ ଶିଂଗଲ ରହୁଛନ୍ତି ।
୪- ଅନୁ ଚୌଧୁରୀ : ଆମ ଲିଷ୍ଟର ଚତୁର୍ଥମ ରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ଜଣାଶୁଣା ହିରୋଇନ ଅନୁ ଚୌଧୁରୀ । ଆପଣ ମାନେ ଜାଣିଥିବେ ୨୦୧୧ ମସିହାରେ ଅନୁ ଚୌଧୁରୀ ବିବାହ କରିଥିଲେ । କିନ୍ତୁ ବିବାହର ୪ବର୍ଷ ପରେ ସେ ତାଙ୍କ ସ୍ଵାମୀ ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଏବେ ଅନୁ ଚୌଧୁରୀ ଶିଂଗଲ ରହୁଛନ୍ତି ।