ଦେଶ ବିଦେଶ

ମୃତ୍ୟୁ ପରେ ଏଭଳି ଆତ୍ମା ଭୁତ ପ୍ରେତ କାହିଁକି ହୋଇଯାନ୍ତି ? ଜାଣି ଆଶ୍ଚର୍ଯ୍ୟ ହେବେ (Garuda Purana)

ନମସ୍କାର ବନ୍ଧୁଗଣ, ଜନ୍ମ ପାଇଛେ ମାନେ ମୃ-ତ୍ୟୁ ସୁନିଶ୍ଚିନ୍ତ । ହେଲେ ମୃ-ତ୍ୟୁ ପରର ଦୁନିଆ କିଏ ଦେଖିଛି କିନ୍ତୁ ସମସ୍ତଙ୍କର ଇଚ୍ଛା ରହିଥାଏ ମୃ-ତ୍ୟୁ ପରେ ଆତ୍ମା ସହ କଣ ସବୁ ଘଟିଥାଏ ତାହା ସମ୍ପର୍କରେ ଜାଣିବା ପାଇଁ । କୁହାଯାଏ ଦେହ ତ୍ୟାଗ ପରେ କିଛି ଆତ୍ମା ପୁନର୍ଜନ୍ମ ପାଇଥାନ୍ତି ତ କିଛି ଆତ୍ମା ପ୍ରେତ ରୂପ ନେଇ ସଂସାରରେ ଘୁରି ବୁଲିଥାନ୍ତି । ତେବେ କିଛି ଆତ୍ମା ଭୁତ ପ୍ରେତ ହେବାର କାରଣ କଣ ହୋଇଥାଏ ତାହା ଆଜି ଆପଣ ମାନେ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା ପାଇଁ ପାଇବେ ।

ଜନ୍ମ ପୂର୍ବରୁ ଶିଶୁ ଯେତେବେଳେ ମା ଗର୍ଭରେ ରହିଥାଏ ସେତେବେଳେ ସେ ଭଗବାନଙ୍କୁ ପ୍ରାଥନା କରିଥାଏ କି ଭଗବାନ ମତେ ଏଠାରୁ ବାହାର କରିବା ପରେ ମୁଁ ସାରା ଜୀବନ ଆପଣଙ୍କ ନାମ ଜପ କରିବି । କିନ୍ତୁ ସେହି ଶିଶୁ ଜନ୍ମ ନେବା ପରେ ନିଜର କର୍ମରେ ବ୍ୟସ୍ତ ରହିଯାଇଥାଏ ଯାହା ଫଳରେ ସେ ଏହି କଥାକୁ ସମ୍ପୂର୍ଣ ଭୁଲି ଯାଇଥାଏ ।

ଆଉ ଯେଉଁ ବ୍ୟକ୍ତି ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରହିଥାଏ ସେ ନର୍କ ଭୋଗ କରିଥାଏ । ଏହା ପରେ ସେହି ମଣିଷକୁ ବିଲୁଆ, କୁକୁର, ଚିଲ, ଶୃଗାଳ, ସାପ, କାଉ ଏବଂ ବଗ ଜନ୍ମ ନେବା ପରେ ହିଁ ମଣିଷ ଜନ୍ମ ମିଳିଥାଏ । ବଡ ଭାଇକୁ ଅସମ୍ମାନ କରୁଥିବା ବ୍ୟକ୍ତିକୁ ପର ଜନ୍ମରେ ଗେଣ୍ଡା ରୂପରେ ଜନ୍ମ ନେଇଥାଏ । ଦାସ ବର୍ଷ ପର୍ଯ୍ୟନ୍ତ ସେହି ମଣିଷକୁ ଏହି ଗେଣ୍ଡା ଜନ୍ମ ନବାକୁ ପଡିଥାଏ । ଏହାପରେ ଯାଇ ମଣିଷ ଜନ୍ମ ମିଳିଥାଏ ।

ଯେଉଁ ମଣିଷ ସୁନା ଚୋରୀ କରିଥାଏ ତାକୁ କୀଟ ମାନଙ୍କ ଜନ୍ମ ମିଳିଥାଏ । ଏବଂ ଯେଉଁ ମଣିଷ ଚାନ୍ଦି ଚୋରୀ କରିଥାଏ ତାକୁ ପାରା ଜନ୍ମ ମିଳିଥାଏ । ଯେଉଁ ମଣିଷ ପୂର୍ବ ପୁରୁଷମାନଙ୍କ ଜମି ନଷ୍ଟ କରିଦେଇଥାଏ ଏବଂ କାହାର ଜମିକୁ ଧୋକାରେ ହଡପ କରିଥାଏ ସେହି ବ୍ୟକ୍ତି ସୁନିଶ୍ଚିନ୍ତ ପ୍ରେତ ଲୋକକୁ ଯାଇଥାନ୍ତି ।

ପ୍ରେତ ରୂପ ଧାରଣ କରି ସଂସାରରେ ଏଣେ ତେଣେ ଘୁରି ବୁଲନ୍ତି ତାଙ୍କୁ କେଉଁଠାରେ ମଧ୍ୟ ଜାଗା ମିଳିନଥାଏ । ଆତ୍ମହତ୍ୟାର ରାସ୍ତାକୁ ବାଛୁଥିବା ମଣିଷ ମଧ୍ୟ ପ୍ରେତ ଲୋକକୁ ଯାଇଥାନ୍ତି । ଦୁର୍ଘଟଣା ବତଶ ଅକାଳ ମୃ-ତ୍ୟୁ ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରେତ ଲୋକର ପ୍ରାପ୍ତ ହୋଇଥାଏ ।

ଯଦି ଆପଣମାନେ ମୃ-ତ୍ୟୁ ପରେ ଏହି ସମସ୍ତ କଷ୍ଟ ନ ପାଇବା ପାଇଁ ଚାହୁଁଛନ୍ତି ତେବେ ଆଜିଠାରୁ ଭଲ କର୍ମ କରିବା ଆରମ୍ଭ କରିଦିଅନ୍ତୁ । ଧାର୍ମିକ କାର୍ଯ୍ୟରେ ନିଜକୁ ନିବେଶ କରନ୍ତୁ । ତେବେ ଆପଣ ଜାଣିବା ପାଇଁ ପାଇଲେ କି ଆତ୍ମା କିଭଳି ଏବଂ କେଉଁ କର୍ମ କରି ମୃ-ତ୍ୟୁ ପରେ ପ୍ରେତ ଲୋକ ପ୍ରାପ୍ତ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button