ଦେଶ ବିଦେଶ

Bank ଖାତାରେ ଟଙ୍କା ନଥୁଲେ ବି ଉଠିବ ଟଙ୍କା, କେମିତି ଜାଣନ୍ତୁ

ମୋଦି ସରକାର ଏବେ ଗୋଟିଏ ଏ ନୂଆ ଯୋଜନା ଆଣିଛନ୍ତି | ଯଦି ଆପଣ ଙ୍କ ଖାତା ରେ ଟଙ୍କା ନଥିବା ତାହେଲେ ଆପଣ ଦଶ ହଜାର ଟଙ୍କା ଉଠାଇପାରିବେ | ଯଦି ଆପଣ ଙ୍କର ଜନଧାନ ଆକାଉଣ୍ଟ ନାହିଁ ତେବେ ଆପଣ ଜନଧାନ ଆକାଉଣ୍ଟ ଖୋଲିପାରିବେ |

ଯଦି ଆପଣ ଙ୍କର ଜନଧାନ ଆକାଉଣ୍ଟ ରେ ପେଇଶା ନାହିଁ ଓ ଆପଣ ଙ୍କୁ ଅଚାନକ ପଇଶା ଦରକାର ତେବେ ଏହି ସିମ କାମ ରେ ଆସିବ |ଆପଣ ମଧ୍ୟ ଭଲ ଲାଭ ଉଠାଇପାରିବେ | ଏହି ଯୋଜନା ରେ ଆକାଉଣ୍ଟ ରେ ପଇଶା ନଥିଲେ ଆପଣ ଟଙ୍କା ବି ପାଇପାରିବେ ଏହି ଯୋଜନାରେ ଜଣେ ଲୋକ ଜ଼ିରୋ ବାଲାନ୍ସ ରେ ବି ଟଙ୍କା ପାଇପାରିବ ଆପଣ ଙ୍କୁ କୌଣସି ପ୍ରକାର ର ଦେୟ ଦେବାକୁ ପଡିବ ନାହିଁ | ଏହି ଯୋଜନା ରେ ଆପଣ ଚାହିଁଲ ଆକାଉଣ୍ଟ ଖୋଲିପାରିବେ|

ଏହି ଯୋଜନା ରେ ବାଙ୍କ ରେ ଖାତା ଖୋଲିଲେ ମାସ ଶେଷ ରେ ଆପଣ ଙ୍କ ଆକାଉଣ୍ଟ ରେ ଜ଼ିର ବାଲାନ୍ସ ରହିଥିଲେ ସୁଦ୍ଧା ଆପଣ ଙ୍କୁ କୌଣସି ପ୍ରକାର ଚର୍ଚ୍ଚ ଲାଗିବ ନାହିଁ | ଏହି ସିମ ରେ ବୀମା ସମେତ ଅନ୍ୟ ମଧ୍ୟ ମିଳିଥାୟ | ଏହି ଭଳି ଶେଭିଂ ଆକାଉଣ୍ଟ ଦୂର ବୀମା ଓ ପେନସନ ସୁବିଧା ମଧ୍ୟ ମିଳିବ | ଖାଲି ସେତିକି ନୁହେ ତା ସହିତ ଆକାଉଣ୍ଟ ରେ ଟଙ୍କା ନଥିଲେ ଦଶହଜାର ଟଙ୍କା ସୁଵିଥା ମିଳିପାରିବ |

ଏହାକୁ ଆପଣ ଏକ ସମୟ ଅବଧିରେ ଲୋନ ବୋଲି କହିପାରିବେ |ଯଦି ୬ ମାସେ ପୁରୁଣା ହୋଇଥାଆ ଆପଣ ହୋଇଥିବା ନିହାତି ଅବସକ | ଯଦି ୬ ମାସ ପୂରୁଣା ହୋଇନଥିବା ଆପଣ ୬ହଜାର ଟଙ୍କା ମିଳିବ |ଯଦି ଆପଣ ଆକାଉଣ୍ଟ ଖୋଲିବାକୁ ଚାହାନ୍ତି ଆପଣ ଙ୍କର ଆଧାର କାର୍ଡ ଓ ପାନକାର୍ଡ ନିହାତି ଦରକାର | ଦଶ ବରଷ ବୟସ ରୁ ଅଥିକା ହୋଇଥବା ଦରକାର | ଏହି ଆକାଉଣ୍ଟ ଖୋଲିବା ଦୂର ଦୁଇ ଲକ୍ଷ ଟଙ୍କା |ଏବଂ ଦୁଘଟଣା ଜୀବନ ବୀମା ତିରିଶି ହଜାର ଜାୟା ସୁବିଥା ମିଳିବ |

Related Articles

Leave a Reply

Your email address will not be published. Required fields are marked *

Back to top button