ମନୋରଞ୍ଜନ

ପ୍ରିୟଙ୍କା ଚୋପଡା ଖୋଲିଲେ ନିଜ ବେଡରୁମର ରାଜ

ଆପଣ ମାନେ ସମସ୍ତେ ବଲିଉଡ ଓ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ନିଶ୍ଚୟ ଜାଣିଥିବେ । ପ୍ରିୟଙ୍କା ଚୋପଡାଙ୍କ ଲୋକପ୍ରିୟତା ସମଗ୍ର ବିଶ୍ବରେ ରହିଛି । ତାଙ୍କର ସୁନ୍ଦରତା ଓ ଅଭିନୟ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ଏହି ଅଭିନେତ୍ରୀ ଜଣକ ହଲିଉଡ ଷ୍ଟାର ନିକ ଜୋନସଙ୍କ ସହ ବିବାହ କରିଛନ୍ତି । ଏହି କିଛି ଦିନ ପୂର୍ବରୁ ପ୍ରିୟଙ୍କା ବ୍ରଡକାଷ୍ଟ ଇଞ୍ଚାର୍ଜ ୱୀଥ ଡିଭିଏସରେ ନିଜ ଲଭ ଲାଇଫ ବିଷୟରେ ବହୁତ କଥା ସେୟାର କରିଥିଲେ ।

ଆଜି ଆମେ ଆପଣଙ୍କୁ ପ୍ରିୟଙ୍କା ଓ ନିକ ଜୋନସଙ୍କର କିଛି ଗୁପ୍ତ କଥା କହିବାକୁ ଯାଉଛୁ, ଏହା ସହିତ ଆମେ କିଛି ବେଡରୁମ ରହସ୍ୟ ବିଷୟରେ ମଧ୍ୟ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରିୟଙ୍କାଙ୍କ ମତରେ ସେ ନିକ ଜୋନସଙ୍କ ସହ ତିନି ବର୍ଷ ପର୍ଯ୍ୟନ୍ତ କଥା ବାର୍ତ୍ତା ହୋଇଥିଲେ । ଏହା ପରେ ଦୁଇଜଣ ଡେଟରେ ଯାଇଥିଲେ ।

ଡେଟ ଯିବାର ଦୁଇ ମାସ ପରେ ଏହି ଦୁଇଜଣ ପରସ୍ପର ସହ ବିବାହ କରିଥିଲେ । ପ୍ରିୟଙ୍କାଙ୍କ ମତରେ ନିକ ଙ୍କ ମଧ୍ୟରେ ତାଙ୍କୁ ତାଙ୍କ ପିତାଙ୍କ ଛବି ଦେଖାଯାଇଥାଏ । ପ୍ରିୟଙ୍କାଙ୍କ ମତରେ, ‘ମୋତେ ସବୁବେଳେ ଲାଗୁଛି ଯେ, ମୁ ମୋର ପିତାଙ୍କର ଦ୍ଵିତୀୟ ଭର୍ସନ ସହ ବିବାହ କରିଛି’ ।

ଏହି ବର୍ଷ ପ୍ରିୟଙ୍କା ନିଜ ସ୍ଵାମୀ ନିକ ଜୋନସଙ୍କ ସହ ଭାରତ ଆସିଥିଲେ । ଭାରତ ଆସି ଦୁଇଜଣ ହୋଲି ଖେଳିଥିଲେ । ଏହା ଦ୍ଵାରା ଏହି ଦୁଇଜଣଙ୍କର କେତେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ପ୍ରିୟଙ୍କା ନିକ ଜୋନସଙ୍କ ସହ ବେଡରେ ସୋଇଥିବା ସମୟର ଫଟୋ ମଧ୍ୟ ସେୟାର କରନ୍ତି । ଏହା ଦ୍ଵାରା ପ୍ରିୟଙ୍କାଙ୍କୁ ବହୁତ ମାତ୍ରାରେ ଟ୍ରୋଲ ର ଶିକାର ହେବାକୁ ପଡିଥାଏ ।

ଏହି କିଛି ଦିନ ତଳେ ପ୍ରିୟଙ୍କା ଚୋପଡା ଏକ ଚାଟ ଶୋ ରେ ମଧ୍ୟ ସାମିଲ ହୋଇଥିଲେ । ଏହି ଶୋ ରେ ସେ ନିଜର ସେକ୍ସ ଲାଇଫ ବିଷୟରେ ମଧ୍ୟ ବହୁତ କଥା କହିଥିଲେ । ଏହି ଶୋ ରେ ପ୍ରିୟଙ୍କାଙ୍କୁ ପଚରା ହୋଇଥିଲା, ଆପଣ କେମିତି ନିଜ ସ୍ଵାମୀ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦୂରରେ ରହି ପାରୁଛନ୍ତି ? ଏହାର ଉତ୍ତର ଦେଇ ପ୍ରିୟଙ୍କା କହିଲେ, ‘ମୁ ସେକ୍ସ ଚାଟିଙ୍ଗ ଓ ଫେସ ଟାଇମ ସେକ୍ସ ଉପରେ ବିଶ୍ଵାସ ରଖିଥାଏ’ ।

ଏହି ଶୋରେ ନିଜ ବିବାହ ଜୀବନ ସହ ଜଡିତ ବହୁତ କଥା ସେ ସେୟାର କରିଥିଲେ । ପ୍ରିୟଙ୍କା ଚୋପଡା ଏକ ୱେବସାଇଟ ସହ କଥା ବାର୍ତ୍ତା ହୋଇ କହିଥିଲେ, ‘ସକାଳେ ଉଠିବା ପରେ ନିକଙ୍କୁ ମୋ ଚେହେରା ଦେଖିବା ପାଇଁ ବହୁତ ଭଲ ଲାଗେ, ହେଲେ ମୁ ସେହି ସମୟରେ କୁହେ ଟିକେ ରୁହ ମୁ କାଜଲ କିମ୍ବା ମସ୍କରା ଲଗାଇ ଦିଏ । ହେଲେ ନିକଙ୍କୁ ମୋ ମୁହଁ ଉଠିବା ପରେ ବହୁତ ଭଲ ଲାଗେ । ନିକଙ୍କୁ ମୁ ଶୋଇବା ସମୟରେ ଦେଖିବା ପାଇଁ ବହୁତ ଭଲ ଲାଗେ । ବେଳେ ବେଳେ ମତେ ବହୁତ ବିରକ୍ତ ମଧ୍ୟ ଲାଗିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button