କ୍ରୀଡା

ଆମର ନାହିଁ ଔକାତ ନାହିଁ ଭାରତ ଠାରୁ ଜିତିବା, କାହିଁକି ନା ଆମେ…’ ଏଭଳି ଚାଞ୍ଚଲ୍ୟକରକର ବୟାନ ଦେଇ ଚର୍ଚ୍ଚାରେ ଶ୍ରୀଲଙ୍କା କ୍ଯାପଟେନ Dasun Shanak

ନମସ୍କାର ବନ୍ଧୁଗଣ, ଗତକାଲି ହୋଇଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ଦିନିକିଆ ମ୍ୟାଚରେ ଭାରତ ଶ୍ରୀଲଙ୍କା ଉପରେ ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ ସରିବା ପରେ ଶ୍ରୀଲଙ୍କାର ଅଧିନାୟକ ଧସୁନ ସନକାଙ୍କ ବୟାନ ବୟାନ ନିଆଯିବା ବେଳେ ସେ ଏକ ବହୁତ ବଡ କଥା କହିଦେଇଛନ୍ତି । ସେ କହିଛନ୍ତି କି ଭାରତ ଠାରୁ ଜିତିବା ପାଇଁ ଆମର ଔକାତ ନାହିଁ । ତେବେ ସେ ଏତେ ବଡ ବୟାନ ଦେବା ପଛର କାରଣ କଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଆମର ଔକାତ ନାହିଁ ଭାରତ ଠାରୁ ସିରିଜ ଜିତିବା ଏଭଳି ଏକ ବଡ ବୟାନ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଶ୍ରୀଲଙ୍କାର ଅଧିନାୟକ ସୁନ ସନକା । ଗତକାଲି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା ଶେଷ ଦିନିକିଆ । ଏହି ମ୍ୟାଚକୁ ଭାରତୀୟ ଦଳ ଶ୍ରୀଲଙ୍କାକୁ 317 ରନ ଅଧିକ କରି ବିଶାଳ ବିଜୟ ହାସଲ କରିଛି । ଏବଂ ଏହି ରୋମାଞ୍ଚମ ସିରିଜକୁ ନାମରେ କରିନେଇଛି ଭାରତୀୟ ଦଳ ।

ଥିରୁଅନନ୍ତପୁରମରେ ଖେଳାଯାଉଥିଲା ଶେଷ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ଟସ ଜିତି ବ୍ୟାଟିଂ କରିବାର ନିସ୍ପତି ନେଇଥିଲା । ପରେ ଭାରତୀୟ ଦଳ ସୁବମନ ଗିଲ ଏବଂ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଫଳରେ 317 ରନ ଭଳି ଏକ ବିଶାଳ ରନ କରି ଶ୍ରୀଲଙ୍କାକୁ ହରାଇ ଥିଲା ଭାରତ । ଭାରତୀୟ ଦଳର ଏଭଳି ଦମଦାର ବ୍ୟାଟିଂ ଆଗରେ ଶ୍ରୀଳଙ୍କାର ବୋଲରମାନେ ବିଫଳ ହୋଇଥିଲେ ।

ଭାରତୀୟ ଦଳକୁ ଜିତାଇବାର ପ୍ରଥମ ଶ୍ରେୟ ଯାଉଛି ସୁବମନ ଗିଲ, ବିରାଟ କୋହଲି ଏବଂ ମହମ୍ମଦ ଚିରାଗ । ମ୍ୟାଚ ହାରିବା ପରେ ଶ୍ରୀଲଙ୍କା ଦଳ ଅଧିନାୟକ ଧସୁନ ସନକା ଭାରତୀୟ ଦଳ ଉପରେ ଏକ ବଡ ବୟାନ ଦେଇଛନ୍ତି । ଏବଂ ସେ ଏହା ମଧ୍ୟ କହିଛନ୍ତି କି ଭାରତୀୟ ଦଳ ବିଶ୍ଵର ପ୍ରଥମ ଦିନିକିଆ ଦଳ ଅଟେ ।

ତେଣୁ ତାଙ୍କୁ ଆମେ କଣ ବିଶ୍ଵର କୌଣସି ଟିମ ମଧ୍ୟ ହରାଇ ପାରିବ ନାହିଁ । ଏହିଭଳି ଏକ ବଡ ମନ୍ତବ୍ୟ ଦେଇ ଏବେ ଧସୁନ ପୁରା ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି କେବଳ ଆମ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ଵରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button