ଯେଉଁ ମହିଳା ମାନେ ପାଦରେ ପାଉଁଜି ପିନ୍ଧନ୍ତି ସେମାନେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସହର ହେଉ ଅଥବା ଗାଁ ସାଧାରଣତଃ ପ୍ରତ୍ୟେକ ନାରୀ ଙ୍କ ପାଦରେ ପାଉଁଜି ଦେଖିବାକୁ ମିଳିଥାଏ। କାରଣ ଏମିତି ଅଧିକାଂଶ ମହିଳା ଅଛନ୍ତି ଯେଉଁମାନେ ନିଜ ପାଦରେ ପାଉଁଜି ନିହାତି ପିନ୍ଧିଥାନ୍ତି। କାରଣ ପାଦରେ ପାଉଁଜି ପିନ୍ଧିବା ଦ୍ଵାରା ନାରୀର ସୁନ୍ଦରତା ଆହୁରି ବଢ଼ି ଯାଇଥାଏ।କିନ୍ତୁ ବହୁତ କମ ମହିଳା ଅଛନ୍ତି ଯେଉଁମାନେ ଜାଣିଥିବେ ଯେ, ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପାଦରେ ପାଉଁଜି ପିନ୍ଧିବା ଦ୍ଵାରା କଣ ସବୁ ଫାଇଦା ମିଳିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ବନ୍ଧୁଗଣ ପ୍ରଥମତଃ ଯେଉଁ ମହିଳା ମାନେ ନିଜ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। କାରଣ ପାଉଁଜି ର ମଧୁର ଧ୍ଵନି ଦ୍ୱାରା କୌଣସି ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରି ନଥାଏ ଏବଂ ସର୍ବଦା ଘରେ ସକରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ ଓ ଘରେ ସୁଖ ଶାନ୍ତି ସ୍ଥାପନ ହୋଇଥାଏ।ତେଣୁ ନିକ ଘର ପରିବାର ଙ୍କ ମଙ୍ଗଳ ନିମନ୍ତେ ପ୍ରତ୍ୟେକ ମହିଳା ମାନଙ୍କୁ ନିଜ ପାଦରେ ପାଉଁଜି ନିହାତି ଭାବରେ ପିନ୍ଧିବା ଆବଶ୍ୟକ ଅଟେ।

୨.ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ମହିଳା ମାନେ ନିଜ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କ ଘରେ ସର୍ବଦା ଈଶ୍ୱର ଙ୍କ ବାସ ରହିଥାଏ। କାରଣ ଈଶ୍ୱର ଙ୍କୁ ପାଉଁଜି ର ଧ୍ଵନି ବହୁତ ପସନ୍ଦ ଆସିଥାଏ। ଏହି ମହିଳା ମାନଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ। କାରଣ ଏମାନଙ୍କ ଘରେ ଈଶ୍ୱର ଙ୍କ ବାସ ରହିଥାଏ। ତେଣୁ ନିଜ ଘର ସୁଖ ଶାନ୍ତି ନିମନ୍ତେ ପ୍ରତ୍ୟେକ ମହିଳା ନିଜ ପାଦରେ ପାଉଁଜି ପିନ୍ଧିବା ଉଚିତ।ଏହାଦ୍ବାରା ଈଶ୍ୱର ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ।

୩. ବନ୍ଧୁଗଣ ତୃତୀୟତଃ ଏବଂ ଶେଷରେ, ସାଧାରଣତଃ ପାଉଁଜି ରୂପାରେ ନିର୍ମିତ ହୋଇଥାଏ।ଯାହା ଆମ ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ। ଯେଉଁ ମହିଳା ମାନେ ନିଜ ପାଦରେ ପାଉଁଜି ପିନ୍ଧିଥାନ୍ତି ସେମାନଙ୍କୁ ଶରୀର ସମ୍ବନ୍ଧୀୟ କୌଣସି ରୋଗ ରହି ନଥାଏ।

ଯଦି ଆପଣଙ୍କ ଶରୀରରେ କୌଣସି ସମସ୍ୟା ରହିଅଛି ତେବେ ଆପଣ ମଧ୍ୟ ନିଜ ପାଦରେ ପାଉଁଜି ପିନ୍ଧିବା ଆରମ୍ଭ କରି ଦିଅନ୍ତୁ। ପାଉଁଜି ପିନ୍ଧିବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ପାୱାର ବଢ଼ିବ ଏବଂ ଆପଣଙ୍କୁ ଶରୀର ସମ୍ବନ୍ଧୀୟ କୌଣସି ରୋଗ ହେବ ନାହିଁ।ଆପଣ ସର୍ବଦା ସୁସ୍ଥ ରହିବେ।

ତେବେ ବନ୍ଧୁଗଣ ଏହାଥିଲା ପାଦରେ ପାଉଁଜି ପିନ୍ଧିବା ଦ୍ୱାରା କଣ ସବୁ ଫାଇଦା ଆମକୁ ପ୍ରାପ୍ତ ହୋଇଥାଏ।ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।



