ଦେଶ ବିଦେଶ

ଭୂକମ୍ପରେ ପୁଣି ଥରିଲା ପାକିସ୍ତାନ, ତୀବ୍ରତା ୪.୮

ପାକିସ୍ତାନ : ପାକିସ୍ତାନରେ ପୁଣି ଭୂକମ୍ପର ଝଟକା । ଭୂକମ୍ପର ତିବ୍ରତା ୪.୮ ବୋଲି ଜଣାପଡିଛି । ଯାହାର କେନ୍ଦ୍ରସ୍ଥଳ ୧୦କିଲୋମିଟର ଗଭୀରତାରେ ଥିବା ସୂଚନା ମିଳିଛି । ଭୂକମ୍ପର ଝଟକା ପ୍ରାୟ ୧ଟା ୨୧ ମିନିଟରେ ଅନୁଭବ ହୋଇଥିଲା । ଭୂକମ୍ପ ହେବା ଯୋଗୁଁ ଭୟରେ ଲୋକମାନେ ଘରୁ ଦୌଡିବା ଆରମ୍ଭ କରିଥିଲେ ।

କେବଳ ପାକିସ୍ତାନରେ ନୁହେଁ ବରଂ ବେଲୁଚିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯେଉଁଥିରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ସୂଚନା ମିଳିନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button