ଶିକ୍ଷା

ସ୍କୁଲ ଶିକ୍ଷୟତ୍ରୀଙ୍କ ଅଣ୍ଡା ଚୋରୀ

ନୟାଗଡ: ସ୍କୁଲ ଶିକ୍ଷୟତ୍ରୀଙ୍କ ଅଣ୍ଡା ଚୋରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ରଣପୁର ବ୍ଲକ ଚମ୍ପାଗଡ଼ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲକ୍ଷ୍ମୀ ଦିଦି ଶିକ୍ଷୟତ୍ରୀ ଭାବେ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି। ତେବେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ସେ ପ୍ରତ୍ୟେକ ଦିନି ଖାଉଥିବା ଅଭିଯୋଗ ହୋଇଛି। ଗତକାଲି ସେ ସ୍କୁଲରେ ଭାତ, ଅଣ୍ଡା ଖାଇବା ସହ ବ୍ୟାଗରେ ଭାତ ଓ ୧୨ଟି ଅଣ୍ଡା ଭର୍ତି କରିଥିଲେ। ଖବର ପାଇ ଅଭିଭାବକ ମାନେ ଦିଦିଙ୍କ ବ୍ୟାଗ ତଦାରଖ କରିଥିଲେ। ଭାତ ଓ ଅଣ୍ଡା ବାହାରି ଥିବାରୁ ଚାନ୍ଦପୁର ପୋଲିସ ଓ ରଣପୁର ବିଓଙ୍କୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ବିଓ ପହଞ୍ଚି ସମସ୍ତ ତଦନ୍ତ କରିଥିଲେ l ୫ ଦିନ ମଧ୍ୟ୍ୟରେ ଦିଦିଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button