ଦେଶ ବିଦେଶ

Interesting Gk Questions- ଏମିତି କେଉଁ ଖାଦ୍ୟ ଯାହାକୁ କୁଆଁରୀ ଝିଅ ଖାଇ ପାରିବ ନାହିଁ ?

ନମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।ଆପଣ ଦେଖିଥିବେ

କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।

ପ୍ରଶ୍ନ-୧

ଲାଇଟ ଅଫ ଏସିଆ କାହାକୁ କୁହାଯାଏ ?

ଉତ୍ତର – ଗୌତମ ବୁଦ୍ଧ

ପ୍ରଶ୍ନ-୨

ଭାରତର ସବୁଠୁ ଥଣ୍ଡା ଜିଲ୍ଲା କଣ ଅଟେ ?

ଉତ୍ତର – ଶ୍ରୀନଗର

ପ୍ରଶ୍ନ-୩

ଗାଡି ର ନମ୍ବର ପ୍ଳେଟ କେଉଁ ଦେଶରେ ଜାରି ହୋଇଥିଲା ?

ଉତ୍ତର – ଫ୍ରାନ୍ସ

ପ୍ରଶ୍ନ-୪

ବିଶ୍ଵର ସବୁଠୁ ଉଚ୍ଚ ପର୍ବତ ଶୀଖର କେଉଁଠି ଅବସ୍ଥିତ ?

ଉତ୍ତର – ନେପାଲ

ପ୍ରଶ୍ନ- ୫

ଘଡି ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଭାରତ

ପ୍ରଶ୍ନ-୬

ସାତ ପାହାଡର ନଗର କାହାକୁ କୁହାଯାଏ ?

ଉତ୍ତର – ରୋମ

ପ୍ରଶ୍ନ-୭

କେଉଁ ଦେଶରେ କୁକୁର ପାଳିବା ଅପରାଧ ଅଟେ ?

ଉତ୍ତର – ଆଇସଲ୍ୟାଣ୍ଡ

ପ୍ରଶ୍ନ-୮

ଆଳୁ ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ପେରୁ

ପ୍ରଶ୍ନ-୯

ଚାଣ୍ଡାକୁ ଏ ପର୍ଯ୍ୟନ୍ତ କେତେ ଲୋକ ଯାଇ ସାରିଛନ୍ତି ?

ଉତ୍ତର – ୧୨

ପ୍ରଶ୍ନ-୧୦

କେଉଁ ଦେଶର ଲୋକ ସବୁଠୁ କମ ମାଂସ କ୍ଷାନ୍ତି ?

ଉତ୍ତର – ଭୁଟାନ

ପ୍ରଶ୍ନ-୧୧

କେଉଁ ଜିନିଷ ପାଣିରେ ବି ଜଳିଥାଏ ?

ଉତ୍ତର – ସୋଡିଅମ

ପ୍ରଶ୍ନ-୧୨

କଳା ରଙ୍ଗର ହଁସ କେଉଁଠି ମିଳିଥାନ୍ତି ?

ଉତ୍ତର – ଅଷ୍ଟ୍ରେଲିଆ

ପ୍ରଶ୍ନ-୧୩

ସୁନାର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ଆରୟଭଟ୍ଟ

ପ୍ରଶ୍ନ-୧୪

ବିଶ୍ଵର ସବୁଠୁ ବିଶାଳ ମରୁସ୍ଥଳ କଣ ଅଟେ ?

ଉତ୍ତର – ସାହାରା ମରୁସ୍ଥଳ

ପ୍ରଶ୍ନ-୧୫

ଭାରତର ସବୁଠୁ ସ୍ଵଚ୍ଛ ଜିଲା କଣ ଅଟେ ?

ଉତ୍ତର – ଏର୍ନାକୁଲମ

ପ୍ରଶ୍ନ-୧୬

ନାବାର୍ଡ ର ମୁଖ୍ୟାଳୟ କେଉଁଠି ଅବସ୍ଥିତ ?

ଉତ୍ତର – ମୁମ୍ବାଇ

ପ୍ରଶ୍ନ-୧୭

ସବୁଠୁ ଅଧିକ ଧନୀ ଲୋକ କେଉଁ ଦେଶରେ ଅଛନ୍ତି ?

ଉତ୍ତର – ଆମେରିକା

ପ୍ରଶ୍ନ-୧୮

ଭାରତର ସବୁଠୁ ସୁନ୍ଦର କୀର୍ତ୍ତି କଣ ଅଟେ ?

ଉତ୍ତର – ତାଜମହଲ

ପ୍ରଶ୍ନ-୧୯

ଭାରତର କେଉଁ ନଦୀ ଓଲଟା ବହିଥାଏ ?

ଉତ୍ତର – ନର୍ମଦା ନଦୀ

ପ୍ରଶ୍ନ-୨୦

ଏମିତି କେଉଁ ଖାଦ୍ୟ ଯାହାକୁ କୁଆଁରୀ ଝିଅ ଖାଇ ପାରିବ ନାହିଁ ?

ଉତ୍ତର- ଶାଶୁ ଘରର ଖାଦ୍ୟ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button