ଦେଶ ବିଦେଶ

Interesting Gk Questions – ଏମିତି କେଉଁ ଜିନିଷ ଯାହା ମହିଳା ପାଖରେ 3 ଟି ଓ ଝିଅ ପାଖରେ 2 ଟି ଅଛି ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତାହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତାହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତାହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ- 1
ସେ କିଏ ଯାହା ପାଖରେ ମୁଣ୍ଡ ଅଛି, ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ ?

ଉତ୍ତର – କଏନ ଯାହାର ହେଡ ଓ ଟେଲ ଅଛି ।

ପ୍ରଶ୍ନ- 2
ମରିବା ପରେ ମଣିଷ ଶରୀରର ଓଜନ କେତେ କମି ଯାଇଥାଏ ?

ଉତ୍ତର – ମଣିଷ ମରିବା ପରେ ତାହାର ଓଜନ ୨୧ ଗ୍ରାମ କମିଯାଏ, କୁହାଯାଏ କି ଏହି ୨୧ ଗ୍ରାମ ହେଉଛି ମଣିଷ ଶରୀରର ଆତ୍ମା ଯାହା ଶରୀରରୁ ବାହାରି ଗଲେ କମିଯାଏ ।

ପ୍ରଶ୍ନ- ୩
ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ସବୁବେଳେ ଆଲଗା ଆସିଥାଏ ?

ଉତ୍ତର – ସମୟ କେତେ ? ଯଦି ଆମେ କାହାକୁ ଅଲଗା ଅଲଗା ସମୟରେ ସମୟ କେତେ ପଚାରିବା ତେବେ ଏହାର ଉତ୍ତର ସବୁବେଳେ ଅଲଗା ହିଁ ଆସିବ ।

ପ୍ରଶ୍ନ- ୪
ରେଡକ୍ରସ କେବେ ଗଠନ ହୋଇଥିଲା ?

ଉତ୍ତର – ରେଡକ୍ରସ ୧୮୬୩ ମସିହାରେ ଗଠନ ହୋଇଥିଲା ?

ପ୍ରଶ୍ନ- ୫
ସେ କିଏ ଯାହା ଦେହରେ ବହୁତ ସାରା କଣା ଅଛି କିନ୍ତୁ ସେ ପାଣି କୁ ଅଟକାଇ ପାରେ ?

ଉତ୍ତର – ସ୍ପଞ୍ଜ, ଯାହା ଦେହରେ ବହୁତ ସାରା କଣା ଅଛି ତଥାପି ସେ ପାଣିକୁ ଅବଜର୍ଭ କରିଥାଏ ।

ପ୍ରଶ୍ନ- ୬
ସେ କେଉଁ ଫଳ ଯିଏ କଞ୍ଚାବେଳେ ମିଠା ଓ ପାଚିଗଲେ ଖଟା ଲାଗିଥାଏ ?

ଉତ୍ତର – ସପୁରି ଯିଏ କି କଞ୍ଚାରେ ଖାଇଲେ ମିଠା ଓ ପାଚିଲେ ଖଟା ଲାଗିଥାଏ ?

ପ୍ରଶ୍ନ- ୭
ଶରୀରର ଏମିତି କେଉଁ ଅଙ୍ଗ ଯେଉଁଥିରେ ହାଡ ନାହିଁ ?

ଉତ୍ତର – ଜିଭ, ଏମିତି ଏକ ଅଙ୍ଗ ଯେଉଁଥିରେ ହାଡ ନାହିଁ ।

ପ୍ରଶ୍ନ- ୮
ତାହା କଣ ଯାହା ମହିଳା ପାଖରେ ତିନୋଟି ଓ ଝିଅ ପାଖରେ ଦୁଇଟି ଅଛି ?

ଉତ୍ତର – ନାମର ଅକ୍ଷର
ମହିଳା- ୩ ଅକ୍ଷର
ଝିଅ- ୨ ଅକ୍ଷର

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button