ଜୀବନଶୈଳୀ

କୁକୁର ଭଳି କାହିଁକି ଭୁକୁଥିଲେ ଏହି ଯୁବକ, ଜାଣନ୍ତୁ ଏହାର ପଛର ପ୍ରକୃତ କାରଣ…ସବୁ ରହସ୍ୟ ଖୋଲି କହିଲେ ବାପା…

ବନ୍ଧୁଗଣ, ସୂଚନା ଅନୁଯାୟୀ ସୋସିଆଲ ମିଡିଆ ରେ କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଯେ ଜଣେ ଯୁବକ କୁକୁର ଭଳି ଭୋକିବା ସହିତ କୁକୁର ଭଳି ବ୍ୟବହାର ମଧ୍ୟ କରୁଥିଲେ । ଏହି ବାବଦକୁ ବର୍ତ୍ତମାନ ଯୁବକଙ୍କ ବାପା କହିଛନ୍ତି ଯେ ସେ ଦିନେ ମଦ୍ୟପାନ କରିଥିଲେ, ସି-ଗା-ରେ-ଟ ମଧ୍ୟ ଟାଣିଥିଲେ, ଏହାପରେ ସେ ଏହିଭଳି ହେବାରୁ ତାଙ୍କ ମାତା ପିତା ତାଙ୍କୁ ନେଇ ହସ୍ପିଟାଲ ନେଇ ଗଲେ, ମାତ୍ର ସେଠାରେ ସେ ଆହୁରୀ ଅଧିକ ଏହିଭଳି ହେବାକୁ ଲାଗିଲେ ।

ସେ ମୋବାଇଲ ଫୋନ ମାଗିଲେ ଯୁବକଙ୍କୁ ଫୋନ ନ ଦେବାରୁ ସେ ଏହିଭଳି ମାନସିକ ଚିନ୍ତା ମୁଣ୍ଡରେ ପୁରାଇ କୁକୁର ଭଳି ହେବାକୁ ଲାଗିଲା । ମେଡିକାଲ ରେ ରହି ସେଠାରେ ଚିକିତ୍ସ୍ୟା ହେବା ପରେ ବର୍ତ୍ତମାନ ସେ ଘରକୁ ଯାଇ ସୁସ୍ଥ ଅଛନ୍ତି ବୋଲି ଯୁବକଙ୍କ ବାପା କହିଛନ୍ତି । ସେ କୁକୁର ଭଳି ପାଣି ପିଇବାକୁ ଲାଗିଲା କିନ୍ତୁ ଏଭଳି କରୁନଥିଲା । ଆଗରୁ କେବେ ଏହିଭଳି କାଣ୍ଡ କରି ନଥିଲା ଏହା ପ୍ରଥମ ଥର ପାଇଁ ଥିଲା ।

ଯୁବକ ଙ୍କୁ ଫୋନ ନ ଦେବାରୁ ସେ ଏହିଭଳି ହେଉଥିଲା । ଏହା ପରେ ସେ ଏହା ମଧ୍ୟ କହିଥିଲେ ନିଜ ବାପା ଙ୍କୁ ଯେ ଯଦି ମୋତେ ମୋବାଇଲ ଦେଇ ଦେଇଥାନ୍ତ ତେବେ ମୁଁ ଏହିଭଳି କରି ନଥାନ୍ତି । ଭା-ଙ୍ଗ ସହିତ ସେ ଡ୍ର-ଗ୍ସ ମଧ୍ୟ ସେବନ କରିଥିବାର ତାଙ୍କ ବାପା କହିଛନ୍ତି । ଏହାପରେ ସେ ଅଧିକ ବିଚଳିତ ହୋଇ ଏହିଭଳି ହୋଇଛନ୍ତି ।

ହସ୍ପିଟାଲ ରେ ସବୁ ପରୀକ୍ଷା ହେବା ପରେ କିଛି ବାହାରିଲା ନାହିଁ ଏବଂ ଭଲ ଭାବରେ ଚିକିତ୍ସ୍ୟା ମଧ୍ୟ କରିଛନ୍ତି । ପୁଅ କୁକୁର ଭଳି ଅଧିକ ବ୍ୟବହାର କରିବାର ବାପା ଜଣଙ୍କ ରାଗି ବାଡେଇ ଦେଇଥିଲେ । ବାପା ଜଣକ ଦୁଃଖ ରେ କହିଛନ୍ତି ଯେ ତାଙ୍କ ମୁଣ୍ଡରେ କିଛି ପଶିଲା ନାହିଁ ସେ କ’ଣ କରିବେ କ’ଣ ନାହିଁ କିଛି ବୁଝି ପାରିଲେ ନାହିଁ ।

କିନ୍ତୁ ଡାକ୍ତର ମାନେ ଚିକିତ୍ସ୍ୟା କରି 3 ଦିନ ହେବ ବର୍ତ୍ତମାନ ସେ ଭଲ ଅଛନ୍ତି ଏବଂ ଯୁବକ ଜଣକ କହୁଛନ୍ତି ଯେ ଘରକୁ ଯିବେ ଆଉ ତାଙ୍କୁ ହସ୍ପିଟାଲ ରେ ଭଲ ଲାଗୁ ନାହିଁ । ଭାତ ରୋଟି ଭଲରେ ଖାଇବା ସହିତ ପାଣି ଭଲରେ ସେବନ କରୁଥିବାର ତାଙ୍କ ବାପା କହିଛନ୍ତି । ଏବଂ ବାପା ଜଣକ କହିଛନ୍ତି ଯେ ସେ ନିଶା ଖାଇ ଏହିଭଳି ହେଉଛନ୍ତି ବୋଲି ସେ ଜାଣିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button