ଶିକ୍ଷା

Interesting Gk Questions- କେଉଁ ଗଛକୁ କାଟିଲେ ରକ୍ତ ବାହାରିଥାଏ ?

ବନ୍ଧୁଗଣ, ଆଜି ଆମ୍ଭେ ୨୦ ଟି ଏଭଳି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିଥିବେ ତେବେ ଆପଣ ନିଜର ବୁଦ୍ଧିମାନ ହେବାର ପରିଚୟ ନିଜେ ପାଇ ପାରିବେ ମାତ୍ର ଯଦି ଆପଣ ଏହି ପ୍ରଶ୍ନ ଗୁଡିକର ଉତ୍ତର ଜାଣିନାହାଁନ୍ତି ତେବେ ଆପଣଙ୍କ ନିମନ୍ତେ ଏହା ଜାଣି ରଖିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ପଢୁଥିବା ପେପର କୁ କେଉଁ ଗଛ ଦ୍ଵାରା ବନାଯାଇଥାଏ ?

ଉତ୍ତର;- ବାଉଁଶ ଗଛ ଦ୍ଵାରା ।

୨;- ଘଡି ସରଫ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- ଭାରତ ଦେଶର ।

୩;- ସୂନାର ହୋଟେଲ କେଉଁ ଦେଶରେ ଅଛି ?

ଉତ୍ତର;- ବିୟତନାମରେ ।

୪;- ଆମ ଭାରତ ଦେଶରେ କେତୋଟି ରାଜ୍ୟ ରହିଛି ?

ଉତ୍ତର;- ୨୮ ରାଜ୍ୟ ।

୫;- ଭାରତ ଦେଶରେ ସମୁଦାୟ କେତୋଟି ଜିଲ୍ଲା ଅଛି ?

ଉତ୍ତର;- ୭୨୬ ଟି ଜିଲ୍ଲା ।

୬;- କେଉଁ ଜୀବର ମସ୍ତିଷ୍କ କଟିବା ପରେ ମଧ୍ୟ ସେ ଏକ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର;- ଅସରପା ।

୭;- Flipkart କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- ଭାରତ ଦେଶରେ ।

୮;- ଭାରତରେ କୋରନାର ପ୍ରଥମ ଟିକ୍କା କାହାକୁ ଲାଗିଥିଲା ?

ଉତ୍ତର;-ମନୀଷ କୁମାର ଙ୍କୁ ।

୯;- ସର୍ବାଧିକ କଳା ଲୁଣ କେଉଁ ଦେଶରେ ମିଳିଥାଏ ?

ଉତ୍ତର;- ୟୁରୋପ ରେ ।

୧୦;- ଭାରତର ରାଷ୍ଟ୍ରୀୟ ବୃକ୍ଷ କଣ ?

ଉତ୍ତର;- ବରଗଛ ।

୧୧;- ହିନ୍ଦୀ ଭାଷା କହି ପାରୁଥିବା ରୋବୋର୍ଟର ନାମ କ’ଣ ଥିଲା ?

ଉତ୍ତର;- ରେଶମା ।

୧୨;- ଅମିର ଖୁସରୁର ନାମ ଯୋଡା ଯାଇଥାଏ ?

ଉତ୍ତର;- ସିତାର ର ଆବିଷ୍କାରରୁ ।

୧୩;- କେଉଁଟି ଭାରତର ସର୍ବାଧିକ ପ୍ରଦୂଷିତ ନଗର ଅଟେ ?

ଉତ୍ତର;- ଅଙ୍କଲେସ୍ଵର ।

୧୪;- ମୂଷା ଗୋଟିଏ ବର୍ଷରେ କେତୋଟି ଛୁଆ ଙ୍କୁ ଜନ୍ମ ଦେଇଥାଏ ?

ଉତ୍ତର;- ସମୁଦାୟ ୧ ହଜାର ।

୧୫;- ସୁଗନ୍ଧର ସହର କେଉଁ ସହର ନାମରେ ନାମିତ ?

ଉତ୍ତର;- କନ୍ନୋଜ କୁ ।

୧୬;- ଫତେପୁର ଶିକରୀ କେଉଁ ରାଜ୍ୟରେ ସ୍ଥିତ ?

ଉତ୍ତର;- ଉତ୍ତରପ୍ରଦେଶରେ ।

୧୭;- ବିଶ୍ଵ ରକ୍ତଦାନ ଦିବସ କେଉଁ ଦିନ ପାଳନ କରାଯାଇଥାଏ ?

ଉତ୍ତର;- ୧୫ ଜୁନ କୁ ।

୧୮;- ଶୁଆ ଭଳି ଆଖି ହଟେଇନେବା ର ଅର୍ଥ କଣ ?

ଉତ୍ତର;- ପୁରୁଣା ସମ୍ବନ୍ଧ କୁ ସଂପୂର୍ଣ୍ଣ ଭାବରେ ଭୁଲିଯିବା ।

୧୯;- କେଉଁ ଗଛ କୁ କାଟିବା ଦ୍ଵାରା ରକ୍ତ ବାହାରିଥାଏ ?

ଉତ୍ତର;- ବ୍ଲଡ଼ବୁଡ ଟ୍ରି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button