ସ୍ୱାସ୍ଥ୍ୟ

ଆପଣ ଜାଣନ୍ତି କି, ଆମ୍ବ ପତ୍ରରେ ରହିଛି ଅନେକ ଓୗଷଧୀୟ ଗୁଣ

ଆମ୍ବ ପତ୍ରର ଫାଇଦା ବିଷୟରେ ତ ଆପଣ ମାନେ ବହୁତ ଶୁଣିଥିବେ କିନ୍ତୁ କଣ ଆପଣ ଜାଣନ୍ତି ଆମ୍ବ ପତ୍ରର ମଧ୍ୟ ଜବରଦସ୍ତ ଫାଇଦା ଅଛି। ଜାଣନ୍ତୁ ଏହାକୁ କିପରି ଭାବେ ବ୍ୟବହାର କରିବାରେ ମଧୁମେହ ଠାରୁ ମୁକ୍ତି ପାଇପାରିବେ।

ଆମ୍ବ ପତ୍ରକୁ ଖରାରେ ଶୁଖାଇ ତାହାର ପାଉଡର ପ୍ରସ୍ତୁତ କରନ୍ତୁ । ସବୁଦିନ ଏହାକୁ ଗୋଟିଏ ଚାମଚ ଖାଆନ୍ତୁ । ଏହା ଦ୍ବାରା ଆପଣଙ୍କ ସୁଗାର ଲେବଲ ନିୟନ୍ତ୍ରଣକୁ ଆସିଯିବ।

diebetisଯଦି ଆପଣଙ୍କୁ ବ୍ଲଡ ପ୍ରେସରର ସମସ୍ୟା ଥାଏ ତେବେ ଆମ୍ବର ପତ୍ରକୁ ଫୁଟାଇ ଦିଅନ୍ତୁ। ଗାଧୋଇବା ସମୟରେ ଏହାକୁ ପାଣିରେ ମିଶାଇ ସ୍ନାନ କରନ୍ତୁ। ଏହା ଦ୍ବାରା ଆପଣଙ୍କ ରକ୍ତଚାପର ସମସ୍ୟା ଦୂର ହୋଇଯିବ।

ଯଦି ଆପଣଙ୍କର ଆସ୍ଥମାର ସମସ୍ୟା ହେଉଥାଏ , ତେବେ ଆମ୍ବର ପତ୍ରକୁ କାଢ଼ା ବନାଇ ପିଅନ୍ତୁ। ଏହା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଆମ୍ବର ପତ୍ର ହାକୁଟି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଯଦି ଆପଣଙ୍କୁ ହାକୁଟି ଆସୁଛି ଏବଂ ହାକୁଟି ବନ୍ଦ ହେବା ପାଇଁ ନାଁ ଧରୁନାହିଁ। ତେବେ ଆମ୍ବ ପତ୍ରକୁ ଫୁଟାଇ ତାହାକୁ କୁଳି କରନ୍ତୁ।

Burnsଯଦି ଆପଣଙ୍କର କୌଣସି ସ୍ଥାନ ଜଳି ଯାଇଥାଏ ତେବେ ସେହି ସ୍ଥାନରେ ଆମ୍ବର ପତ୍ରର ଗୁଣ୍ଡ ଲଗାନ୍ତୁ। ପୋଡା ଜଳାରୁ ମୁକ୍ତି ପାଇବାରିବେ।

ଆମ୍ବ ପତ୍ରର ପାଉଡର ଷ୍ଟୋନ ଠାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହାକୁ ସବୁଦିନ ବ୍ୟବହାର କରିବା ଦ୍ବାରା ଶରୀରରୁ ବାହାରକୁ ବାହାର କରିଦିଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button