କ୍ରାଇମ

ମଉକାର ସୁଯୋଗ ଉଠାଇଲା ମାମୁଁ, ଭାଣିଜୀ ଶୌଚ ହେବାକୁ ଯାଇଥିବା ସମୟରେ ଯାହା କଲା ଶୁଣିଲେ ମୁଣ୍ଡରେ ହାତ ଦେବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହାକୁ ଆପଣ ସାଧାରଣତଃ ବିଶ୍ଵାସ କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଘଟଣା ଅନୁଯାୟୀ ମାମୁଁ ଭାଣିଜୀ ଙ୍କୁ ଦୁଷ୍କର୍ମ କରିଛି ଆଉ ବର୍ତ୍ତମାନ ଭାଣିଜୀ ଥାନାର ଦ୍ଵାରସ୍ଥ ହୋଇଛନ୍ତି ନ୍ୟାୟ ପାଇଁ । କଟକଡା ବ୍ଲକ ଅନ୍ତର୍ଗତ ଓରା ପଞ୍ଚାୟତ ଜନୈକ ବିବାହିତା ଭାଣିଜୀ ଙ୍କୁ ମାମୁଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ପ୍ରଘଟ ହେବା ପରେ ଓରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଏହା ଜାଣି ଚକିତ ଲାଗୁଛି ଯେ ଏହି ମାମୁଁ ଜଣଙ୍କ ନିଜ କାମନା ବାସନାରେ ଅନ୍ଧ ହୋଇ ଭାଣିଜୀ ଙ୍କୁ ଦୁଷ୍କର୍ମ କରିଲା । ନିରୀହ ଭଳି ଦେଖାଯାଉଥିବା ମାମୁଁ ଘଟାଇଛି ନାରକୀୟ କାଣ୍ଡ । ଆଉ ଏକୁଟିଆ ପାଇ ଭାଣିଜୀ ଙ୍କୁ କରିଛି ଦୁଷ୍କର୍ମ ।

ପୋଲିସ ଏତଲା ଅନୁଯାୟୀ ଗତ ୧୯ ତାରିଖ ରାତି ୮ ଘଟିକା ସମୟରେ ଦୁଷ୍କର୍ମ ପୀଡ଼ିତା ଭାଣିଜୀ ଜଣକ ଓରା ସ୍ଥିତ ନିଜ ବାପଘର ବାରିପଟେ ନିକଟସ୍ଥ ଜଙ୍ଗଲ କୁ ଶୌଚ ହେବାକୁ ଯାଇଥିବା ସମୟରେ ମାମୁଁ ଦାମୋଦର ନାୟକ ସଂପୂର୍ଣ୍ଣ ମହିଳାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା ଏବଂ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ମାତ୍ର ପରିବାର ଲୋକେ ଝିଅ ଙ୍କ ଅବସ୍ଥା ଦେଖି ନ ପରିବାରୁ ପୀଡ଼ିତା ଙ୍କୁ ନେଇ ଗତ ୨୧ ତାରିଖରେ କୋଟଗଡା ଥାନାର ଦ୍ଵାରସ୍ଥ ହୋଇଥିଲେ ।

ସଙ୍ଗେ ସଙ୍ଗେ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାମୁଁ ଙ୍କୁ ଗିରଫ କରିଥିବା କହିଛନ୍ତି କୋଟଗଡା ଥାନା ଅଧିକାରୀ ଧିରଜ ଲେଙ୍କା । ନିଜ ଭଉଣୀ ର ଝିଅ ସହିତ ଏଭଳି କାଣ୍ଡ ଭିଆଇବାକୁ କିଭଳି ମାମୁଁ ଜଣଙ୍କ କିଛି ଚିନ୍ତା କରିଲେ ନାହିଁ ଯେ ଏହାର ପରିଣାମ କଣ ହେବ ? ଦେହଭୋକ ହେତେ ଯେ ଝିଅ ବୟସର ଭାଣିଜୀ ଙ୍କ ସହିତ ଶେଷରେ ଏଭଳି କାଣ୍ଡ ରଛାଇ ବସିଲେ ।

ବାହାର ଲୋକେ ଏହିଭଳି କାଣ୍ଡ ଆଜିଭଳି ଦିନରେ ରଚାଉଛନ୍ତି ତାହା ଅଲଗା କଥା ମାତ୍ର ନିଜ ର-କ୍ତ ର ସମ୍ପର୍କୀୟ ମଧ୍ୟ ଏଥିରୁ ବାଦ ପଡୁନାହାଁନ୍ତି । ଏହା ସତରେ ନିହାତି ଭାବରେ ଏକ ଅଭାବନୀୟ ଘଟଣା ଅଟେ । ମାମୁଁ ଜଣଙ୍କୁ ନିହାତି ଭାବରେ କଠୋର ରୁ କଠୋର ଶାସ୍ତି ମିଳିବା ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button