ବିଚାର

ବର୍ଷାଦିନେ ସାଥୀଙ୍କ ସହ ଏମିତି କରନ୍ତୁ ସମ୍ଭୋଗ, ମଜଭୁତ ହେବ ପ୍ରେମ

ମୌସୁମୀର ଆଗମନକୁ କିଛି ଦିନ ବିତିଥିଲେ ମଧ୍ୟ ଆଜି ପୁଣି ଥରେ ପାଗ ମେଘୁଆ ହୋଇଛି। ଏହି ପାଗରେ ସମସ୍ତେ ଗରମ ଗରମ ଖାଦ୍ୟର ମଜା ନେବାକୁ ପସନ୍ଦ କରିଥାନ୍ତି। ଖାଦ୍ୟ ବ୍ୟତୀତ ଏହି ପାଗରେ ଲୋକମାନେ ଆଉ ଏକ ଜିନିଷର ମଧ୍ୟ ଭରପୁର ମଜା ଉଠାଇଥାନ୍ତି, ତାହା ହେଉଛି ଶାରୀରିକ ସମ୍ପର୍କ ବା ସେକ୍ସ। ବର୍ଷା ପାଗରେ ସମ୍ଭୋଗର ମଜା ଦ୍ୱିଗୁଣିତ ହୋଇଯାଇଥାଏ। ଏଣୁ ଅଧିକାଂଶ କପଲ ଶୀତ ଋତୁ ପରେ ବର୍ଷାଦିନେ ଅଧିକ ଆନନ୍ଦ ନେଇଥାନ୍ତି।

 

ବର୍ଷାଦିନେ ସହବାସ କରିବାକୁ ଚାହୁଁଥିଲେ ସବୁବେଳେ ଏକ ଏକାନ୍ତ ତଥା ସୁରକ୍ଷିତ ସ୍ଥାନ ଚୟନ କରନ୍ତୁ। ନଚେତ୍‌ ଲଙ୍ଗ ଡ୍ରାଇଭ୍‌ରେ କୌଣସି ନିକାଞ୍ଚନ ସ୍ଥାନକୁ ଯାଆନ୍ତୁ। ବର୍ତ୍ତମାନ କେତେକ ହୋଟେଲ ବର୍ଷା ଦିନରେ କପଲଙ୍କ ପାଇଁ ସ୍ୱତନ୍ତ୍ର ଆୟୋଜନ କରୁଛନ୍ତି। ବର୍ଷାରେ ଡ୍ରାଇଭିଂର ମଜା ମଧ୍ୟ ନିଆରା। ଏହା ସହ ଯଦି ସାଥୀଙ୍କ ସାଥ୍‌ ମିଳିଗଲା ତେବେ ମଜା ଦ୍ୱିଗୁଣିତ ହୋଇଯାଏ।

 

ଝିପ୍‌ଝିପ୍‌ ବର୍ଷାରେ ପାର୍ଟନରଙ୍କ ନିକଟତର ହେବା ଆପଣଙ୍କ ମୁଡକୁ ମଧ୍ୟ ରୋମାଣ୍ଟିକ୍‌ କରିବ। କେବଳ ଏତିକି ନୁହେଁ ବର୍ଷାର ବୁନ୍ଦା ଶରୀରକୁ ଓଦା କରିବା ସହ ଉର୍ଜା ଯୋଗାଇଥାଏ। ଏକ ରିସର୍ଚ୍ଚ ମୁତାବକ ଘର ଭିତର ତୁଳନାରେ ବର୍ଷାରେ ଖୋଲା ଆକାଶ ତଳେ ପୁରୁଷମାନେ ଅଧିକ ସମୟ ସମ୍ଭୋଗର ମଜା ନେଇପାରନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button