ବହୁତ ହିଁ କମ ବୟସରେ ଶାରୀରିକ ସମ୍ବନ୍ଧ ବନାଇଥିଲେ Bollywood ର ଏହି ଷ୍ଟାରମାନେ, ନମ୍ବର 2 ଙ୍କ ବୟସ ଶୁଣିଲେ ତ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ସମସ୍ତ କଳାକାର କିଛି ନା କିଛି କଥା ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି । ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ନିଜ ପର୍ଶନାଲ ଲାଇଫର ସମସ୍ତ କଥାକୁ ଖୋଲା ଖୋଲି ଭାବରେ କହିଦିଅନ୍ତି । ଏମାନେ କୌଣସି କଥା ପାଇଁ ଲାଜ କରନ୍ତି ନାହିଁ । ଏମାନଙ୍କ ଏହି ଗୁଣ ପାଇଁ ଏମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି ।
ବନ୍ଧୁଗଣ ବଲିଉଡର ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ସେକ୍ସ ଲାଇଫ ବିଷୟରେ ମିଡିଆ ସାମ୍ନାରେ ଖୁଲାସା କରିଛନ୍ତି, ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ବଲିଉଡ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ବଲିଉଡ ଷ୍ଟାରଙ୍କ ବିଷୟରେ ।

ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଶିଲ୍ପା ସେଟି । ୯୦ଦଶକର ଫେମସ ଅଭିନେତ୍ରୀ ରୂପେ ପରିଚିତ ଶିଲ୍ପା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ବନ୍ଧୁଗଣ ୨୦୦୭ରେ ଶିଲ୍ପା ବ୍ରିଟିଶ ରିଆଲିଟି ସୋ ଜିତିଥିଲେ । ଏହି ରିଆଲିଟି ସୋ ଦ୍ଵାରା ଶିଲ୍ପା ବହୁତ ବଡ ବଡ ଖୁଲାସା କରିଥିଲେ, କିନ୍ତୁ ଯେତେବେଳେ ଶିଲ୍ପାଙ୍କୁ ତାଙ୍କ ଭର୍ଜିନିଟି ବିଷୟରେ ପଚରା ହୋଇଥିଲା ସେତେବେଳେ ଶିଲ୍ପା ଏହି କଥାକୁ ହସି କି କାଟି ଦେଇଥିଲେ ।

ରଣବିର ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ରଣବିର ସିଂହ । ରଣବିର ବର୍ତ୍ତମାନ ବଲିଉଡରେ ଏକ ଦିଗଜ ଅଭିନେତା ରୂପେ ପରିଚିତ ଅଛନ୍ତି । କାରଣ ସେ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି । ରଣବିରଙ୍କ ଅଭିନୟ ଓ ଷ୍ଟାଇଲକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ରଣବିର ନିଜର ସମସ୍ତ କଥା ବିଷୟରେ ଖୋଲା ଖୋଲି ଭାବରେ ଖୁଲାସ କରିଦିଅନ୍ତି । ଏହି କିଛି ଦିନ ପୂର୍ବରୁ ରଣବିର ନିଜ ଶାରୀରିକ ସମ୍ବନ୍ଧ ବିଷୟରେ ଏକ ଆଶ୍ଚର୍ଯ୍ୟ ଜନକ କଥାର ଖୁଲାସ କରିଥିଲେ । ସେ କହିଥିଲେ ଯେ, ତାଙ୍କୁ ପିଲା ବେଳରୁ ସେକ୍ସରେ ବହୁତ ଜିଜ୍ଞାସା ଥିଲା । ସେ କେବଳ ୧୨ ବର୍ଷ ବୟସରେ ସେକ୍ସ କରିଥିଲେ ଏହା ସହିତ ସେ କଣ୍ଡମ୍ ମଧ୍ୟ ବ୍ୟବହାର କରିଥିଲେ ।

ସନୀ ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଓ ସେକସି ଅଭିନେତ୍ରୀ ସନୀ ଲିଓନି । ସନୀଙ୍କ ସୁନ୍ଦରତା ଓ ବୋଲ୍ଟଲୁକକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସନୀ କେବଳ ୧୧ ବର୍ଷ ବୟସରେ ଜଣଙ୍କୁ କିସ୍ କରିଥିଲେ ଓ ମାତ୍ର ୧୬ ବର୍ଷ ବୟସରେ ସେ ସେକ୍ସ କରିଥିଲେ ।
ଏଞ୍ଜେଲିନା ଜୋଲି –

ଏଞ୍ଜେଲିନା ଜୋଲିଙ୍କୁ ଓସ୍କାର ପୁରସ୍କାର, ଦୁଇଟି ସ୍କ୍ରିନ ଆକ୍ଟର୍ସ ଗିଲ୍ଡ ପୁରସ୍କାର ଏବଂ ତିନୋଟି ଗୋଲଡେନ୍ ଗ୍ଲୋବ ପୁରସ୍କାର ମିଳିଛି | 2009, 2011 ଏବଂ 2013 ରେ, ସେ ଫୋର୍ବସ୍ ତାଲିକାରେ ସର୍ବାଧିକ ଇନକମ କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇ ପାରିଛନ୍ତି | ହଲିଉଡ ତାରକା ଏଆଞ୍ଜେଲିନା ଜୋଲିଙ୍କୁ ଆଜି 43 ବର୍ଷ ବୟସ ହୋଇଛି, ରିପୋର୍ଟ ଅନୁଯାୟୀ ଆମେରିକାର ସବୁଠାରୁ ହଟ ଅଭିନେତ୍ରୀ ଏଞ୍ଜେଲିନା ଜୋଲି ଗଣମାଧ୍ୟମକୁ କହିଛନ୍ତି ଯେ ସେ ମାତ୍ର 15 ବର୍ଷ ବୟସରେ ଶାରିରୀକ ସମ୍ପର୍କ ରଖିଥିଲେ।


