ଦେଶ ବିଦେଶ

ମୋତେ ମିଶେଇ ମୋ ସ୍ତ୍ରୀର 4 ଟା ପ୍ରେମିକ, କାଳିଆ ବୋଲି ଗୋଟେ ଟୋକା ତାକୁ ନେଇ…’ ବ୍ୟକ୍ତିଙ୍କ କଥା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଖବର ସାମ୍ନା କୁ ଆସିଛି ଯାହା ଆପଣ ଶୁଣିଲେ ମୁଣ୍ଡରେ ହାତ ଦେଇ ବସିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବନ୍ଧୁଗଣ ଜଣେ ବ୍ୟକ୍ତି ଅତ୍ୟନ୍ତ ଦୁଃଖ ରେ ଭାଙ୍ଗିପଡି କହିଛନ୍ତି ଯେ ମୁଁ ଜଣେ ମହିଳା ଙ୍କୁ ବିବାହ କରିଥିଲି । ତାକୁ ନେଇ ଭଲରେ ଘର ସଂସାର କରୁଥିଲି । ମାତ୍ର ହଠାତ ଶୁଣିବାକୁ ପାଇଲି ଯେ ଅନ୍ୟ ପୁରୁଷ ଙ୍କ ସହିତ ତାହାର ସମ୍ପର୍କ ରହିଛି ।

ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଖବର ପାଇବା ପରେ ବ୍ୟକ୍ତି ଜଣକ ଗାଁ ରେ ସେହି ଯୁବକ ଙ୍କୁ ନିର୍ଦ୍ଧୂମ ପିଟିଲେ ଏବଂ ସ୍ତ୍ରୀ କୁ ନେଇ ଭୁବନେଶ୍ଵରରେ ଆସି  ରହିଲେ । ମାତ୍ର ଏଠାର ମଧ୍ୟ ସେହି ଯୁବକ ଙ୍କ ସହିତ ସମ୍ପର୍କ ରଖିଥିବାର ଦେଖିବାକୁ ପାଇଲେ ସ୍ଵାମୀ ଜଣଙ୍କ । ଏହାପରେ ସେ କହିଛନ୍ତି ଯେ ତାଙ୍କୁ ମିଶାଇ ସମୁଦାୟ ୪ ଜଣ ପ୍ରେମିକ ଅଛନ୍ତି ତାଙ୍କ ସ୍ତ୍ରୀ ଙ୍କର ।

ବର୍ତ୍ତମାନ ମାସେ ୧୫ ଦିନ ହେବ ତାଙ୍କ ସ୍ତ୍ରୀ ଙ୍କୁ କାଳିଆ ନାମକ ଯୁବକ କେଉଁଠାକୁ ନେଇ ଯାଇଛି । ଏବଂ ସେ କହିଛନ୍ତି ଯେ ବହୁତ ଦୁଃଖ ରେ ଅଛନ୍ତି ସ୍ଵାମୀ ଜଣକ ଗୋଟିଏ ଶିଶୁ କନ୍ୟା ଙ୍କୁ ଆଣି ନିଜ ଘରେ ରଖିଥିଲେ ଏବଂ ସେହି ଝିଅଟି ନିଜ ମା’ ସମ୍ବନ୍ଧରେ ସମସ୍ତ କଥା ଜାଣିଥିଲା, ଏହା ଜାଣିବା ପରେ ମହିଳା ଜଣଙ୍କ କୁନି ଝିଅ କୁ ଧମକାଇ କହିଥିଲେ ଯେ ତୁ ଯଦି ଏହି ସମ୍ବନ୍ଧରେ କିଛି ବାବା ଙ୍କୁ କହୁ ତେବେ ତୋ ଜୀବନ ପ୍ରତି ବିପଦ ଅଛି ।

ଏହିଭଳି ଶୁଣିବା ପରେ କୁନି ଝିଅ ଟି ଚୁପ ରହିଥିଲା । ବର୍ତ୍ତମାନ ସ୍ଵାମୀ ଜଣକ କହିଛନ୍ତି ଯେ ତାଙ୍କ ସ୍ତ୍ରୀ କେଉଁଆଡେ ମାସେ ୧୫ ଦିନ ହେବ ଚାଲିଯାଇଛନ୍ତି ଏବଂ ତାଙ୍କ ସନ୍ଦେହ ଯେ କାଳିଆ ନାମକ ଯୁବକ ତାଙ୍କୁ ଲୁଚାଇ କେଉଁଠାରେ ରଖିଛି । ପୋଲିସ ଙ୍କୁ ସହାୟତା ମାଗିଥିଲେ ମାତ୍ର ପୋଲିସ ବାବୁ କହିଥିଲେ ଯେ ତୋ ସ୍ତ୍ରୀ ତୁ ନିଜେ ଖୋଜିବୁ ଜା’ ।

ଏଭଳି ଶୁଣିବା ପରେ କାଳିଆ ନାମକ ଯୁବକଙ୍କୁ ମାଡ ମାରିଥିଲେ ସ୍ଵାମୀ ଜଣକ । ଏବଂ ସେ ବର୍ତ୍ତମାନ କହିଛନ୍ତି ଯେ ସେ ଯାହା ତାଙ୍କ ସ୍ତ୍ରୀ ଙ୍କୁ ନିଜ ପାଖକୁ ଆଣିଥାନ୍ତେ ବର୍ତ୍ତମାନ ଆଉ ଆଣିବେ ନାହିଁ କାରଣ ସେ ଘରୁ ପାଦ କାଢି ବଦନାମ ହୋଇସାରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button