ଦେଶ ବିଦେଶ

Interesting Gk Questions- ଗୋଟିଏ ଝିଅ 1960 ରେ ଜନ୍ମ ହେଲା ଓ 1975 ରେ ସେମ -ରିଗଲା, ଯେତେବେଳେ ସେ -ଲା ସେତେବେଳେ ତା ବୟସ 20 ବର୍ଷ ଥିଲା, କୁହନ୍ତୁ ଏହା କେମିତି ସମ୍ଭବ ?

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ।କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।

ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ।ତେବେ ଆସନ୍ତୁ ସେହିପରି ଅନେକ ପ୍ରଶ୍ନ ଓ ତାର ଉତ୍ତର ଵିଷୟ ରେ ଜାଣିବା।

୧.ଭାରତର କେଉଁ ରାଜ୍ୟରେ ସାଗୁଆନ ବଣ ବହୁତ ଅଧିକ ଦେଖାଯାଇଥାଏ?
ଉତ୍ତର-ମଧ୍ୟ ପ୍ରଦେଶ।

୨.ଆହୋମ ବିଦ୍ରୋହ କେଉଁଟି ହୋଇଥିଲା?
ଉତ୍ତର-ଆସାମ।

୩.ବିଶ୍ୱ ର ସବୁଠୁ ବଡ ଘଣ୍ଟା ଘର କେଉଁ ଠାରେ ଅବସ୍ଥିତ?
ଉତ୍ତର-ରୁଷିଆ।

୪.ସହିଦ ଦିବସ କେବେ ପାଳନ କରାଯାଏ?
ଉତ୍ତର-୩୦ ଜାନୁଆରୀ।

୫.ବସନ୍ତ ରୋଗ ର ଟୀକା କିଏ ଆବିଷ୍କାର କରିଥିଲେ?
ଉତ୍ତର-ଏଡ଼ବାର୍ଡ ଜେନର।

୬.ଦୁନିଆ ର ସବୁଠାରୁ ଛୋଟ ଫୁଲ ର ନାମ କଣ?
ଉତ୍ତର-ବୋଲଫିଆ।

୭.ମହାବିସ୍ପୋଟ ସିଦ୍ଧାନ୍ତ କାହା ସହିତ ସମ୍ଭନ୍ଧିତ ଅଟେ?
ଉତ୍ତର- ବିଶ୍ୱର ଉତ୍ପତ୍ତି।

୮.ଖିଲଜି ବଂଶ ର ସ୍ଥାପନ କିଏ କରିଥିଲେ?
ଉତ୍ତର-ଆଲାଉଦ୍ଦିନ ଖିଲଜି।

୯.ଫ୍ରାଂସିସ ଇଷ୍ଟ ଇଣ୍ଡିଆ କମ୍ପାନୀ କେବେ ପ୍ରତିଷ୍ଠିତ ହୋଇଥିଲା?
ଉତ୍ତର-୧୬୬୪।

୧୦.ନୋବେଲ ପୁରସ୍କାର କାହା ଦିଆ ଯାଇଥାଏ?
ଉତ୍ତର-ସ୍ୱିଡିସ ଏକାଡେମୀ।

୧୧.ଦିଫୁ ଦର୍ରା ଭାରତ ର କେଉଁଠାରେ ଅବସ୍ଥିତ?
ଉତ୍ତର-ଅରୁଣାଚଳ ପ୍ରଦେଶ।

୧୨.ଗୁଲାମ ଵଂଶ ର ସ୍ଥାପନ କେବେ ହୋଇଥିଲା?
ଉତ୍ତର-୧୨୦୬ ମସିହାରେ।

୧୩.ରେଡ଼କ୍ଲିପ ରେଖା କେଉଁ ଦେଶ ମଧ୍ୟରେ ଅବସ୍ଥିତ?
ଉତ୍ତର-ଭାରତ ଓ ପାକିସ୍ତାନ।

୧୪.ହାଇଦର ଅଲ୍ଲୀ ର ଉତ୍ତରାଧିକାରୀ କିଏ ଥିଲା?
ଉତ୍ତର-ଟିପୁ ସୁଲତାନ।

୧୫.ହଂକଂ ର ମୁଦ୍ରା ର ନାମ କଣ?
ଉତ୍ତର-ଡ଼ଲାର

୧୬.ରୁଟି ର ଡାଳିଆ କାହାକୁ କୁହାଯାଏ?
ଉତ୍ତର-ୟୁକ୍ରେନ।

୧୭.ମୀରାତ-ଉଲ-ଅଖବାର ର ସଂସ୍ଥାପକ କିଏ ଥିଲେ?
ଉତ୍ତର-ରାଜା ରାମ ମୋହନ ରାୟ।

୧୮.ଜଙ୍ଘ ରେ କେତୋଟି ହାଡ଼ ଦେଖିବାକୁ ମିଳିଥାଏ?
ଉତ୍ତର-୨ଟି।

୧୯.ହର୍ଟି କଲଚର କାହା ସହିତ ସମ୍ବନ୍ଧିତ?
ଉତ୍ତର-ବାଗବାଣୀ।

୨୦.ଭିଟାମିନE ର ରାସାୟନିକ ନାମ କଣ ଅଟେ?
ଉତ୍ତର-ଟକୋଫ୍ରୋଲ।

୨୧.ଡାର୍ଲିଂଗ ନଦୀ କେଉଁ ଦେଶରେ ଅବସ୍ଥିତ?
ଉତ୍ତର-ଅଷ୍ଟ୍ରେଲିଆ।

୨୨.ଭାରତ ର କେଉଁ ରାଜ୍ୟରେ ସବୁଠାରୁ ବେଶୀ କଦଳୀ ଉତ୍ପାଦନ ହୋଇଥାଏ?
ଉତ୍ତର-ତାମିଲନାଡୁ।

୨୩.ମଧୁବନି କେଉଁ ରାଜ୍ୟର ଲୋକ ଚିତ୍ରକଳା ଶୈଳୀ ଅଟେ?
ଉତ୍ତର-ବିହାର।

୨୪.କେଉଁ ପକ୍ଷୀ କେବଳ ବର୍ଷା ପାଣି ପିଇଥାଏ?
ଉତ୍ତର-ଚାତକ ପକ୍ଷୀ।

୨୫.ବିଶ୍ୱରେ ସବୁଠାରୁ ବେଶୀ ମତଦାନ ହେଉଥିବା ଦେଶର ନାମ କଣ?
ଉତ୍ତର-ଭାରତ।

୨୬.ମିନି ତାଜମହଲ କାହାକୁ କୁହାଯାଏ?
ଉତ୍ତର-ପତ୍ନୀ ର ମକବରା।

୨୭.କାନାଡ଼ା ର ସଂସଦ ର ନାମ କଣ?
ଉତ୍ତର-ପାର୍ଲାମେଣ୍ଟ।

୨୮.ଗରିବ ର ଗାଈ କାହାକୁ କୁହାଯାଏ?
ଉତ୍ତର-ଛେଳି କୁ।

୨୯.ଭାରତ ର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଦେଖିବାକୁ ମିଳିଥାଏ?
ଉତ୍ତର-ତାମିଲନାଡୁ।

୩୦.ଭାରତ ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ଥିଲେ?
ଉତ୍ତର-ଶ୍ରୀମତୀ ସୁଚେତା କୃପାଳିନୀ।

୩୧.ବିଶ୍ଵ ର ସବୁଠାରୁ ବଡ଼ ଘରୋଇ ବ୍ୟାଙ୍କ ର ନାମ କଣ?
ଉତ୍ତର-ବ୍ୟାଙ୍କ ଅଫ ଆମେରିକା।

୩୨.ବାଦାମୀ କ୍ରାନ୍ତି କାହାକୁ କୁହାଯାଏ?
ଉତ୍ତର-ମସଲା ଉତ୍ପାଦନ।

୩୩. ଗୋଟିଏ ଝିଅ 1960 ରେ ଜନ୍ମ ହେଲା ଓ 1975 ରେ ସେମ -ରିଗଲା, ଯେତେବେଳେ ସେମ -ଲାସେତେବେଳେ ତା ବୟସ 20 ବର୍ଷ ଥିଲା । ଏହା କେମିତି ସମ୍ଭବ ?

ଉତ୍ତର- କାରଣ ଯେଉଁଥିରେ ସେମରି ଥିଲା ତାହା ତାର ହସ୍ପିଟଲ ର ରୁମ ନମ୍ବର 1975 ଥିଲା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button