ଦେଶ ବିଦେଶ

Interesting Gk Questions- କେଉଁ 2 ଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ 13 ହେବ ?

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଜୀବନରେ ସାଧାରଣ ଜ୍ଞାନର ଆବଶ୍ୟକତା ବହୁତ ଥାଏ।ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ।କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ।ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ।

ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ।।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ।ତେବେ ଆସନ୍ତୁ ସେହିପରି ଅନେକ ପ୍ରଶ୍ନ ଓ ତାର ଉତ୍ତର ଵିଷୟ ରେ ଜାଣିବା।

୧.ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଅନ୍ୟ ମାନଙ୍କ ର ଦେଖାଯାଇଥାଏ କିନ୍ତୁ ନିଜର ଦେଖା ଯାଇ ନ ଥାଏ?
ଉତ୍ତର-ଦୋଷ/ଭୁଲ।

୨.ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିବା ଦ୍ୱାରା ସବୁ ଗୀତ ଗାଇ ଥାଆନ୍ତି।
ଉତ୍ତର-ଜନ୍ମ ଦିନ କେକ୍।

୩.ତାହା କଣ ଅଟେ ଯାହାକୁ ସମସ୍ତେ ଅନ୍ଧାର ରେ କରିଥାନ୍ତି?
ଉତ୍ତର-ଆଲୋକ।

୪.ମନୁଷ୍ୟ ର କେଉଁ ଜିନିଷ ଟି ସବୁବେଳେ ବଢି ଚାଲିଥାଏ?
ଉତ୍ତର-ବୟସ।

୫.ବିଶ୍ୱର ସବୁଠାରୁ ବଡ଼ ମାଙ୍କଡ଼ କେଉଁଠାରେ ଦେଖା ଯାଇଥାନ୍ତି?
ଉତ୍ତର-ପଶ୍ଚିମ ଆଫ୍ରିକା।

୬.ଏମିତି କେଉଁ ଫଳ ଅଛି ଯାହାର ପେଟ ରେ ଦାନ୍ତ ଥାଏ?
ଉତ୍ତର-ଡାଳିମ୍ବ।

୭.କେଉଁ ପାରା ମାନଙ୍କ ର ଛାତି ରେ ଲାଲ ରଙ୍ଗର ଦାଗ ରହିଥାଏ?
ଉତ୍ତର-ଲୋ ଜାନ ପାରା।

୮.କେଉଁ ଦେଶରେ କଳା କୁକୁଡ଼ା ଦେଖିବାକୁ ମିଳିଥାଏ?
ଉତ୍ତର-ଇଣ୍ଡୋନେସିଆ ଦେଶରେ।

୯.ପାକିସ୍ତାନ ସେନା ବାହିନୀ ର ଜଣେ ସୈନ୍ୟ ର ମାସିକ ଦରମା କେତେ ହୋଇଥାଏ?


ଉତ୍ତର-୧୭୦୦୦ ଟଙ୍କା।

୧୦.ମନୁଷ୍ୟ ଶରୀର ରେ ମୋଟ କେତେ ଖଣ୍ଡ ହାଡ଼ ଥାଏ?
ଉତ୍ତର-୨୦୬ ଖଣ୍ଡ।

୧୧.କେଉଁ ଜୀବ ସବୁଠାରୁ ଅଧିକ ପାଣି ପିଇ ଥାଏ?
ଉତ୍ତର-ନୀଳ ତିମି।

୧୨.ଭାରତ ବ୍ୟତୀତ ପଦ୍ମ ଅନ୍ୟ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ?
ଉତ୍ତର-ଭିଏତନାମ।

୧୩.ଏମିତି କେଉଁ ଜିନିଷ ଅଛି ଯାହା ଭାଙ୍ଗିବା ପରେ ହିଁ କାମ ରେ ଲାଗିଥାଏ?
ଉତ୍ତର-ଅଣ୍ଡା।

୧୪.କେଉଁ ଜୀବ ର ଝାଳ ର ରଙ୍ଗ ଗୋଲାପୀ ଅଟେ?
ଉତ୍ତର-ଦରିଆ ଘୋଡା।

୧୫.କୁମ୍ଭୀର ର ପାଟିରେ ମୋଟ କେତୋଟି ଦାନ୍ତ ରହିଥାଏ?
ଉତ୍ତର-୮୨ ଟି।

୧୬.ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ହେଲେ ମଧ୍ୟ ସିନେମା ଘର ନାହିଁ?
ଉତ୍ତର-ଭୁଟାନ ଦେଶ ରେ।

୧୭.ପୁଲିସ କୁ ହିନ୍ଦୀ ରେ କଣ କୁହାଯାଏ?
ଉତ୍ତର-ରାଜକୀୟ ଜନ ରକ୍ଷକ।

୧୮.ଏମିତି କେଉଁ ଜିନିଷ ଅଛି ଯାହାକୁ ଗରମ କରିବା ଦ୍ୱାରା ଜମି ଯାଇଥାଏ?
ଉତ୍ତର-ଅଣ୍ଡା।

୧୯.କୋହିନୂର ହୀରା କେଉଁଠାରୁ ପ୍ରାପ୍ତ ହୋଇଥିଲା?
ଉତ୍ତର-ଭାରତ ର ଗୋଲକୁଣ୍ଡା ର ଖଣି ରୁ।

୨୦.ଏମିତି କେଉଁ ଜୀବ ଅଛି ଯିଏ ଆହତ ପାଇଲେ ମନୁଷ୍ୟ ଙ୍କ ଭଳି କାନ୍ଦିଥାଏ?
ଉତ୍ତର-ଭାଲୁ।

୨୧.ଜିଓ କେଉଁ ଦେଶ ର କମ୍ପାନୀ ଅଟେ?
ଉତ୍ତର-ଭାରତ ଦେଶ ର।

୨୨.ଆମ ଦେଶ ଭାରତ ର ଜାତୀୟ ପତାକା କିଏ ତିଆରି କରିଥିଲେ?
ଉତ୍ତର-ପିଙ୍ଗଳି ଭେଂକିୟା।

୨୩.ମନୁଷ୍ୟ ର ମସ୍ତିଷ୍କ ରେ କେତୋଟି ହାଡ଼ ଅଛି?
ଉତ୍ତର-୨୯ ଟି ହାଡ଼।

୨୪.ଏମିତି କେଉଁ ଫଳ ଅଛି ଯାହା ଭିତରୁ ଖାଲି ହୋଇଥାଏ?
ଉତ୍ତର-ନଡ଼ିଆ।

୨୫.କେଉଁ ଦୁଇଟି ସଂଖ୍ୟା କୁ ପରସ୍ପର ସହିତ ଗୁଣିଲେ ଉତ୍ତର ୧୩ ହୋଇଥାଏ?
ଉତ୍ତର-୧୩×୧।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button