ଜୀବନଶୈଳୀ

ଏହି ୨ ଟି ନାମର ମହିଳା ସାରା ଜୀବନ ରୁହନ୍ତି ଦୁଃଖିତ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏଭଳି ଦୁଇଟି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ଙ୍କ ସମ୍ବନ୍ଧରେ ଯେଉଁମାନେ ସର୍ବଦା ନିଜ ସ୍ୱାମୀ ଏବଂ ନିଜ ସମ୍ପର୍କ କୁ ନେଇ ଅସନ୍ତୁଷ୍ଟ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ,ବାହାଘର ହେଉଛି ସମସ୍ତଙ୍କ ଜୀବନ ର ଏକ ଵିଶେଷ ଅଂଶ କାରଣ ଜଣେ ଅଜଣା ପୁଅ ଏବଂ ଅଜଣା ଝିଅ ପରସ୍ପର ଏକ ବନ୍ଧନ ରେ ଆବଦ୍ଧ ହୋଇଥାନ୍ତି। ବାହାଘର ପରେ ସ୍ବାମୀ ସ୍ତ୍ରୀ ଙ୍କ ସଂପର୍କ ଏକ ଏମିତି ସମ୍ପର୍କ ହୋଇଯାଏ ଯେ ଏହି ସମ୍ପର୍କ ସବୁ ସମ୍ପର୍କ ଠାରୁ ଶ୍ରେଷ୍ଠ ହୋଇଯାଇ ଥାଏ।ଏହି ସମ୍ପର୍କ ଦୁନିଆ ର ସବୁ ସମ୍ପର୍କ ଠାରୁ ଉର୍ଦ୍ଧ୍ଵ ରେ ରୁହେ।

ବାହାଘର ପୁର୍ବରୁ ତ ସମସ୍ତେ ପରସ୍ପର ଠାରୁ ଅଜଣା ଥାନ୍ତି କିନ୍ତୁ ବାହାଘର ପରେ ସଂପର୍କ ର ଡୋର ବହୁତ ଖାସ ହୋଇଯାଇଥାଏ।ସ୍ୱାମୀ ଏବଂ ସ୍ତ୍ରୀ ନିଜ ଜୀବନ କୁ ନୂଆ ଭାବରେ ଆରମ୍ଭ କରିଥାନ୍ତି।ବାହାଘର ଏକ ଏମିତି ସମ୍ପର୍କ ଯେଉଁଥିରେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପ୍ରତି ବହୁତ ଜରୁରୀ ହୋଇଯାଇଥାନ୍ତି।ପରସ୍ପର କୁ ବୁଝନ୍ତି ଏବଂ ଯେ କୌଣସି ଭି ପରିସ୍ଥିତିରେ ନିଜ ନିଜର ସାଥ ଦେଇଥାନ୍ତି।
ଏହି ସମ୍ପର୍କରେ ଯଦି କାହା ଭି ତରଫରୁ ସମ୍ପର୍କରେ ଭଲ ପାଇବା ମିଳିନଥାଏ ତେବେ ସମ୍ପର୍କ ବହୁତ ସମୟ ପର୍ଯ୍ୟନ୍ତ ଚାଲି ନଥାଏ।

ସେଥିପାଇଁ ପ୍ରତ୍ୟେକ ସମ୍ପର୍କ ରେ ଭଲ ପାଇବା ଏବଂ ବିଶ୍ୱାସ ରହିବା ନିହାତି ଜରୁରୀ।କେବେ ଭି କୌଣସି ପରିସ୍ଥିତିରେ ଯଦି ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥାଏ ତେବେ ସେଇଠାରୁ ହିଁ ସମ୍ପର୍କରେ ବାଧା ଆସିବାର ଦେଖାଯାଏ।ତେବେ ସବୁ ସଂପର୍କ ର ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଟି ହେଲା ବିଶ୍ୱାସ।ଯଦି ସମ୍ପର୍କରେ ବିଶ୍ୱାସ ନଥାଏ ତେବେ ସେହି ସମ୍ପର୍କ କେବେବି ତିଷ୍ଠି ପାରି ନଥାଏ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ୨ଟି ଏଭଳି ନାମ , ଯେଉଁ ମାନେ ସର୍ବଦା ନିଜ ସଂପର୍କ କୁ ନେଇ ଚିନ୍ତିତ ରୁହନ୍ତି।ତେବେ ଆସନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ବିସ୍ତାର ରୂପ ରେ ଆମେ କହିବୁ ଏହି ୨ଟି ନାମର ଝିଅ ଙ୍କ ବିଷୟରେ।

୧. ପ୍ରଥମ ଅକ୍ଷର ଟି ହେଲା ‘P’।ଏହି ଅକ୍ଷର ର ଝିଅ ମାନେ ସର୍ବଦା ନିଜ ସ୍ୱାମୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ସମ୍ପର୍କକୁ ନେଇ ଚିନ୍ତିତ ହେଇ ରୁହନ୍ତି।ଏମାନେ ସର୍ବଦା ଚାହାନ୍ତି ଯେ ନିଜ ଜୀବନ ସାଥୀ ତାଙ୍କୁ ନିଜର ସବୁ ସମୟ ଦେବେ ଏବଂ ଏହି ଝିଅ ମାନେ ନିଜ ଜୀବନ ସାଥି ଙ୍କ ଠାରୁ ଦରକାର ଠାରୁ ଅଧିକ ମାତ୍ରା ରେ ଆଶା ରଖନ୍ତି । ସେମାନେ ଚାହାନ୍ତି ତାଙ୍କୁ ଦୁନିଆ ର ସବୁ ଖୁସି ତାଙ୍କ ଜୀବନ ସାଥି ଙ୍କ ଠାରୁ ମିଳୁ। ଯଦି ବଦଳ ରେ ସେମାନଙ୍କୁ ଭଲ ପାଇବା ମିଳି ନଥାଏ ତେବେ ସେମାନେ ବହୁତ ଚିନ୍ତିତ ହୋଇଯାଆନ୍ତି ଏବଂ ନିଜ ସ୍ୱାମୀ ଙ୍କ ସହ ଝଗଡ଼ା କରିଥାନ୍ତି। ଯାହା ଦ୍ୱାରା ସମ୍ପର୍କରେ ବାଧା ଆସିଥାଏ ଏବଂ ଏହି ନାମର ଝିଅ ମାନେ କେବେବି ଖୁସି ରେ ରୁହନ୍ତି ନାହିଁ।

 

୨. ବନ୍ଧୁଗଣ ଦ୍ଵିତୀୟ ନାମ ଟି ହେଲା ‘K’ ଅକ୍ଷର ର ଝିଅ।ଏହି ଝିଅ ମାନେ ନିଜ ସ୍ୱାମୀ ଙ୍କ ପାଇଁ ନିଜ ମନରେ ଭଲ ପାଇବାକୁ ସାଇତି ରଖନ୍ତି ଏବଂ ନିଜ ସ୍ୱାମୀ ଙ୍କ ବହୁତ ଯତ୍ନ ନିଅନ୍ତି। କିନ୍ତୁ ଏହି ଝିଅ ମାନଙ୍କ କିଛି ଖରାପ ଗୁଣ ଯୋଗୁଁ ସମ୍ପର୍କରେ ବାଧା ସୃଷ୍ଟି ହୋଇଥାଏ। ଏହି ଝିଅ ମାନେ ପ୍ରାୟତଃ ନିଜ ଜୀବନ ସାଥି ଙ୍କୁ ଅବିଶ୍ଵାସ କରିଥାନ୍ତି।ସେମାନେ ଚାହାନ୍ତି ଯେ ତାଙ୍କ ଜୀବନ ସାଥି ତାଙ୍କୁ ନିଜର ସବୁ ସମୟ କେବଳ ତାଙ୍କୁ ହିଁ ଦେଉ।

ଏହା ଛଡା ଆଉ କିଛି ବି ନ କରୁ ଏବଂ ଏମାନେ ଚାହାନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ସମସ୍ତ ଛୋଟ ଛୋଟ କଥାରେ ଅନୁମତି ମାଗୁ ଯାହା କଦାପି ହୋଇନଥାଏ ଏବଂ ଯାହା ଫଳରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ। ଏମାନେ ଚାହାନ୍ତି ତାଙ୍କ ଜୀବନ ସାଥି ତାଙ୍କୁ ସବୁ ଖୁସି ପ୍ରଦାନ କରୁ।ଏମାନେ ବିନା କାରଣ ରେ ନିଜ ଜୀବନ ସାଥୀ ଙ୍କ ସହ ଝଗଡା କରିଥାନ୍ତି।ତେଣୁ ଏମାନଙ୍କ ସମ୍ପର୍କର ଡୋର ବହୁତ ଶୀଘ୍ର ଭାଙ୍ଗି ଯାଇ ଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button