ଦେଶ ବିଦେଶ

Interesting Gk Questions- ତାହା କଣ, ଯାହା ଗୋଟିଏ ନଦୀର ନାମ, ଗୋଟିଏ ଫୁଲର ନାମ, ଗୋଟିଏ ଫିଲ୍ମ ର ନାମ ଓ ଗୋଟିଏ ଝିଅର ନାମ ଅଟେ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ଆମ ଜୀବନରେ ବହୁତ ଆବଶ୍ୟକ ହୋଇଥାଏ।ନିଜ ଆଖପାଖ,ରାଜ୍ୟ,ଦେଶ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ ଖବର ଜାଣିବା ବହୁତ ଆବଶ୍ୟକ ହୋଇଥାଏ।ଏହା ବହୁତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ରେ ପଚାରାଯାଇଥାଏ।ବିଭିନ୍ନ ଚାକିରୀ କ୍ଷେତ୍ରରେ ମଧ୍ୟ ସାଧାରଣ ଜ୍ଞାନ ମୁଖ୍ୟ ହୋଇଥାଏ।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆପଣ ନିଜ ଦେଶ ଓ ବିଦେଶର ସମସ୍ତ ବିଷୟ ସମ୍ପର୍କରେ ଅବଗତ ହୋଇପାରିବେ।ଆଜି ଆମେ ଆପଣଙ୍କୁ ସେହିଭଳି କିଛି ମଜାଳିଆ ସାଧାରଣ ଜ୍ଞାନ ର ପ୍ରଶ୍ନ ସହିତ ଉତ୍ତର ଜଣେଇବୁ ଯାହା ଭବିଷ୍ୟତ ରେ ଆପଣଙ୍କର ବହୁତ କାମରେ ଆସିବ।ତେବେ ଆସନ୍ତୁ ବନ୍ଧୁଗଣ ଏପରି କିଛି ପ୍ରଶ୍ନ ଉତ୍ତର ସମ୍ପର୍କରେ ଆଲୋଚନା କରିବା।

୧.ଟଙ୍କା କୁ ଦୁଇ ଗୁଣ କରିବାର ସବୁଠାରୁ ଭଲ ଉପାୟ ଟି କଣ?
ଉତ୍ତର-ଟଙ୍କା କୁ ଆଇନା ସମ୍ମୁଖରେ ରଖିଦେବା।

୨.ଜାପାନ ର ଲୋକ ମାନେ କଦଳୀ ଖାଇବା ପରେ ତାହାର ଚୋପା କୁ କଣ କରିଥାନ୍ତି?
ଉତ୍ତର-ଫୋପାଡ଼ି ଦେଇଥାନ୍ତି।

୩.କେଉଁ ଦେଶ ରେ ଇଣ୍ଟରନେଟର ସୁବିଧା ସମ୍ପୂର୍ଣ୍ଣ ମାଗଣା ରେ ଦିଆ ଯାଇଥାଏ।
ଉତ୍ତର-ଡେନମାର୍କ ଦେଶ ରେ ।

୪.ତାହା କେଉଁ ଜିନିଷ ଅଟେ ଯାହା ଚାରି ଟି ଆଙ୍ଗୁଠି ଓ ଗୋଟିଏ ଟିପ ରେ ବଂଚିଥାଏ?
ଉତ୍ତର-ଦସ୍ତାନ।

୫.ଏମିତି କେଉଁ ଜିନିଷ ଅଛି ଯାହା ଉପରକୁ ତ ଯାଇଥାଏ କିନ୍ତୁ ତଳକୁ ଆସି ନ ଥାଏ?
ଉତ୍ତର-ବୟସ।

୬.ଏମିତି କେଉଁ ଜିନିଷ ଅଛି ଯାହା ସବୁବେଳେ ଦୌଡ଼ି ଥାଏ କେବେ ମଧ୍ୟ ଚାଲି ନ ଥାଏ?
ଉତ୍ତର-ଇଞ୍ଜିନ।

୭.ଏପରି କେଉଁ ଜିନିଷ ଅଛି ଯାହାକୁ ଆପଣ କେବଳ ଅନ୍ଧାର ରେ ହିଁ ଦେଖିପାରିବେ?
ଉତ୍ତର-ଅନ୍ଧାର।

୮.ତାହା କେଉଁ କଲି ହୋଇଥାଏ ଯାହା ପତ୍ର ମଧ୍ୟରେ ଏପରି ଲୁଚି ଯାଇଥାଏ କି ଦେଖା ଯାଏ ନାହିଁ?
ଉତ୍ତର-ଛିପକଲି।

୯.ତାହା କଣ ଅଟେ ଯେଉଁଥିରେ ବହୁତ ହୃଦୟ ଥାଏ କିନ୍ତୁ ଅନ୍ୟ କୌଣସି ରଙ୍ଗ ନ ଥାଏ?
ଉତ୍ତର-ତାସ ର କାର୍ଡ

୧୦.ଛେଳି ଛୁଆ କୁ କଣ କୁହାଯାଇଥାଏ?
ଉତ୍ତର-ମେମନା।

୧୧.ଏମିତି କେଉଁ ଜିନିଷ ଅଛି ଯାହା ଯେତେ ବି ଚାଲିଲେ ଥକି ନ ଥାଏ?
ଉତ୍ତର-ଜିଭ।

୧୨.ପାକିସ୍ତାନ ର ନାମ ପାକିସ୍ତାନ କିଏ ରଖିଥିଲେ?
ଉତ୍ତର-ରେହମତ ଅଲ୍ଲୀ।

୧୩.କେଉଁ ଫଳ କୁ ଖାଇବା ଦ୍ୱାରା ଉଚ୍ଚତା ବଢିଥାଏ?
ଉତ୍ତର-ସିଟ୍ରେସ ଫଳ।

୧୪.ଏପରି କେଉଁ ଜାଗା ଅଛି ଯେଉଁଠାରେ ଜଣେ ହେଲେ ବି କୃଷକ ନାହାନ୍ତି?
ଉତ୍ତର-ଭାଟିକାନ ସିଟି।

୧୫.ନିଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ର ରେ ପ୍ରଥମେ ନିଜର କେଉଁ ପାଦ ରଖିଥିଲେ?
ଉତ୍ତର-ବାମ ପାଦ।

୧୭.କେଉଁ ଦେଶ ରେ ଦୁନିଆ ର ସବୁଠାରୁ ଚଉଡା ସଡ଼କ ଅଛି?
ଉତ୍ତର-ବ୍ରାଜିଲ।

୧୮.କେଉଁ ଦେଶ ରେ ସବୁଠାରୁ ଅଧିକ ମେଣ୍ଢା ଦେଖିବାକୁ ମିଳିଥାନ୍ତି?
ଉତ୍ତର-ଅଷ୍ଟ୍ରେଲିଆ।

୧୯.ଦୁନିଆ ରେ ସବୁଠାରୁ ପୁରୁଣା ପତାକା କେଉଁ ଦେଶ ର ଅଟେ?
ଉତ୍ତର-ଡେନମାର୍କ ର।

୨୦.ସାପ ସିଡ଼ି ଖେଳ ର ଆବିଷ୍କାର କେଉଁଠି ଓ କିଏ କରିଥିଲେ?
ଉତ୍ତର- ଭାରତରେ ରେ ଓ କବି ସନ୍ଥ ଜ୍ଞାନଦେବ।

୨୧.ଭାରତ ରେ କେଉଁ ଧର୍ମ ର ଜନ୍ମ ହୋଇଛି?
ଉତ୍ତର-ହିନ୍ଦୁ , ବୌଦ୍ଧ , ଜୈନ ଏବଂ ଶିଖ।

୨୨.କେଉଁ ଦେଶ ରେ ସବୁଠାରୁ ଅଧିକ ମସଜିଦ ଅଛି?
ଉତ୍ତର-ଭାରତରେ।

୨୩.ଶିଖ ଧର୍ମ ର ଜନ୍ମ ଭାରତ ର କେଉଁଠାରେ ହୋଇଥିଲା?
ଉତ୍ତର-ଅମୃତସର ରେ।

୨୪.କେଉଁ ଦେଶ ର ମହିଳା ମାନେ ସବୁଠାରୁ ଅଧିକ ଲୁଙ୍ଗି ପିନ୍ଧିଥାନ୍ତି?
ଉତ୍ତର-ମିଆଁମାର।

୨୫.ତାହା କଣ ଯାହା ଏକ ନଦୀ ର ନାମ ଏବଂ ଫୁଲ ର ନାମ, ଏକ ଫିଲ୍ମ ର ନାମ ଓ ଏକ ଅଭିନେତ୍ରୀ ର ନାମ ନାମ ଅଟେ?
ଉତ୍ତର-ମନ୍ଦାକିନୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button