ନୀତି

କଥା କଥାରେ କାନ୍ଦୁଥିବା ଝିଅମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ- Chanakya Niti

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏପରି ଝିଅ ମାନଙ୍କୁ ଦେଖିଥିବେ ଯେଉଁ ମାନେ କୌଣସି ଛୋଟ ଛୋଟ କଥା ପାଇଁ ଦୁଃଖ କରିଥାନ୍ତି ବା କାନ୍ଦିବାକୁ ଲାଗିଥାନ୍ତି । ହେଲେ ବନ୍ଧୁଗଣ ବହୁତ ଲୋକ ତାଙ୍କର ଏହି ଗୁଣ ପାଇଁ ଝିଅ ମାନଙ୍କୁ ଦୁର୍ବଳ ଭାବି ଥାନ୍ତି ଓ ତାଙ୍କର ପରିହାସ ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ମହିଳା ମାନଙ୍କର ଏପରି କିଛି ବିଶେଷତ୍ଵ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିବା ପରେ ଆପଣ ମାନେ କେବେ ଏହି ମହିଳା ମାନଙ୍କ ଉପରେ ହସିବେ ନାହିଁ ଏବଂ ଆପଣ ଏହି ମହିଳା ମାନଙ୍କର ସମ୍ମାନ କରିବାକୁ ଲାଗିବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ମାନଙ୍କ ବିଷୟରେ । ବନ୍ଧୁଗଣ କୌଣସି ଛୋଟ କଥା ପାଇଁ କାନ୍ଦୁଥିବା ମହିଳା ମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଏମାନେ ଅନ୍ୟ କାହାର କଷ୍ଟ ଦେଖିପାରନ୍ତି ନାହିଁ ।

ଏହି ମହିଳା ମାନେ ଅଧିକାଂଶ ସମୟ ନିଜ ଭାବନାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଯେଉଁଥି ପାଇଁ ସେ କାନ୍ଦିବାକୁ ଲାଗିଥାନ୍ତି । ବନ୍ଧୁଗଣ ଏହି ମହିଳା ମାନେ ଯାହାକୁ ଭଲ ପାଇଥାନ୍ତି ତାହା ପାଇଁ ସବୁକିଛି କରିଥାନ୍ତି । ଏହି ମହିଳା ମାନେ ନିଜ ପାର୍ଟନରକୁ ହୃଦୟରୁ ଭଲ ଲାଇଥାନ୍ତି ଓ ଏମାନେ କେବେହେଲେ ନିଜ ପାର୍ଟନରକୁ ଧୋକା ଦେଇନଥାନ୍ତି ।

କଥା କଥାରେ କାନ୍ଦିବାକୁ ଲାଗୁଥିବା ମହିଳା ମାନେ ଅନ୍ୟ ମାନଙ୍କ ଭାବନା ଓ କଷ୍ଟକୁ ଭଲ ଭାବରେ ଜାଣିପାରନ୍ତି । ଏହି ଝିଅ ମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନେ କାହା ମନକୁ କଷ୍ଟ ଦିଅନ୍ତି ନାହିଁ ଏବଂ କାହାର କ୍ଷତି କରିବା ବିଷୟରେ ଚିନ୍ତା ମଧ୍ୟ କରିନଥାନ୍ତି । ଏମାନେ କେବେହେଲେ କାହାକୁ ସାହାର୍ଯ୍ୟ ମାଗିନଥାନ୍ତି । କାରଣ ଏମାନଙ୍କୁ ସାହାର୍ଯ୍ୟ ମାଗିବାରେ ଖରାପ ଲାଗିଥାଏ । ସେଥିପାଇଁ ଏମାନଙ୍କୁ ଏକୁଟିଆ ପଣର ଦୁଃଖ ଅନୁଭବ ହୋଇଥାଏ ଯାହାଫଳରେ ଏମାନଙ୍କ ଆଖିରୁ ଲୁହ ଝରିପଡେ ।

ଯେଉଁ ମହିଳା ମାନେ କଥା କଥାରେ କାନ୍ଦିଥାନ୍ତି ସେମାନେ ଅନ୍ୟ ମହିଳାଙ୍କ ଅପେକ୍ଷା ବହୁତ ମଝବୁତ ହୋଇଥାନ୍ତି । ଏମାନେ ସାମସ୍ତା ପ୍ରକାରର ସମସ୍ଯାର ସମ୍ମୁଖୀନ କରିବା ପାଇଁ ପ୍ରସ୍ତୁତ ଥାନ୍ତି । ଏହି ଝିଅ ମାନେ କୌଣସି ଲୋକ ପଛରେ ଖରାପ କଥା କହିନଥାନ୍ତି । ଏମାନେ ନିଜର ସମସ୍ତ କଥା ବିଷୟରେ ଲୋକମାନଙ୍କୁ ସାମ୍ନାରେ ଛିଡା ହୋଇ କହିଥାନ୍ତି ।

ଏହି ଝିଅ ମାନେ ନିଜ କଷ୍ଟରେ ସଫଳତା ହାସଲ କରିବା ପାଇଁ ଇଛା କରିଥାନ୍ତି । ଏହି ଝିଅ ମାନେ ବହୁତ ସୁନ୍ଦର ହେବା ସହ ବହୁତ ଗୁଣବାନ ମଧ୍ୟ ଅଟନ୍ତି । ଏମାନେ ନିଜ ପରିବାର ଲୋକଙ୍କର ସମସ୍ତ କଥାକୁ ମାନି ଚଳିଥାନ୍ତି ଓ ପରିବାର ଲୋକଙ୍କ ବିରୋଧରେ କୌଣସି କାମ କରିନଥାନ୍ତି । ଯଦି ବନ୍ଧୁଗଣ ଆପଣଙ୍କ ପତ୍ନୀ ଏହି ପରି ସ୍ଵଭାବର ଅଟନ୍ତି ତା ହେଲେ ଆପଣ ନିଜ ପତ୍ନୀଙ୍କୁ ସମସ୍ତ ଖୁସି ଦିଅନ୍ତୁ ଓ କେବେହେଲେ ତାଙ୍କୁ କଷ୍ଟ ଦିଅନ୍ତୁ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button