ସ୍ୱାସ୍ଥ୍ୟ

ଶୁଣନ୍ତୁ ଏହି ବ୍ୟକ୍ତି ଜଣକ କଣ କହୁଛନ୍ତି, “ଭ୍ୟାକ୍ସିନ ର ଦ୍ଵିତୀୟ ଡୋଜ ନେବା ପରେ ଚୁମ୍ବକ ପାଲଟି ଯାଇଛି ଏହି ବ୍ୟକ୍ତି ଙ୍କ ଶରୀର, ଥରେ ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶ ରେ କରୋନା ସଂକ୍ରମଣ ଯେଉପରି ଭାବରେ ବଢି ଚାଲିଛି ତାକୁ ନେଇ ସମ୍ପୂର୍ଣ୍ଣ ଦେଶ ବହୁତ ଚିନ୍ତିତ ଅଛନ୍ତି । କରୋନା ସଂକ୍ରମଣ କୁ ରୋକିବା ପାଇଁ ବର୍ତ୍ତମାନ ଦେଶ ରେ ଟୀକା କରଣ ଅଭିଯାନ କୁ ଆହୁରି ତୀବ୍ରତର କରାଯାଇଛି ।

ପୂର୍ବରୁ କେବଳ ବୃଦ୍ଧ ଲୋକଙ୍କୁ ଟୀକା ଦିଆ ଯାଉଥିବା ବେଳେ ବର୍ତ୍ତମାନ ଯୁବକ ମାନଙ୍କୁ ମଧ୍ୟ ଟୀକା କରଣ କରାଯାଉଛି । କିନ୍ତୁ ଏହି ଟୀକା ଦ୍ଵାରା ଶରୀର ଉପରେ କୁପ୍ରଭାଵ ପଡୁଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଏପରି ଏକ ଖବର ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି କରୋନା ଟୀକା ନେବା ପରେ ଶରୀର ଚୁମ୍ବକ ପାଲଟି ଯାଉଛି । ଘଟଣା ଟି ବହୁତ ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଏପରି ଏକ ଦାବି କରିଛନ୍ତି ଜଣେ ବୃଦ୍ଧ ଲୋକ । ମହାରାଷ୍ଟ୍ର ର ଜଣେ ବୃଦ୍ଧ ଏହା ଦାବି କରିଛନ୍ତି ଯେ କରୋନା ର ଦ୍ଵିତୀୟ ଡୋଜ ନେବା ପରେ ତାଙ୍କ ଶରୀର ରେ ଏକ ଚୁମ୍ବକୀୟ ଶକ୍ତି ଜନ୍ମ ନେଇଛି ।

ତାଙ୍କ କହିବା ଅନୁଯାୟୀ ସେ ଯେବେ ଠାରୁ କରୋନା ର ଦ୍ଵିତୀୟ ଡୋଜ ନେଇଛନ୍ତି ସେବେଠାରୁ ତାଙ୍କ ଶରୀର ରେ ସମସ୍ତ ଲୁହା ଜିନିଷ ଓ ଷ୍ଟିଲ ବାସନ ଇତ୍ୟାଦି ଲାଗି ରହୁଛି । ସୋସିଆଲ ମିଡ଼ିଆ ରେ ତାଙ୍କର ଯେଉଁ ଭିଡିଓ ଟି ଭାଇରାଲ ହେଉଛି ସେଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ତାଙ୍କ ଶରୀର ରେ ଷ୍ଟିଲ ର ବାସନ ଲାଗି ରହୁଛି ।

ତେବେ ଏହି ଘଟଣା ପଛରେ ଥିବା ସତ୍ୟତା ସମ୍ପର୍କରେ ଜାଣିବାକୁ ବର୍ତ୍ତମାନ ବିଶେଷଜ୍ଞ ମାନେ ଲାଗି ପଡିଛନ୍ତି । ନାସିକ ର ଅରବିନ୍ଦ ଜଗନ୍ନାଥ ପନ୍ନା କିଛିଦିନ ପୂର୍ବରୁ କରୋନା ଟୀକା ର ଦ୍ଵିତୀୟ ଡୋଜ ନେଇଥିଲେ । ବର୍ତ୍ତମାନ ସେ ଦାବି କରୁଛନ୍ତି ଯେ ଟୀକା ନେବା ପରେ ତାଙ୍କ ଶରୀର ରେ ଏକ ପ୍ରକାର ଚୁମ୍ବକୀୟ ଶକ୍ତି ଜାତ ହୋଇଛି । ନାସିକ ର ଶିବରାମ ଚୌକ ରେ ରହୁଥିବା ଅରବିନ୍ଦ ନିଜ ଦାବି କୁ ସତ୍ୟ ପ୍ରମାଣିତ କରିବା ପାଇଁ ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡ଼ିଆ ରେ ମଧ୍ୟ ପୋଷ୍ଟ କରିଛନ୍ତି ।

ଏହି ଭିଡିଓ ଟି ବହୁତ ଭାଇରାଲ ମଧ୍ୟ ହୋଇଛି । ଭିଡିଓ ଟି ରେ ଦେଖାଯାଇଛି ଯେ ତାଙ୍କ ଶରୀର ରେ ଛୋଟ ଚାମଚ ମୁଦ୍ରା ଭଳି ଷ୍ଟିଲ ଜିନିଷ ଗୁଡିକ ତାଙ୍କ ଦେହରେ ଲାଗି ରହିଛି । ଡାକ୍ତର ମାନଙ୍କ ପାଇଁ ଏହା ଗୋଟିଏ ରହସ୍ୟମୟ ବିଷୟ ପାଲଟିଛି ।  ଏହା ପଛରେ ରହସ୍ୟ କଣ ରହିଛି ଡାକ୍ତର ମାନେ ବର୍ତ୍ତମାନ ଜାଣିବା ପାଇଁ ଚେଷ୍ଟା ଚଲେଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button