ଜୀବନଶୈଳୀ

“ନିର୍ବନ୍ଧ ସରୁ ସରୁ ସେ ମୋ ଇଜ୍ଜତ ସହ ଖେଳିଲା ଏବେ କହୁଛି 10 ହଜାର ନେଇ ପଳା.. !” ଝିଅଟି ଯାହା କହୁଛି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ ଜଣେ ଯୁବକ ଙ୍କ ସହିତ ତାଙ୍କର ବିବାହ ଠିକ ହୋଇଥିଲା । ତେବେ ତାଙ୍କ ମା’ ଥିବା ଅବସ୍ଥାରେ ସେ ଆସି ନିର୍ବନ୍ଧ ସାରିଥିଲେ ଏବଂ ରାଜିଥିଲେ ବିବାହ ନିମନ୍ତେ । ବର୍ତ୍ତମାନ ସେ ଏକାଠି ସମ୍ପର୍କ ରେ ରହିବା ପରେ ଯୁବକ ଜଣଙ୍କ କହିଛନ୍ତି ଯେ ମୁଁ ତତେ ରଖିବିନି ତଥା ବିବାହ ମଧ୍ୟ କରିବି ନାହିଁ । ଯୁବତୀ ଙ୍କୁ ୧୦ ଦେଇ ଯିବାପାଇଁ ଧମକ ଦେଉଛନ୍ତି ।

ଯଦି ସେ ଯିବେନି ତାଙ୍କୁ ଜୀବନରୁ ମାରିବେ ବୋଲି ଧମକ ଦେଇଛନ୍ତି । ଯୁବତୀ ଜଣଙ୍କ ଅଭିଯୋଗ କରି କହିଛନ୍ତି ଯେ ଯୁବକ ଜଣକ ତାଙ୍କର ଇଜ୍ଜତ ଲୁଟିଛନ୍ତି ଏବଂ ଇଜ୍ଜତ ସହିତ ଖେଳିଛନ୍ତି । ଏହାପରେ ଯୁବତୀ ଜଣଙ୍କ ଯୁବାକୁ ଏହି କଥା କହିବାରୁ ସେ ତାଙ୍କୁ କହିଛନ୍ତି ଯେ ମୁଁ ତତେ ସେତିକି ଦେବୀ ତୁ ଜା ।

ମାତ୍ର ଝିଅ ଟି କହିଛନ୍ତି ସେ ଯୁବକ ତାଙ୍କ ଇଜ୍ଜତ ଲୁଟିଛି ତଥା ଇଜ୍ଜତ ସହିତ ଖେଳିଛନ୍ତି ଏବଂ ସେହି ୧୦ ହଜାର ସହିତ ତାଙ୍କର କିଛି ଯାଏ ଆସେ ନାହିଁ । ଯୁବକ ଜଣକ ତାଙ୍କୁ ଆଣି ରଖିବି ନାହିଁ ବୋଲି ଧମକ ଦେଉଛନ୍ତି ଯେତେବେଳେ ସେ ତାଙ୍କୁ ନିଶ୍ଚିତ ଭାବରେ ମାରିଦେଇପାରନ୍ତି

ସେ ଆଦୌ ରହିବେ ନାହିଁ ମାତ୍ର ଯୁବତୀ ଜଣକ କହିଛନ୍ତି ଯେ ମୁଁ ଆଇନ ସମ୍ବନ୍ଧରେ ବିଶେଷ କିଛି ଜାଣିନାହିଁ ବୋଲି ମହିଳା କମିଶନର ପାଖକୁ ଯାଇନାହିଁ କିନ୍ତୁ ନିଶ୍ଚିତ ଭାବରେ ଜିବି ଏବଂ ଯୁବକ ଙ୍କୁ ଉଚିତ ଦଣ୍ଡ ନିମନ୍ତେ ସେ ଦାବୀ କରିଛନ୍ତି । ତେବେ ଦେଖିବାକୁ ଗଲେ ଏହିଭଳି ଘଟଣା ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି ।

କେତେବେଳେ ପୁଅ ଟି ପ୍ରତାରଣା ପାଇ ନିଜ ଜୀବନ ହାରିଲାଣି ତ ଆଉ କେତେବେଳେ ଝିଅଟି ଧୋକା ପାଇ ରାଜରାସ୍ତା କୁ ଓହ୍ଲାଇ ବାକୁ ତିଳେ ମାତ୍ର ବିଳମ୍ବ କରୁ ନାହାଁନ୍ତି । କିନ୍ତୁ ଏଭଳି କରିବା କେତେ ଦୂରେ ସଠିକ ? ଆଜିଭଳି ଦିନରେ ପ୍ରେମର ପରିଭାଷା ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି । ସମାଜ ନଷ୍ଟ ହେବାକୁ ଆଉ କିଛି ବାକି ନାହିଁ ତାହା ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button