କ୍ରାଇମ

ସ୍ତ୍ରୀ ଲୁଚାଣିଆ ପ୍ରେମ କରି ତଡା ଖାଇଲା, ଆଉ ପର ଗାଁରେ ସ୍ୱାମୀ ଆଉ ଶ୍ୱଶୁର ସହ ଯାହା କଲା ଶୁଣିଲେ ଚମକି ପଡିବେ ଆପଣ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସ୍ଵାମୀ ଆଉ ଶ୍ଵଶୁର ତାଙ୍କୁ ବହୁତ ନିର୍ଯାତନା ଦେଇଛନ୍ତି ତାଙ୍କୁ ବହୁତ କଷ୍ଟ ଦେଇଛନ୍ତି ଆଉ ଶେଷରେ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଆଉ ଏହି ମହିଳା ଜଣଙ୍କ ଯାଇ ତାଙ୍କ ବାପ ଘରେ ରହୁଛନ୍ତି । ତାଙ୍କ ସ୍ଵାମୀ କହିଛନ୍ତି ଯେ ଆମ ଭିତରେ ବିସୃଙ୍ଖଳା ଦୀର୍ଘ ୮/୯ ମାସ ହେବ ଚାଲିଲାଣି । ଏହି ଝିଅ ଜାଣିଶୁଣି ଯାଇ ତାଙ୍କ ଫ୍ୟାମିଲି ରେ ଆଶ୍ରୟ ନେଇଛନ୍ତି ।

ଏହା ମଧ୍ୟରେ ସେ ହାଇକୋର୍ଟର ମଧ୍ୟ ଦ୍ଵାରସ୍ଥ ହୋଇଛି । ଡିଭୋର୍ସ ମଧ୍ୟ ଫାଇଲ କରାଯାଇଛି । କାରଣ ପୁରୁଷ ବନ୍ଧୁ ସହିତ ତାଙ୍କ ସ୍ତ୍ରୀ ମିଶି ତାଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଚକ୍ରାନ୍ତ କରିଲେଣି । ଏହାପରେ ସ୍ଵାମୀ ଜଣଙ୍କ କହିଛନ୍ତି ଯେ ଆମେ ବହୁତ ଅସୁବିଧାରେ ଚଳୁଛୁ । ମୁଁ ଜଣେ ସମ୍ପର୍କୀୟ ଙ୍କ ଘରକୁ ଯାଇଥିଲି ଖାଇବାକୁ । ରାସ୍ତା ଉପରେ ସ୍ତ୍ରୀ ମୋ ବାପା ଏବଂ ମତେ ମାରି ମୋର ମାନସନ୍ନମାନ ହାନି ବସାଇଛନ୍ତି ।

ଥାନାରେ ଅଭିଯୋଗ ହୋଇଛି ମାତ୍ର ଥାନାବାଲା କିଛି କରିପାରିଲେ ନାହିଁ । ତେବେ ଏହା ଶୁଣିବା ପରେ କିଏ ସତ କହୁଛି କିଏ ମିଛ ? ତାହା ଆଦୌ ବୁଝି ହେଉନାହିଁ । ସଭା ମଝିରେ ଯେଉଁ ମହିଳା ଜଣଙ୍କ ସ୍ଵାମୀ ଆଉ ଶଶୁର ଙ୍କ ନାମରେ ଅଭିଯୋଗ ଆଣୁଥିଲେ, ସେହି ମହିଳା ମଥାରେ ସିନ୍ଦୁର ହାତରେ ଶଙ୍ଖା ମଧ୍ୟ ଅଛି ଅର୍ଥାତ ମହିଳା ଜଣଙ୍କ ବିବାହିତ କିନ୍ତୁ ବାହୁ ରେ ସ୍ଵାମୀ ନାହାଁନ୍ତି ଆଉ ଏକ ପୁରୁଷ ଅଛନ୍ତି । ଅର୍ଥାତ ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ମହିଳା ଜଣଙ୍କର ପରକୀୟା ପ୍ରୀତି ରହିଅଛି ।

ଯାହାକୁ ସହିପାରିଲାନି ସ୍ଵାମୀଏବଂ ସମୟ ସୁବିଧା ଦେଖି ରାଗ ସୁଝାଇଦେଲା ସ୍ତ୍ରୀ । ତାଙ୍କ ସ୍ତ୍ରୀ ତାଙ୍କ ଅନୁପସ୍ଥିତ ରେ ଆଉ କାହା ସହିତ ଫୋନରେ ଚାଟିଙ୍ଗ କରୁଥିଲେ । ଏହାପରେ ସ୍ଵାମୀ ପୁନମ ତାଙ୍କ ବାପା କୁ ସବୁ ସତ କଥା କହିଲେ । ଏହାପରେ ବାପା ବୋହୁ ଙ୍କୁ ବୁଝାଇ ଏହି ରାସ୍ତାରୁ ଫେରି ଆସିବା ନିମନ୍ତେ ବୁଝାଇଲେ । ମାତ୍ର ବୋହୂ ଫେରିଲେ ନାହିଁ ।

ଏହାପରେ ମହିଳା ଙ୍କ କଥା କୁ ଶୁଣି ଗାଁ ଲୋକେ ପୁନମ ତାଙ୍କ ବାପା ଙ୍କୁ ଭୁଲ ବୁଝି ଉଠବସ ହେବାକୁ କହିଲେ । ମାତ୍ର ବର୍ତ୍ତମାନ ପୁନମ ଏହି ଫଟୋ ଏବଂ ଚାଟ ସମସ୍ତଙ୍କ ସାମ୍ନାରେ ଦେଖାଇଛନ୍ତି ଏବଂ କହିଛନ୍ତି ଯେ ଏହାକୁ ଦେଖିଲା ପରେ ଭୁଲ କାହାର କୁହନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button