ଦେଶ ବିଦେଶ

ଷଣ୍ଢକୁ ବାଡେଇବା ବିଚରା ଅଟୋବାଲା ପାଇଁ ପଡିଗଲା ମହଙ୍ଗା ! ଷଣ୍ଢ ମାନେ ମିଶି ଅଟୋବାଲାର ଯାହା ଅବସ୍ଥା କଲେ ନା…ଦେଖନ୍ତୁ Video

ବନ୍ଧୁଗଣ, ଯଦି ଆପଣ ମାନେ ଯଦି ଜୀବଜନ୍ତୁ ତଥା ପଶୁପକ୍ଷୀ ମାନଙ୍କୁ କମ ବୁଦ୍ଧିର ବୋଲି ଭାବୁଛନ୍ତି ତେବେ ଆପଣ ବହୁତ ବଡ ଭୁଲ କରୁଛନ୍ତି କାରଣ ଆଜି ଆମ୍ଭେ ଆପଣଙ୍କୁ ପଶୁ ମାନଙ୍କର ଏହିଭଳି କିଛି ବିଶେଷ କାରନାମା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣଙ୍କ ଆଖି ବିଶ୍ଵାସ କରି ପାରିବ ନାହିଁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।୧;- ଗୋଟିଏ ସିଂହ ସାମ୍ନାରେ କୁକୁର କିଛି ନୁହେଁ । ପ୍ରତ୍ୟକ ଲୋକ ସିଂହର ଆକାର ତଥା ଶବ୍ଦ ଶୁଣି ଜାଣିଥିବେ । ମାତ୍ର ଏଠାରେ କିଛି ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଗୋଟିଏ କୁକୁର ଦୁର୍ଭାଗ୍ୟ ବଶତ ଗୋଟିଏ ଚିଡିଆ ଖାନାରେ ସିଂହ ପାଖକୁ ଆସିଥିଲା । ଏହାକୁ ଦେଖି ସମସ୍ତେ ଚିନ୍ତା କରିଥିଲେ ଯେ କୁକୁର ଆଜି ଖଲାସ ହୋଇଯିବ । ମାତ୍ର ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ ଯେ ସିଂହ କୁକୁର ପାଖକୁ ଆସିଲା ଏବଂ ତା’ ସହିତ ହ୍ୟାଣ୍ଡସେକ କରିଲା ।

୨;- ଆଉ ଏକ ଦୃଶ୍ୟରେ ଦେଖିବାକୁ ମିଳିଥିଲା ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଏହାକୁ ଦେଖି ଉଭୟ ପ୍ଲେୟର ଏବଂ ଦର୍ଶକ କିଛି ନ କରି ଗୁଣ୍ଡୁଚି ମୂଷା କୁ ଲାଇନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅପେକ୍ଷା କରି ରହିଥିଲେ । ଏବଂ ଯେତେବେଳେ ଗୁଣ୍ଡୁଚି ମୂଷା ଲାଇନ ପାଖରେ ପହଞ୍ଚିଗଲା ସେତେବେଳେ ସମସ୍ତେ ଖୁସିରେ ନାଚି ଉଠିଲେ ।

୩;- ତେବେ ସାଧାରଣତଃ ଦୁଇଟି ବିଶାଳ ଷଣ୍ଢର ଲଢେଇ ଦେଖିବା ପାଇଁ ମଜା ଲାଗିଥାଏ । ମାତ୍ର ଏହି ଲଢେଇ କେବେ କେବେ ଏତେ ଭୟାନକ ପାଲଟି ଯାଏ ଯେ ତାହା ମଣିଷ ଏବଂ ତାହାର ଜିନିଷର ମଧ୍ୟ କ୍ଷତି କରିଦେଇଥାଏ । ତେବେ ଦୁଇ ଷଣ୍ଢ ପରସ୍ପର ସହିତ ଲଢେଇ କରିବା ସହିତ ଗୋଟିଏ ଅଟୋର ଅବସ୍ଥା ସାଂଘାତିକ କରିଦେଲେ ।

ପରେ ଜଣା ପଡିଥିଲା ଯେ ଏହି ଅଟୋବାଲା ଷଣ୍ଢ ମାନଙ୍କୁ ଲଢେଇ କରିବା ନିମନ୍ତେ ଉଷୁକେଇ ଦେଇଥିଲା । ଯାହାର ଫଳ ତାକୁ ବହୁତ ଜଲ୍ଦି ମିଳିଗଲା । ଧଳା ଷଣ୍ଢ ଗଲା ପରେ ଯେତେବେଳେ ଅଟୋବାଲା ନିଜ ଅଟୋ କୁ ଦେଖିଲା ସେ ଚିନ୍ତାରେ ସେଠାରେ ବେହୋସ ହୋଇଗଲା ।

୪;- ସେହିଭଳି ଆଉ ଏକ ଦୃଶ୍ୟରେ ଏକ କୁକୁରର ବଲ ସୁଇମିଙ୍ଗ ପୋଲରେ ପଡିଗଲା ଏବଂ କୁକୁର କୁ ତ ପହଁରା ଜଣା ନଥିଲା ସେଥିପାଇଁ ସେ ଗୋଟିଏ ଭାଷିବା ଜିନିଷ ଆଣି ତା ଉପରେ ଛିଡା ହୋଇ ନିଜ ବଳ କୁ ପାଣିରୁ ନେଇ ଆସିଲା । ତେବେ ଗୋଟିଏ କୁକୁର ମୁଣ୍ଡ ରେ ଏହିଭଳି ବୁଦ୍ଧି ଆପଣ କେବେ ସ୍ଵପ୍ନ ରେ ମଧ୍ୟ ଭାବିନଥିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button