କ୍ରାଇମ

ଆମ ଝିଅ ଉପରେ ତା’ ଦିଅରର ଖରାପ ନଜର ଥିଲା, ସ୍ଵାମୀ ସ୍ତ୍ରୀ ମିଶିଲା ବେଳେ ତା’ର ମନ ହୁଏ ସେଥିପାଇଁ ସେ ମୋ ଝିଅ ସହ…’ ସୁନିତାଙ୍କ ମୃତ୍ୟୁ ପରେ ମା’ଙ୍କ ବଡ ଖୁଲାସା

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ ତାଙ୍କ ଝିଅ କୁ ଶାଶୁ ଘର ଲୋକେ ମାରିଦେଇଛନ୍ତି । ତେବେ ସେ କଣ କହିଛନ୍ତି ଏହି ବାବଦରେ ଆସନ୍ତୁ ସମ୍ପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଝିଅ ର ଜଣେ ସମ୍ପର୍କୀୟ କହିଛନ୍ତି ଯେ ଆମ୍ଭ ଝିଅ କୁ ମାରିଦେଇ ତାକୁ ନେଇ ମେଡିକାଲରେ ନେଇ ପକାଇଲେ । ମାତ୍ର ଯଦି ସେଭଳି କିଛି ହୋଇ ନଥାନ୍ତା ତେବେ ଆମ୍ଭେ ସମସ୍ତେ ଭୁବନେଶ୍ଵରରେ ରହିଥିଲୁ ତେବେ ସେ କାହିଁକି ଏଭଳି କରିଲେ ?

ଆମକୁ ନ ଜଣାଇ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଦେଲେ । ଜ୍ଵାଇଁ ଫୋନ କରି ଝିଅଙ୍କ ଭାଇ କୁ କହିଲେ ଯିଏ କି କାନ୍ନଡ଼ାରେ ରହୁଛନ୍ତି । ସେ କହିଲେ ଯେ ତୁମ ଝିଅ ଆଉ ନାହିଁ । ଏବଂ ଝିଅଙ୍କ ଭାଇ ହିଁ ପରିବାର ଲୋକଙ୍କୁ ଫୋନ କରି କହିଥିଲେ । ଏହାପରେ ଜ୍ଵାଇଁ ଫୋନ ରିସିଭ କରିଲେ ନାହିଁ ଏବଂ ଝିଅର ଦିଅର ପାଖକୁ ଫୋନ କରିବା ପରେ ସେ କହିଲା ଯେ ଆମ୍ଭେ ୬ ନମ୍ବର ମେଡିକାଲ ରେ ଅଛୁ ।

କିନ୍ତୁ ଝିଅର ପରିବାର ଲୋକେ ସେଠାରେ ପହଞ୍ଚିଲା ବେଳକୁ ତାଙ୍କ ଦିଅର କି ପରିବାର ଲୋକେ କେହି ସେଠାରେ ନାହାଁନ୍ତି । କେବଳ ଝିଅଙ୍କ ସ୍ଵାମୀ ଜଣଙ୍କ ବସି କାନ୍ଦୁଥିଲେ ଏବଂ ପଚାରିବାରୁ କହିଲେ ଯେ ସେ କୁଆଡେ ଯାଇଥିଲେ ଦୋସା ଆଣିବାକୁ ଏବଂ ଆଣିବା ପରେ ଦେଖିଲେ ସ୍ତ୍ରୀ ଆଉ ନାହିଁ । କବାଟ କେମିତି ଖୋଲିଲ ବୋଲି ପଚାରିଲା ବେଳକୁ କହିଲେ ଭିତର ପଟରୁ କବାଟ ଦିଆ ଯାଇଥିଲା, ଯଦି ଭିତର ପଟରୁ କବାଟ ଲକ ଥିଲା ତେବେ ଖୋଲିଲେ କିଭଳି ?

ପରିବାର ସଦସ୍ୟା ଏହା ମଧ୍ୟ କହିଛନ୍ତି ଯେ ଝିଅ ବେକରେ ରସି ଲଗାଇ ନଥିଲା ତା’ର ତଣ୍ଟି ଚିପି ତାକୁ ହ-ତ୍ୟା କରିଛନ୍ତି । ଏଠାରେ ପ୍ରଶ୍ନ କରିଛନ୍ତି ଯେ ଝିଅ ଘରେ ମରିଲା ବୋଲି ଜାଣିଲେ କେମିତି ? ସ୍ଵାମୀ ପୁଣି କହିଛନ୍ତି ଯେ ଲୁଗା ଦେଇ ବେକରେ ସେ ଆ-ତ୍ମ-ହ-ତ୍ୟା କରିଛି ବୋଲି । ମାତ୍ର ଝିଅ ଘର ଲୋକଙ୍କୁ କୌଣସି କଥା କୁହେନା । ଯାହା ଟିକେ କହିଥିଲେ ଯେ ମୋ ଦିଅର ମତେ ଭଲ ପାଉନାହାଁନ୍ତି ସେ ଖରାବ ବ୍ୟବହାର ଦେଖାଉଛନ୍ତି ।

ଏଣୁ ପରିବାର ଲୋକେ ଦାବି କରିଛନ୍ତି ଯେ ଆମ୍ଭ ଝିଅ କୁ ଆମ୍ଭେ ଆଉ ଫେରି ପାଇବୁ ନାହିଁ ତା’ ସ୍ଵାମୀ ଏବଂ ଦିଅର ମିଶି ଆମ୍ଭ ଝିଅକୁ ମାରିଛନ୍ତି ଏଣୁ ତାଙ୍କୁ ଉଚିତ ଦଣ୍ଡ ଦିଆଯାଉ ତଥା ଆମ୍ଭ ଝିଅକୁ ନ୍ୟାୟ ମିଳୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button