ଓଡିଶା

Odia Jokes- ଗୋଟିଏ ଝିଅ ଅଣ୍ଡର ୱିୟର ଆଣିବାକୁ ଗୋଟିଏ ଦୋକାନକୁ ଗଲା, ଦୋକାନୀ ତାକୁ 500 ଟଙ୍କାର ଅଣ୍ଡର ୱିୟର ଦେଖେଇଲା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜି ଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ପପୁ ପ୍ରଥମ ଥର ପାଇଁ ଉଡାଜାହାଜରେ ବସିଲା…

ଯେତେବେଳେ ଉଡାଜାହାଜ ଉଡିବାକୁ ଲାଗିଲା ଏକ ସୁନ୍ଦରୀ ଏୟାର ହୋଷ୍ଟେଜ କହିଲା…

ଏୟାର ହୋଷ୍ଟେଜ- ସାର, ଆପଣ ନିଜ ବେଲ୍ଟକୁ ବାନ୍ଧି ଦିଅନ୍ତୁ ।

ପପୁ- କିନ୍ତୁ ମ୍ୟାଡମ ମୁଁ ତ ପଜାମା ପିନ୍ଧି ଆସିଛି ତା ହେଲେ ମୁଁ କଣ କରିବି …

୨. ପ୍ରେମୀ ନିଜ ପ୍ରେମିକାକୁ କହିଲା…

ପ୍ରେମୀ- ଜାଣିଛ ସଙ୍ଗୀତରେ ଏତେ ଶକ୍ତି ଅଛି ଯାହା ଦ୍ୱାରା ଥଣ୍ଡା ପାଣି ମଧ୍ୟ ଗରମ ହୋଇଯିବ

ପ୍ରେମିକା- ହଁ ନିଶ୍ଚୟ, କାହିଁକି ନୁହେଁ …!!

ଯଦି ତମ ଗୀତ ଶୁଣି ମୋର ରକ୍ତ ଗରମ ହେଇଯାଉଛି ତା ହେଲେ ପାଣି କାହିଁକି ନୁହେଁ …

୩. ମ୍ୟାଡମ ପପୁକୁ ପଚାରିଲା…

ମ୍ୟାଡମ- ପପୁ, ଯଦି ତମ ଘର ପଛପଟରୁ ଚୋର ପଶି ଆସିବ ତା ହେଲେ ତମେ ସର୍ବ ପ୍ରଥମେ କଣ କରିବ ?

ପପୁ- ଏହିଭଳି ପରିସ୍ଥିତିରେ ମୁ ୧୦୦ ନମ୍ବର ପଚାରୁ ମାନେ ୦୦୧ ନମ୍ବର ରେ କଲ କରିବି, ଯେମିତି କି ପୋଲିସ ମଧ୍ୟ ପଛପଟ ରାସ୍ତାରୁ ଆସିବ

ମ୍ୟାଡମ ବେହୋସ

୪. ଅଧା ରାତିରେ ଫୋନ ଆସିଲା ସ୍ଵାମୀ କହିଲା ଯଦି ମୋ ବିଷୟରେ ପଚାରିବ କିଏ ତା ହେଲେ କହିଦବ ମୁ ଘରେ ନାହିଁ…

ସ୍ତ୍ରୀ- ମୋ ସ୍ଵାମୀ ଘରେ ନାହାନ୍ତି କହି ଫୋନ କାଟିଦେଲା

ସ୍ଵାମୀ- ଆରେ ମୁ ପରା କହିଲି ଯଦି ସେ ମୋ ବିଷୟରେ ପଚାରିବ ତା ହେଲେ ତମେ କହିବ ଏ କଥା

ସ୍ତ୍ରୀ- ଏହା ଜରୁରୀ ନୁହଁ ଯେ ସବୁ ଫୋନ କଲ ଖାଲି ତମ ପାଇଁ ଆସିବ

୫. ସ୍ତ୍ରୀ ଉପରେ ଚିଡି ଯାଇ ସ୍ଵାମୀ ନିଜ ଜୀବନ ଦେବା ପାଇଁ ସ୍ଥିର କରିଲା

ସେ ପାଞ୍ଚତାଲା ବିଲଡିଙ୍ଗ ଉପରେ ଚଢି ଡେଇଁବାକୁ ଯାଉଥିଲା ହେଲେ ସେହି ସମୟରେ ସ୍ତ୍ରୀ ଘରୁ ଚିତ୍କାର କରି କହିଲା…

ସ୍ତ୍ରୀ- ଆରେ ଶୁଣୁଛ ମୋର କିଛି ସାଙ୍ଗ ଆସିଛନ୍ତି ଆସ ତମ ସହ ତାଙ୍କର ସାକ୍ଷାତ କରେଇବି

ବାସ ଏତିକି କଥା ଶୁଣି ସ୍ଵାମୀ ନିଜର ଜୀବନ ଦେବା ପ୍ଳାନକୁ କ୍ୟାନସେଲ କରିଲା ଓ ଖୁସି ଖୁସିରେ ଘରକୁ ଗଲା

୬. ଗୋଟିଏ ଝିଅ ଅଣ୍ଡର ୱିୟର ଆଣିବାକୁ ଗୋଟିଏ ଦୋକାନକୁ ଗଲା

ଦୋକାନୀ ତାକୁ 500 ଟଙ୍କାର ଅଣ୍ଡର ୱିୟର ଦେଖେଇଲା…

ଝିଅ କହିଲା- ଭାଇ ଡେଲି ପିନ୍ଧା ଦେଖାଅ

ପାର୍ଟି ୱିୟର ଦରକାର ନାହିଁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button