ଦେଶ ବିଦେଶ

ବହୁତ ସୁନ୍ଦର ଆଉ ହଟ ଦେଖା ଯାଆନ୍ତି ପାକିସ୍ଥାନ ର ଏହି 7 ଜଣ Actress, ଯାହାଙ୍କ ହଟନେସ ଆଗରେ ଫିକା ପଡି ଯାଆନ୍ତି ଦୀପିକା, ପ୍ରିୟଙ୍କା

ବନ୍ଧୁଗଣ ଆଜି ଆମେ ସେହି ପାକିସ୍ତାନି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବା ଯିଏ ଏବେ ବହୁତ ବଦଳି ଯାଇଛନ୍ତି ଏବଂ ବହୁତ ସୁନ୍ଦର ମଧ୍ୟ ହୋଇ ଯାଇଛନ୍ତି। ତେବେ ଚାଲନ୍ତୁ ଜାଣି ନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ।

୧- ପ୍ରଥମ ଅଭିନେତ୍ରୀ ହେଲେ ସବା କମର। ପାକିସ୍ତାନ ର ସବୁଠୁ ବଡ଼ ସମ୍ମାନ ରେ ସମ୍ମାନିତ ହୋଇ ସାରି ଛନ୍ତି। ତାଙ୍କ ଲୁକ ବିଷୟରେ ଆଲୋଚନା କରିଲେ ତ ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ସେ ୱେଷ୍ଟର୍ନ ପୋଷାକ ହେଉ କିମ୍ବା ଟ୍ରାଡିସ୍ନାଲ ପୋଷାକ ସେ ସବୁଥିରେ ବହୁତ ସୁନ୍ଦର ଦେଖା ଯାଆନ୍ତି।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ସନା ଜାଭେଦ। ସନା ପାକିସ୍ତାନ ର ବହୁତ ଲୋକ ପ୍ରିୟ ଅଭିନେତ୍ରୀ। ସେ ଅନେକ ଧାରବାହିକ ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି। କିନ୍ତୁ ଏବେ ସେ ନିଜର ଷ୍ଟାଇଲ କୁ ନେଇ ବହୁତ ଚର୍ଚ୍ଚିତ ରହୁଛନ୍ତି। ସେ ନିଜର ପିନ୍ଧିବା ଢଂଗ କୁ ବହୁତ ପରିବର୍ତ୍ତନ ଆଣିଛନ୍ତି ଏବଂ ଏଥିରେ ସେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।

୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ସୋନିଆ ହୁସେନ। କ୍ରାଞ୍ଚି ରେ ରହୁଥିବା ସୋନିଆ ହୁସେନ ବହୁତ ଲୋକ ପ୍ରିୟ ପାକିସ୍ତାନି ଅଭିନେତ୍ରୀ। ସେ ୨୦୧୧ ରେ ଦରିଜା ଟିଭି ଧାରାବାହିକ ରେ ଅଭିନୟ କରି ଲୋକ ପ୍ରିୟତା ହାସଲ କରିଥିଲେ। କିନ୍ତୁ ଏହି ୨୦୨୦ ରେ ସେ ନିଜର ପୋଷାକ କୁ ନେଇ ବହୁତ ଚର୍ଚ୍ଚା ରେ ରହୁଛନ୍ତି। ଏବଂ ସେ ସବୁ ପୋଷାକ ରେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।

୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ମାୟା ଅଲ୍ଲୀ। ସେ ଏକ ପାକିସ୍ତାନି ଅଭିନେତ୍ରୀ ଏବଂ ମଡେଲ ଅଛନ୍ତି। ସେ ଅନେକ ଧାରବାହିକ ଏବଂ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ଏବଂ ନିଜର ଅଭିନୟ ରେ ସେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ ମଧ୍ୟ କରିଛନ୍ତି। କିନ୍ତୁ ଏବେ ସେ ନିଜର ଷ୍ଟାଇଲ କୁ ନେଇ ବହୁତ ଚର୍ଚ୍ଚା ରେ ରହୁଛନ୍ତି।

୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ମନୀଷା ପାସା। ସେ ଜଣେ ପାକିସ୍ତାନ ର ସବୁଠୁ ପ୍ରସିଦ୍ଧି ଓ ଲୋକ ପ୍ରିୟ ଅଭିନେତ୍ରୀ। ସେ ଅନେକ ଧାରାବାହିକ ସହ ଅନେକ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ଏବଂ ସେ ନିଜର ଏକ ନୂତନ ପରିଚିତ ସୃଷ୍ଟି ମଧ୍ୟ କରିଛନ୍ତି। କିନ୍ତୁ ଏବେ ସେ ନିଜର ଲୁକ ଓ ସୌନ୍ଦର୍ଯ୍ୟ ରେ ଏତେ ପରିବର୍ତ୍ତନ ଆଣିଛନ୍ତି କି ଏବେ ତାଙ୍କୁ ଯିଏ ବି ଦେଖିବ ସେ ରହିଯିବ।

୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ଆଏଶା ଖାନ। ଆଏଶା ଙ୍କର ଅଭିନୟ ର ସହିତ ତାଙ୍କ ସୁନ୍ଦରତା ର ଚର୍ଚ୍ଚା ବହୁତ ହୋଇ ଥାଏ। କିନ୍ତୁ ଏଥର ସେ ନିଜର ଲୁକ ରେ କିଛି ପରିବର୍ତ୍ତନ ଆଣିଛନ୍ତି ଏବଂ ଆଗ ଠାରୁ ଏବେ ଅଧିକ ସୁନ୍ଦରୀ ଓ ଆକର୍ଷଣୀୟ ଲାଗୁଛନ୍ତି।ଏବଂ ସେ ଅନେକ ସିନେମା ଓ ଧାରାବାହିକ ରେ ଅଭିନୟ ମଧ୍ୟ କରିଛନ୍ତି।

୭- ସପ୍ତମ ଅଭିନେତ୍ରୀ ହେଉଛନ୍ତି ଯମୁନା ଜାଦି। ସେ ଜଣେ ପାକିସ୍ତାନି ଅଭିନେତ୍ରୀ ସେ ନିଜର ଅଭିନୟ ରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି। ଏବଂ ସେ ଅନେକ ଧାରବାହିକ ଓ ସିନେମାରେ ଅଭିନୟ କରି ପ୍ରସିଦ୍ଧି ମଧ୍ୟ ପ୍ରାପ୍ତ କରିଛନ୍ତି। କିନ୍ତୁ ଏଥର ତାଙ୍କ ସୁନ୍ଦରତା ଓ ଲୁକ ବହୁତ ଚର୍ଚ୍ଚିତ ରହିଛି ସେ ନିଜର ସମସ୍ତ ପୋଷାକ ରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button