ଦେଶ ବିଦେଶ

ଗଭୀର ରିସର୍ଚ୍ଚ ପରେ ଜଣାପଡିଲା ପୁଅମାନଙ୍କ ଏହି ଗୁଣକୁ ଦେଖି ଅଧିକ ଆକର୍ଷିତ ହୁଅନ୍ତି ଝିଅମାନେ

ବ୍ରିଟେନ ଓ ସାଉଥ୍ ଆଫ୍ରିକାର ଏକ ୟୁନିଭରସିଟିରେ ଏକ ଜଏଣ୍ଟ ରିସର୍ଚ୍ଚରୁ ଜଣାପଡିଛି ଯେ ଝିଅମାନେ କେଉଁ ଗୁଣକୁ ଦେଖି ପୁଅମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି. ଅଧିକାଂଶ ପୁଅମାନଙ୍କ ମୁଣ୍ଡରେ ଗୋଟେ ପ୍ରଶ୍ନ ଆସିଥାଏ. ଯେ ଝିଅମାନଙ୍କୁ ପୁଅମାନଙ୍କ ମଧ୍ୟରେ କୋଉ କ୍ୟାଲିଟି ପସନ୍ଦ ଆସିଥାଏ. ଏମିତି କୋଉ ଗୁଣ ଯାହା ଝିଅମାନଙ୍କୁ ଅଧିକ ଆକର୍ଷଣ କରିଥାଏ. କଥା ହେବାର ପ୍ରକିୟା କି ହ୍ୟାଣ୍ଡସମ୍ ଦେଖାଯିବାକୁ ଏମିତି ଅନେକ ପ୍ରଶ୍ନ ପୁଅମାନଙ୍କ ମନରେ ଆସିଥାଏ.

ଗଭୀର ରିସର୍ଚ୍ଚ ପରେ ଜଣାପଡିଲା ପୁଅମାନଙ୍କ ଏହି ଗୁଣକୁ ଦେଖି ଅଧିକ ଆକର୍ଷିତ ହୁଅନ୍ତି ଝିଅମାନେ

ବ୍ରିଟେନ ଓ ସାଉଥ୍ ଆଫ୍ରିକା ୟୁନିଭରସିଟିର ଏକ ଜଏଣ୍ଟ ରିସର୍ଚ୍ଚରୁ ଜଣାପଡିଛି ଯେ ପୁଅମାନଙ୍କ କେଉଁ ଗୁଣକୁ ଦେଖି ଝିଅମାନେ ଅଧିକ ଆଟ୍ରାକ୍ଟ ହୋଇଥାନ୍ତି. ତେବେ ଆସନ୍ତୁ ଜାଣିବା କଣ ବାହାରିଲା ଏହି ଟେଷ୍ଟରେ.

ଗଭୀର ରିସର୍ଚ୍ଚ ପରେ ଜଣାପଡିଲା ପୁଅମାନଙ୍କ ଏହି ଗୁଣକୁ ଦେଖି ଅଧିକ ଆକର୍ଷିତ ହୁଅନ୍ତି ଝିଅମାନେ

ଝିଅମାନେ ପୁଅମାନଙ୍କ କଥା କହିବାର ଶୈଳୀ ନୁହଁ ବରଂ ଭଗବାନ ପ୍ରକୃତି ଦେଇଥିବା ଜିନିଷ ଯେମିତିକି ଆଖିରେ ଅଧିକ ଆକର୍ଷିତ ହୋଇଥାନ୍ତି. ଯେତେବେଳେ ପୁଅମାନଙ୍କ ଆଖି ତଳ କଳା ପଡିବା କି ଆଖି ଲାଲ୍ ନ ହେବା. ଆଜିକାଲି ସିକ୍ସ ପ୍ୟାକର ଯୁଗ ସେ ଆକ୍ଟର ହେଉ କି ମଡେଲ ସିକ୍ସ ପ୍ୟାକ ଯାହାକୁ ଦେଖି ଝିଅମାନେ ଅଧିକ ଆକର୍ଷିତ ହୋଇଥାନ୍ତି. ଆଖି ଓ ବଡି ସହିତ ଝିଅମାନେ ସୋଲଡର ପ୍ରତି ମଧ୍ୟ ଅଧିକ ଆକର୍ଷିତ ହୋଇଥାନ୍ତି.

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button