ବିଚାର

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥିପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ । ୧. ଡକାଏତ ମଙ୍ଗଲ ସିଂହ ପପୁ ଘରକୁ ପଶିଗଲା… ଡକାଏତ- ଜଲ୍ଦି କାହା ସୁନା କେଉଁଠି ଅଛି ବାହାର କର ? A Millionaire From Bhubaneswar Shows How She Earns ₹1,440,000 Per Week PINC If You Have ₹25,000 Tomorrow You Will Have ₹380,000 PINC Do This For 30 Minutes A Day And Earn ₹462,000 Per Day PINC 28-Year-Old Millionaire From Bhubaneswar Tells How She Became Rich PINC ପପୁ- ଭାଇ ମୋ ଘର ସଂପୂର୍ଣ୍ଣ ସୁନାର ଯଦି ଚାହୁଁଛ ତା ହେଲେ ମୋ ଘର ଉଠେଇ ନେଇଯାଅ !! Do This For 30 Minutes A Day And Earn ₹462,000 Per Day PINC A Millionaire From Bhubaneswar Shows How She Earns ₹1,440,000 Per Week PINC 28-Year-Old Millionaire From Bhubaneswar Tells How She Became Rich PINC If You Have ₹25,000 Tomorrow You Will Have ₹380,000 PINC ୨. ଗୋଟେ ବୁଢା ଛୁଆକୁ ପଚାରିଲା… ବୁଢା-ପୁଅ କେମିତି ଅଛୁ ? ଛୁଆ- ଠିକ ଅଛି… ବୁଢା- ପାଠ ପଢା କେମିତି ଚାଲିଛି ? ଛୁଆ- ବିଲକୁଲ ମୋ ଜୀବନ ପରିକା । ବୁଢା- ମାନେ ? ଛୁଆ- ଭଗବାନଙ୍କ ଭରସାରେ ଚାଲିଛି ଆଉ… ୩. ସ୍ତ୍ରୀ- ଆରେ ଶୁଣୁଛ ଯେତେବେଳେ ଆମର ନୂଆ ନୂଆ ବାହାଘର ହୋଇଥିଲା ମୁ ଖାଇବା ନେଇ ଆସୁଥିଲି, ହେଲେ ତମେ ମତେ ଅଧିକ ଖୁଆଇ ଦେଉଥିଲ, ନିଜେ କମ ଖାଉଥିଲ । ସ୍ଵାମୀ- ତା ହେଲେ ? ସ୍ତ୍ରୀ- ତେବେ ଏବେ ତମେ ଏମିତି କାହିଁକି କରୁନ ? ସ୍ଵାମୀ- କାରଣ ଏବେ ତମେ ବହୁତ ଭଲ ଖାଇବା ତିଆରି କରୁଛ । ୪. ଗାର୍ଲଫ୍ରେଣ୍ଡ ନିଜ ଅନ୍ଧ ବୟଫ୍ରେଣ୍ଡକୁ କହିଲା… ଗାର୍ଲଫ୍ରେଣ୍ଡ- କେତେ ଭଲ ହୋଇଥାନ୍ତା ଯଦି ତମେ ମୋ ସୁନ୍ଦରତାକୁ ଦେଖିପାରି ଥାନ୍ତ । ଅନ୍ଧ ବୟଫ୍ରେଣ୍ଡ- ଥାଉ ଥାଉ ଆଉ କୁହନି… ଯଦି ଏତେ ସୁନ୍ଦର ହେଇଥାନ୍ତ ତା ହେଲେ ଯେଉଁ ମାନଙ୍କର ଆଖି ଅଛି ସେମାନେ କଣ ତମକୁ ମୋ ପାଇଁ ଛାଡି ଥାନ୍ତେ ୫. ଗୋଟେ ପାଗଳ ଷଣ୍ଢ ଉପରେ ବସି ବୁଲୁଥିଲା… ଅନ୍ୟ ପାଗଳ କହିଲା- ଆରେ ଭାଇ ତମେ ହେଲମେଟ କାହିଁକି ପିନ୍ଧିନ ତମକୁ ପୋଲିସ ଧରିବ ? ପାଗଳ- ଆରେ ଭାଇ ଟିକେ ତଳକୁ ଚାହଁ !! ମୁ ଚାରି ଚକିଆ ଚଲାଉଛି ପୋଲିସ କଣ ଧରିବ !! ୬. ସ୍ଵାମୀ ଯେତେବେଳେ ଅଫିସରୁ ନିଜ ଘରକୁ ଫେରିଲା… ସ୍ତ୍ରୀ- କେମିତି ଅଛ ଡାର୍ଲିଂ ? ସେହି ସମୟରେ ସ୍ଵାମୀ ନିଜ ଡାଏରୀ ଖୋଲି ଦେଖିବାକୁ ଲାଗିଲା । ସ୍ତ୍ରୀ- ଆରେ ମୋତେ ଦେଖନା … ଡାଏରୀରେ କଣ ଦେଖୁଛ ? ସ୍ଵାମୀ- ଦେଖୁଛି ଯେତେବେଳେ ତମେ ପୂର୍ବ ଥର ମତେ ଡାର୍ଲିଂ କହିଥିଲ ସେତେବେଳେ ମୋର କେତେ ଟଙ୍କା ଖର୍ଚ ହୋଇଥିଲା !! ୭ . ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା Amul- The Taste of India ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା କୁରକୁରେ – ତେଢା ହେ ପର ମେରା ହେ !!!

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି । ହିନ୍ଦୁ ଧର୍ମ ରେ ଅନେକ ଲୋକ ଶାସ୍ତ୍ର କୁ ବହୁତ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଅନେକ ଉପକାରୀ ଵିଷୟ ସମ୍ପର୍କରେ ଲେଖା ହୋଇଛି । ଯାହାକୁ ପାଳନ କରିବା ଦ୍ୱାରା ମନୁଷ୍ୟ ସଫଳତା ର ଶୀର୍ଷରେ ପହଞ୍ଚି ପାରିଥାଏ । ଏହି ଶାସ୍ତ୍ର ରେ ଅନେକ ଭଲ ଭଲ କଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଛି । ଏଥିରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇ ଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ ।

ଶାସ୍ତ୍ର ରେ ଏପରି କିଛି ତଥ୍ୟ ଦିଆ ଯାଇଛି ଯାହା ଦ୍ୱାରା ଆପଣ ଧନ ସମ୍ପତ୍ତି ପାଇପାରିବେ । ଯଦି ଆପଣ ତାହାକୁ ମାନି ଚଳିଥାନ୍ତି ତେବେ ତାହା ସଫଳ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ର ରେ ଏପରି କିଛି କଥା ଲେଖା ଅଛି ଯାହା ଦ୍ୱାରା ଆମର ଦାରିଦ୍ର୍ୟତା ଦୁର ହୋଇପାରିବ ଓ ଆର୍ଥିକ ଅବସ୍ଥା ସୁଦୃଢ଼ ହୋଇପାରିବ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ରେ ଗାଈ କୁ ଏହି ଫଳ ଖାଇବାକୁ ଦେବା ଦ୍ଵାରା ମନୁଷ୍ୟ ର ଦାରିଦ୍ର୍ୟତା ଦୁର ହୋଇଥାଏ । ଗାଈ କୁ ସମଗ୍ର ବିଶ୍ୱ ର ଜନନୀ ହୋଇଥାଏ । ଗାଈ ରେ ସମଗ୍ର ଦେବା ଦେବୀ ବାସ କରିଥାନ୍ତି । ଭଗବାନ ଶ୍ରୀକୃଷ୍ଣ ଙ୍କ ମତ ରେ ଗୋମାତା ଙ୍କ ର ସେବା କରିବା ଦ୍ୱାରା ସଂସାର ର ସମସ୍ତଙ୍କ ର ସେବା କରିବାର ପୁଣ୍ୟ ମିଳିଥାଏ । ବନ୍ଧୁଗଣ ଗାଈ ର ସିଙ୍ଘ ର ଅଗ୍ରଭାଗ ରେ ସ୍ୱୟଂ ବିଷ୍ଣୁ ବାସ କରିଥାନ୍ତି ତେଣୁ ପ୍ରତିଦିନ ଗାଈର ସିଙ୍ଘ ର ଅଗ୍ରଭାଗ କୁ ମୁଣ୍ଡ ଲଗାଇ ପ୍ରଣାମ କରିବା ଉଚିତ ।

ଏହା ଦ୍ଵାରା ମନୁଷ୍ୟ ର ସମସ୍ତ ଦୁଃଖ କଷ୍ଟ ଦୁର ହୋଇଥାଏ । ଗାଈ ର ଶରୀର ର ପ୍ରତ୍ୟେକ ଅଙ୍ଗ ରେ ବିଭିନ୍ନ ଦେବା ଦେବୀ ବାସ କରିଥାନ୍ତି । କେବଳ ଦେବା ଦେବୀ ହିଁ ନୁହଁନ୍ତି ଅନେକ ଋଷି ମହର୍ଷି ମାନେ ମଧ୍ୟ ମାସ କରିଥାନ୍ତି । ତେଣୁ ଗାଈ କୁ ପ୍ରତିଦିନ ଗାଧେଇବା ଉଚିତ ଓ କିଛି ଖାଦ୍ୟ ଖାଇବାକୁ ଦେବା ଉଚିତ ।

ଗାଈ କୁ ପ୍ରତିଦିନ କଦଳୀ ଖାଇବାକୁ ଦେବା ଦ୍ଵାରା ମନୁଷ୍ୟ ର ବହୁତ ପୁଣ୍ୟ ହୋଇଥାଏ । କଦଳୀ ଭଗବାନ ବିଷ୍ଣୁ ଙ୍କ ର ଅତି ପ୍ରିୟ ଫଳ ଅଟେ । ତେଣୁ ଏହାକୁ ଗାଈ କୁ ଖାଇବାକୁ ଦେବା ଦ୍ୱାରା ମନୁଷ୍ୟ ର ସମସ୍ତ ପ୍ରକାର ଦୁଃଖ କଷ୍ଟ ଓ ଦାରିଦ୍ର୍ୟତା ଦୁର ହୋଇଥାଏ । ଆପଣଙ୍କ ର ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ର ସମାପ୍ତ ହୋଇଥାଏ ଓ ଧନ ସମ୍ପତ୍ତି ର ଆଗମନ ହୋଇଥାଏ । ଏହା ସହିତ ଆପଣଙ୍କ ଦ୍ୱାର ନିକଟ କୁ ଆସିଥିବା ଗାଈ କୁ ପ୍ରତିଦିନ ପୂଜା କରନ୍ତୁ ଓ କିଛି ରୁଟି ଖାଇବାକୁ ଦିଅନ୍ତୁ ।

ଏପରି କରିବା ଦ୍ୱାରା ମନୁଷ୍ୟ ର ସମସ୍ତ ପ୍ରକାର ମାନସିକ ସମସ୍ୟା ଦୂର ହୋଇଥାଏ । ଆପଣଙ୍କ ଘରକୁ ଧନ ର ଆଗମନ ହୋଇଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଯାହା ଦ୍ୱାରା ଆପଣଙ୍କ ର ସମସ୍ତ ଅସୁବିଧା ର ସମାପ୍ତ ହୋଇଥାଏ ଓ ଆପଣଙ୍କ ର ଦିନ ଗୁଡିକ ବହୁତ ଭଲ ରେ ଅତିବାହିତ ହୋଇଥାଏ । ତେଣୁ ଗାଈ କୁ ପ୍ରତିଦିନ ରୁଟି ଓ କଦଳୀ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ର ବହୁତ ପୁଣ୍ୟ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button