ଓଡିଶା

Odia Jokes- ସ୍ଵାମୀ ପଚାରିଲା ସ୍ତ୍ରୀ କୁ ଆଜି କଣ ବନେଇଛ ? ସ୍ତ୍ରୀ- GST, ସ୍ଵାମୀ- ମାନେ ….

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।

୧. ଭଉଣୀର ବିବାହ ହେଉଥିଲା ସେହି ସମୟରେ ଭାଇ କହିଲା…

ଭାଇ- ବାପା ମୋ ଭଉଣୀ ଖାଲି କାନ୍ଦୁଛି ହେଲେ ଭିଣେଇ ଭାଇ ତ କାନ୍ଦୁ ନାହାନ୍ତି ?

ବାପା- ବୁଝିଲୁ ପୁଅ, ତୋ ଭଉଣୀ ଖାଲି ଗେଟ ପର୍ଯ୍ୟନ୍ତ କାନ୍ଦିବ ହେଲେ ତୋ ଭିଣେଇ ଜୀବନ ସାରା କାନ୍ଦିବ

୨. ପପୁ ନିଜ ବିଲେଇ ଉପରେ ରାଗି ତାକୁ ରାସ୍ତାରେ ଛାଡି ଆସିଲା ହେଲେ

ଯେତେବେଳେ ପପୁ ନିଜ ଘରେ ପହଞ୍ଚିଲା ସେତେବେଳେ ବିଲେଇ ଘରକୁ ଆସିଯାଇଥିଲା

ପପୁ ପୁଣି ଥରେ ବିଲେଇକୁ ନେଇ ଏକ ଦୂର ସ୍ଥାନରେ ଛାଡି ଆସିଲା ହେଲେ ପୁଣି ବିଲେଇ ଘରକୁ ଆସିଗଲା

ଶେଷରେ ତୃତୀୟ ଥର ପପୁ ବିଲେଇକୁ ନେଇ ଏକ ଜଙ୍ଗଲରେ ଛାଡି ନିଜ ମା’କୁ ଫୋନ କରିଲା…

ପପୁ- ବିଲେଇ ଘରେ ପହଞ୍ଚିଲା କି ?

ମା- ହଁ ସେ ଆସିଯାଇଛି ତୁ ଶୀଘ୍ର ଆସେ

ପପୁ- ତାକୁ ଶୀଘ୍ର ମୋ ପାଖକୁ ପଠା ମୁ ରାସ୍ତା ଭୁଲିଯାଇଛି

୩. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ସବୁ ବେଳେ ମୋ ମୁଣ୍ଡ ବିନ୍ଧୁଛି, ଲାଗୁଛି ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ

ସ୍ଵାମୀ- ଆରେ ଡାକ୍ତର ପାଖକୁ ଗଲେ କଣ ହେବ, ତମ ମୁଣ୍ଡ ଯେତିକି ବଡ ଅଛି ସେତିକି ବଡ ବିନ୍ଧା ହେବ ନା

କିଛି ସମୟ ପରେ ସ୍ଵାମୀର ସମ୍ପୂର୍ଣ ଶରୀର ବିନ୍ଧିଲା

୪. ପତି- ଆଜି କଣ ବନେଇଛ ?

ପତ୍ନୀ- GST

ପତି- କଣ ?

ପତ୍ନୀ- ଗରମ ସେଓ ଟମାଟର ।

କୁନୁ ନିଜ ସୁନ୍ଦର ସ୍ତ୍ରୀ ସହିତ କାରରେ ବସିଥିଲା

ଡ୍ରାଇଭର ଗାଡିର କାଚକୁ ଏମିତି ସେଟ କଲା କି

ଯେମିତି କି କାଚରେ ରାଜୁର ସ୍ତ୍ରୀ ଦେଖାଯିବ

ଏହାକୁ ଦେଖି କୁନୁ ଡ୍ରାଇଭର ଉପରେ ରାଗିଯାଇ କହିଲା

ଆରେ ବଦମାସ ମୋ ସ୍ତ୍ରୀ କୁ ଦେଖୁଛୁ

ପଛ ସିଟକୁ ଆ ମୁଁ ଗାଡି ଚଲାଉଛି……

୫. ଚଉଠି ରାତିର ପର ଦିନ ଝିଅର ସାଙ୍ଗ ପଚାରିଲା (ମଜା ନେବା ପାଇଁ) – କାଲୀ ସବୁ କେମିତି ଥିଲା ?

ଝିଅ- କିଛି ଖାସ ନୁହେଁ

ସାଙ୍ଗ- କିଛି ଖାସ ନୁହଁ ମାନେ ?

କହ ନା…କଣ ହେଲା ?

ଝିଅ- କହିଲି ନା କିଛି ନୁହେଁ

ସାଙ୍ଗ- ପ୍ଳିଜ, ପ୍ଳିଜ କହ ନା କଣ ହେଲା ?

ଝିଅ- ତେବେ ଶୁଣ

ସେ ଆସିଲେ ଓ ରୁମ ର କବାଟ ଦେଇଦେଲେ

ସାଙ୍ଗ- ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର କୋଟ ଖୋଲି ଖୁଣ୍ଟିରେ ଟାଙ୍ଗିଦେଲେ

ସାଙ୍ଗ- ଆରେ ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି ସେ ନିଜର ପ୍ୟାଣ୍ଟ ବି ଓଲ୍ହାଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ- ଓଃ କହ ନା ପୁଣି କଣ ହେଲା ?

ଝିଅ – ପୁଣି ସେ ନିଜ ସାର୍ଟ ବି ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ

ସାଙ୍ଗ – ଜଲ୍ଦି କହ ପୁଣି କଣ ହେଲା ?

ଝିଅ- ପୁଣି କଣ ହେଲା ନା ଯେମିତି ହିଁ ସେ ନିଜ ବନିୟାନ ଓଲ୍ହେଇ ଖୁଣ୍ଟିରେ ଟାଙ୍ଗିଲେ, ଖୁଣ୍ଟି ଭାଙ୍ଗି ଗଲା ଓ ସେ ସାରା ରାତି ଖୁଣ୍ଟି ହିଁ ପିଟୁ ଥିଲେ

୫. ଆଜିକାଲି ଜମାନାରେ ସବୁଠୁ ଅଧିକ ଚାଲାଖ ସେହି ବ୍ୟକ୍ତି ଅଟେ

ଯିଏ ହୋଟେଲ ବିଲ ଦେବା ସମୟରେ ହାତ ଧୋଇବାକୁ ଚାଲିଯାଏ

ଏହା ପରେ ଆସି କୁହେ

ଆରେ ରହ ମୁଁ ଦେଇ ଦଉଛି

୬. ସ୍ତ୍ରୀ ସ୍ଵାମୀକୁ କହିଲା…

ସ୍ତ୍ରୀ- ସବୁ ବେଳେ ମୋ ମୁଣ୍ଡ ବିନ୍ଧୁଛି, ଲାଗୁଛି ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ

ସ୍ଵାମୀ- ଆରେ ଡାକ୍ତର ପାଖକୁ ଗଲେ କଣ ହେବ, ତମ ମୁଣ୍ଡ ଯେତିକି ବଡ ଅଛି ସେତିକି ବଡ ବିନ୍ଧା ହେବ ନା

କିଛି ସମୟ ପରେ ସ୍ଵାମୀର ସମ୍ପୂର୍ଣ ଶରୀର ବିନ୍ଧିଲା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button