ଦେଶ ବିଦେଶ

ବାହାଘର ପରେ ଦୁଇ ମାସ ଧରି ଶାରୀରିକ ସମ୍ପର୍କ ରଖିଲା, ହେଲେ ଏବେ ମୋ ଶରୀର ତାକୁ ଗନ୍ଧଉଛି, କହୁଛି କଣ ନା…

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରଜ୍ଞା ନାମକୁ ଯୁବତୀ ଙ୍କ ସୁନ୍ଦରତା କୁ ଦେଖି ବିବାହ କରିବା ନିମନ୍ତେ ଜିଦ ଧରିଥିଲା ରାଜେନ୍ଦ୍ର ନାମକ ଯୁବକ । ଏହା ସହିତ ସମସ୍ତଙ୍କ ସହମତିରେ ଦୁହେଁ ବିବାହ କରିଥିଲେ । ଆଉ ବିବାହ ପରେ 2 ମାସ ଧରି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯେମିତି ସମ୍ପର୍କ ରହିବା କଥା ସେହିଭଳି ରହିଥିଲା । ରାତିଦିନ ନିଜ ସ୍ତ୍ରୀ କୁ ଗେଲା ସୁନା କହି ରୋମାନ୍ସ କରୁଥିଲା ରାଜେନ୍ଦ୍ର । ଏହା ସହିତ ଶାରୀରିକ ସୁଖ ମଧ୍ୟ ନେଉଥିଲା ।

ବର୍ତ୍ତମାନ ଦୁଇ ମାସ ବିତିଗଲା ପରେ ରାଜେନ୍ଦ୍ର କହୁଛି ଯେ ସ୍ତ୍ରୀ ପ୍ରାଇଭେଟ ପାର୍ଟ ରେ ଦାଗ ରହିଛି । ସ୍ତ୍ରୀ ଉପରକୁ ଛେପ ପକାଇବା ପାଇଁ ଇଚ୍ଛା ହେଉନାହିଁ । ଏଭଳି କହି ସ୍ତ୍ରୀ କୁ ଘରୁ ବାହାର କରିଦେଇଛି ରାଜେନ୍ଦ୍ର । ଏହାକୁ ନେଇ ସ୍ତ୍ରୀ କହିଛନ୍ତି ଯେ ସ୍ଵାମୀ ରାଜେନ୍ଦ୍ର ତାଙ୍କୁ କୁଆଡେ କହିଛନ୍ତି ଯେ ଛୋଟା କୁ ଛୋଟା ବାହା ହେବ, ଅନ୍ଧ କୁ ଅନ୍ଧ ବାହା ହେବ, ହାଣ୍ଡିକ୍ୟାପ କୁ ହାଣ୍ଡିକ୍ୟାପ ବିବାହ କରିବ ।

ଏ ନେଇ ରାଜେନ୍ଦ୍ର ଙ୍କୁ ଯେତେବେଳେ ପଚରାଗଲା ଯେ କାହିଁକି 2 ମାସ ପରେ ସ୍ତ୍ରୀ କୁ ଗ୍ରହଣ କରିବାକୁ ଆଉ ରାଜି ନାହାଁନ୍ତି ? ସେ କହିଥିଲେ ଯେ ତାଙ୍କର ହଠାତ ବାହାଘର ୬ ରୁ ୮ ଦିନ ମଧ୍ୟରେ ଠିକ ହୋଇଥିଲା । ଏହାପରେ ତାଙ୍କ ଘରଲୋକ ଜଣାଇଥିଲେ ଯେ ଆମ ଝିଅର ଦୁଇଟି ସ୍ପଟ ଅଛି ଗୋଟିଏ ଗୋଡରେ ଏବଂ ଅନ୍ୟଟି କାନରେ ଅଛି । ମାତ୍ର ତାଙ୍କ ଝିଅର ସାରା ଶରୀରରେ ସ୍ପଟ ରହିଅଛି ।

ଗୋଡ ଠାରୁ ମୁଣ୍ଡ ଏଭଳିକି ପ୍ରାଇଭେଟ ପାର୍ଟରେ ମଧ୍ୟ ଏହିଭଳି ଚିହ୍ନ ରହିଅଛି । ଏହାକୁ ସ୍ଵାମୀ ରାଜେନ୍ଦ୍ର ଗ୍ରହଣ କରି ପାରୁନାହାଁନ୍ତି । ତେବେ ବିବାହର ଗୋଟିଏ ତଥା ଦୁଇଦିନ ପରେ କେମିତି ନୋଟିସ କରିପାରିଲେ ନାହିଁ ରାଜେନ୍ଦ୍ର ? ଆଉ ବର୍ତ୍ତମାନ କହୁଛନ୍ତି ଯେ ସ୍ତ୍ରୀ ପ୍ରାଇଭେଟ ପାର୍ଟରେ ଦାଗ ଅଛି ତାକୁ ସେ ଗ୍ରହଣ କରିପାରିବେ ନାହିଁ କି ଛୁଇଁ ପାରିବେ ନାହିଁ ।

ବିବାହ ହେଉଛି ଗୋଟିଏ ପବିତ୍ର ବନ୍ଧନ ୭ ଜନ୍ମ ପାଇଁ ହାତଗଣ୍ଠି ପଡେ । ନିଜ ଘରେ ବାପା ମା’ ଙ୍କ କୋଳରେ ବଢିଥିବା ଝିଅଟି ବହୁ ସ୍ଵପ୍ନ ଦେଖିଥାଏ ବିବାହ ପରେ ସେ ନିଜ ଶାଶୁଘରେ ତଥା ନିଜ ସ୍ଵାମୀ ସହିତ ଖୁଶିର ସଂସାର କରିବ, କିନ୍ତୁ ପ୍ରଜ୍ଞା ଙ୍କ ସବୁ ସ୍ଵପ୍ନ ଭାଙ୍ଗିଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button