ଦେଶ ବିଦେଶ

Odia Jokes- ଚଉଠି ରାତିରେ, ସ୍ଵାମୀ- ତମେ ଅଣ୍ଡରୱିୟର କାହିଁକି ପିନ୍ଧିନ ? ସ୍ତ୍ରୀ- କାରଣ ମୁଁ ମମୀ ଙ୍କୁ ପ୍ରମିଜ କରିଥିଲି ଯେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ମଣିଷ ନିଜର ବ୍ୟସ୍ତବହୁଳ ଜୀବନ ପାଇଁ ବହୁତ ଚିନ୍ତାରେ ରହୁଛନ୍ତି । ମଣିଷ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନଙ୍କ ମୁହଁରୁ ଖୁସି ଚାଲିଯାଉଛି । ହେଲେ ବନ୍ଧୁଗଣ ମୁହଁରେ ଖୁସି ରହିବା ଆବଶ୍ୟକ । କାରଣ ଯଦି ମନ ଖୁସି ଥିବ ତା ହେଲେ ଆପଣ ନିଜର ସମସ୍ତ କାମକୁ ଖୁସିରେ ପୂରଣ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ବ୍ୟସ୍ତବହୁଳ ଜୀବନରେ ଆପଣଙ୍କ ମୁହଁରେ ହସ ଫୁଟାଇବା ପାଇଁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢି ଆପଣ ମାନେ ବହୁତ ଅଧିକ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟକର କାମ…

ଗୋଟେ ଝିଅ ନିଜ ମନରେ ବହୁତ ଦୁଃଖ ନେଇ ଏକ ଡାକ୍ତର ପାଖକୁ ଗଲା

ଝିଅ- ଡାକ୍ତର ସାର, ମୋର ମୁଣ୍ଡ ବହୁତ ଜୋର ସେ ବିନ୍ଧୁଛି ।

ଡାକ୍ତର- ତା ହେଲେ ତୁମକୁ ସିଟି ସ୍କାନ କରିବାକୁ ପଡିବ ।

ଝିଅ- ଆରେ କେବଳ ମୋ ମୁଣ୍ଡ ବିନ୍ଧୁଛି, ତା ହେଲେ ପୁରା ସିଟିକୁ ସ୍କାନ କଣ ପାଇଁ କରିବ ? ଡାକ୍ତର ବେହୋସ !

୨. ପପୁ ଡାକ୍ତରକୁ କହିଲା- ସାର ଆପଣ କଣ ବିନା କଷ୍ଟ ଦେଇ ଦାନ୍ତ ବାହାର ପାରିବେ ?

ଡାକ୍ତର- ନାହିଁ ତ !

ପପୁ- ହେଲେ ମୁ ବାହାର କରି ପାରିବି !

ଡାକ୍ତର- କେମିତି ?

ପପୁ- ହି ହି ହି ହି ହା ହା ହା ।

୩. ପପୁ ଫାୟାର ବ୍ରିଗେଟ ବାଲାଙ୍କୁ କହିଲା- ଲୋକଙ୍କୁ ଗୋଟେ ପରେ ଗୋଟେ ତଳକୁ ପକାଅ, ମୁ ସେମାନଙ୍କୁ ଧରିଦେବି

ପ୍ରଥମେ ଏକ ପୁଅ ଆସିଲା, ପୁଣି ଏକ ଝିଅ ଆସିଲା, ପରେ ଏକ ଲୋକ ଆସିଲା, ଏହା ପରେ ପୁଣି ଏକ ମହିଳା ଆସିଲା ହେଲେ ପପୁ ସମସ୍ତଙ୍କୁ ଧରିଦେଲା

ଏହା ପରେ ଏକ ନିଗ୍ରୋ କଳା ମଣିଷ ଯେତେବେଳେ ଆସିଲା ସେତେବେଳେ ପପୁ ତାକୁ ଛାଡି ଦେଲା ଓ କହିଲା…

ପପୁ- ଆରେ ଯିଏ ଜଳି ଯାଇଛି ତାକୁ କାହିଁକି ତଳକୁ ପକଉଛ ? ପ୍ରଥମେ ଜିଅନ୍ତା ମଣିଷଙ୍କୁ ପକାଅ ।

୪. ଅଧିକାରୀ- ଏମିତି କେଉଁ ମହିଳା ଅଛି ଯାହାକୁ ଜଣା ଥାଏ ଯେ, ତାର ସ୍ଵାମୀ କେଉଁଠି ଅଛି ?

ସାନ୍ତା- ବହୁତ ଚିନ୍ତା କରି କହିଲା- ସାର ବିଧବା ମହିଳାକୁ ଭଲ ଭାବରେ ଜଣା ଅଛି ଯେ, ତାର ସ୍ଵାମୀ କେଉଁ ସ୍ଥାନରେ ଅଛି

୫. ଶିକ୍ଷୟତ୍ରୀ ଛାତ୍ରକୁ ରାଗିକି କହିଲେ…

ଶିକ୍ଷୟତ୍ରୀ- ତମକୁ କେତେ ଥର କହିଛି ଅଧିକ ଲେଟ ହେଲେ ଆସିବ ନାହିଁ ?

ଛାତ୍ର- ମ୍ୟାମ, ଆପଣ ମୋ ପାଇଁ ଏତେ ସମୟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ

ଆପଣ ପଢା ଆରମ୍ଭ କରିଦେବେ ମୁ ଆସିଯିବି ମଝିରେ !

୬. ଶାଳି-ଭିଣେଇ ଗୋଟେ ଟ୍ରେନରେ ଏକା ସହ ଯାତ୍ରା କରୁଥିଲେ !

ଭିଣେଇକୁ ନିଦ ଆସୁଥିଲା ଓ ଶାଳି ନନ୍ ଷ୍ଟପ କଥା ହେଉଥିଲା !

ସେହି ସମୟରେ ଭିଣେଇ ହଠାତ ନିଜ ଶାଳିକୁ କହିଲା…

ଭିଣେଇ- କଣ ଆଜି ରାତିକୁ ଆମେ ସ୍ଵାମୀ ସ୍ତ୍ରୀଙ୍କ ପରି ବିତାଇ ପାରିବା !

ଶାଳି(ଲାଜ କରି)- ଯାହା ତମର ଇଛା !

ଭିଣେଇ- ତା ହେଲେ ଫାଲ୍ତୁ କଥା ବନ୍ଦ କର ଶୀଘ୍ର ସୋଇପଡ !

୭. ଚଉଠି ରାତିରେ

ସ୍ଵାମୀ- ତମେ ଅଣ୍ଡରୱିୟର କାହିଁକି ପିନ୍ଧିନ ?

ସ୍ତ୍ରୀ- କାରଣ ମୁ ମମି ଙ୍କୁ ପ୍ରମିଜ କରିଥିଲି ଯେ,

ମୁ କାହା ସାମ୍ନାରେ ମୋର ଅଣ୍ଡରୱିୟର ବାହାର କରିବି ନାହିଁ !

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button