ଦେଶ ବିଦେଶ

Rohit Sardana ଓ ଡକ୍ଟର ଙ୍କ ଚାଟ ଆସିଲା ସାମ୍ନାକୁ, ଖୋଲିଲା Rohit Sardana ମୃତ୍ୟୁ ର ରହସ୍ୟ

ଭାରତୀୟ ଟିଭି ନିୟୁଜ ଚ୍ଯାନେଲ ଯେମିତିକି ଇଟିଭି ନ୍ଯୁଜ, ଆଜ ତକ ନ୍ଯୁଜର ପତ୍ରକାର ରୋହିତ ସର୍ଦାନାଙ୍କୁ କିଏ ନ ଜାଣେ । ସେ ଜଣେ ଭଲ ବ୍ୟକ୍ତି ହେବା ସହ ନିଜ କାମକୁ ବହୁତ ଭଲ ଭାବେ ସମ୍ପୁର୍ଣ୍ଣ କରିଥାନ୍ତି । ସେ ଜେନ ଭଲ ପତ୍ରକାର ଭାବେ ପରିଚିତ ଅଟନ୍ତି । ସେଥି ପାଇଁ ସେ ପୁରା ମିଡିଆ ଇଣ୍ଡଷ୍ଟ୍ରିରେ ନିଜର ଅଲଗା ଜାଗା ସୃଷ୍ଟି କରି ପାରିଥିଲେ । ମସୁର ନ୍ଯୁଜ ଆଙ୍କର ରୋହିତ ସର୍ଦାନା ନିଜ କାମ ପାଇଁ ବହୁତ ଫେମସ ଥିଲେ । ଆଜି ଆମେ ଆପଣ ମାନଙ୍କୁ ତାଙ୍କର ଅଚାନକ ମୃ-ତ୍ୟୁର କାରଣ କଣ ସେହି ବିଷୟରେ କହିବାକୁ ଯାଉଛୁ ।

ପତ୍ରକାର ରୋହିତ ସର୍ଦାନା କୌଣସି କାରଣ ପାଇଁ ମୃ-ତ୍ୟୁ-ବ-ର-ଣ ହୋଇଛି । ଯାହା ଫଳରେ ଅନେକ ପ୍ରଶ୍ନ ଉଠୁଛି । ତାଙ୍କର ମୃ-ତ୍ୟୁ- ୩୦ ଏପ୍ରିଲ ଦିନ ୧୨ଟାରେ ହୋଇଛି । ସେହି ସମୟରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି ।

କିନ୍ତୁ ଯେବେ ଠାରୁ ଆଡଭୋକେଟ ପ୍ରଶାନ୍ତ ପଟେଲ, ରୋହିତ ସର୍ଦାନା ଓ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଟ୍ଵିଟ କରିଛନ୍ତି ସେହି ସମୟରୁ ରୋହିତ ସର୍ଦାନାଙ୍କର ମୃ-ତ୍ୟୁ ଉପରେ ସନ୍ଦେହ ଉଠୁଛି ।

ରୋହିତ ମୃ-ତ୍ୟୁ ପୂର୍ବରୁ 29 ଅପ୍ରେଲ ରାତି ୧୦ଟା୩୦ ପର୍ଯ୍ୟନ୍ତ ପୁରା ଠିକ ଥିଲେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । ଆଡଭୋକେଟ ପ୍ରଶାନ୍ତ ନିଜ ଟ୍ବିଟରେ ଲେଖିଛନ୍ତି ଯେ ରୋହିତ ସର୍ଦାନାଙ୍କୁ ବିନା ମନିଟରିଙ୍ଗ ରେ ଷ୍ଟେରୟଡ ଦେବା ପରେ ଯେତେବେଳେ ତାଙ୍କର ବ୍ଲଡ଼ପ୍ରେସର ବଢିଥିଲା ସେତେବେଳେ ସେ ମେଟ୍ରୋ ହସ୍ପିଟାଲର ଡାକ୍ତର ପୁରୁଷତ୍ତମ ଲାଲଙ୍କୁ ୪ଟା ୧୫ରୁ ୪ଟା ୩୦ ପର୍ଯ୍ୟନ୍ତ ଫୋନ କରିଥିଲେ ମଧ୍ୟ ଏହାର କୌଣସି ଉତ୍ତର ମିଳି ନ ଥିଲା ।

ଏହା ପରେ ତାଙ୍କ ସ୍ତ୍ରୀ ପ୍ରମିଳା ଦୀକ୍ଷିତ ମଧ୍ୟ ଅନେକ ଥର ଡାକ୍ତରଙ୍କୁ କଲ କରିଥିଲେ ମଧ୍ୟ ସେ ଉତ୍ତର ଦେଇନଥିଲେ । ପ୍ରଶାନ୍ତ ଅନ୍ୟ ଟ୍ବିଟରେ ଲେଖିଛନ୍ତି ଯେ ନୋଏଡାରେ ରୋହିତଙ୍କର ମୃ-ତ୍ୟୁ ସାମାନ୍ଯ ନୁହେ ବରଂ ହ-ତ-ୟା ବୋଲି ଜଣାପଡୁଛି । ହସ୍ପିଟାଲର ରେକର୍ଡ ପ୍ରଥମରୁ ହିଁ ଖରାପ ରହିଛି । ଯେଉଁ କୋରୋନା ରୋଗୀମାନେ ଏହି ହସ୍ପିଟାଲକୁ ଯାଉଛନ୍ତି ସେମାନେ ଆଉ ବଞ୍ଚିକି ସେଠାରୁ ଆସୁ ନାହାନ୍ତି ବୋଲି ଆଡଭୋକେଟ କହିଛନ୍ତି ।

ତାଙ୍କର ଏଭଳି ଟ୍ଵିଟରେ ସେହି ହସପିଟାଲର ଅନ୍ୟ ଏକ ଡାକ୍ତର କୁମାବତ ଟ୍ବିଟ କରିଛନ୍ତି ଯେ ଷ୍ଟେରଏଡରେ କୌଣସି ରୋଗୀର ଜୀବନ ଯାଏ ନାହି ବରଂ ରୋଗୀର ଜୀବନ ବଞ୍ଚେଇବା ପାଇଁ ଏହାକୁ ବ୍ୟବହାର କରାଯାଏ ।

ଯଦି ଷ୍ଟେରଏଡ ରେ କାହାର ଜୀବନ ଯାଉଛି ତେବେ ଏଥିରେ କୌଣସି ଡାକ୍ତର ବା ହସପିଟାଲର କୌଣସି ହାତ ନାହି ବୋଲି ଡାକ୍ତର କୁମାବତ ଲେଖିଛନ୍ତି, “ଆପଣଙ୍କୁ ଲିଡ ଦେଉଛି ସାର, ଆଟେଣ୍ଡିଙ୍ଗ ଡାକ୍ତରଙ୍କୁ ଖୋଜନ୍ତୁ” ଏହିଭଳି କିଛି କଥା ଡାକ୍ତର କୁମାବତ ନିଜ ଟ୍ବିଟରେ ଲେଖିଛନ୍ତି । ଯଦି ଏପରି କିଛି ଘଟଣା ହୋଇଥାଏ ତେବେ ଏହା ଉପରେ କଡା ନିସ୍ପତି ନେଇ କାର୍ଯ୍ୟ କାରୀ କରିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button