ମନୋରଞ୍ଜନ

Bollywood ର ଏହି 5 ଜଣ ଫେମସ ଅଭିନେତ୍ରୀ ଅନ୍ୟ ଜଣଙ୍କର ଘର ଭାଙ୍ଗି ଗଢିଲେ ନିଜ ଘର ସଂସାର

ବନ୍ଧୁଗଣ ବଲିଉଡ଼ ଜଗତରେ ବହୁତ ସୁନ୍ଦରୀ ଦେଖିବାକୁ ମିଳିଯିବେ ଏବଂ ସେମାନଙ୍କ ସୌନ୍ଦର୍ଯ୍ୟ ର ଚର୍ଚ୍ଚା ମଧ୍ୟ ସବୁଠାରେ ହୋଉଥାଏ।କିନ୍ତୁ ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ କିଛି ଅଭିନେତ୍ରୀ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନେ ଅନ୍ୟ ର ଘର ଭାଙ୍ଗି ନିଜ ଘର ବସେଇଛନ୍ତି। ତେବେ ଚାଲନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ।

୧- ପ୍ରଥମ ଅଭିନେତ୍ରୀ ହେଲେ ଶିଳ୍ପା ସେଠୀ। ଶିଳ୍ପା ସେଠୀ ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଅନ୍ୟତମ। ଶିଳ୍ପା ସେଠୀ ରାଜ କୁନ୍ଦରା ଙ୍କୁ ବିବାହ କରିଥିଲେ। କିନ୍ତୁ ରାଜ ପ୍ରଥମ ରୁ ହିଁ ବିବାହିତ ଥିଲେ ତଥାପି ସେ ତାଙ୍କୁ ଛାଡପତ୍ର ଦେଇ ଶିଳ୍ପା ଙ୍କୁ ବିବାହ କରିଥିଲେ ଏବଂ ଏବେ ସେମାନେ ବହୁତ ଖୁସି ମଧ୍ୟ ଅଛନ୍ତି।

୨- ଦ୍ୱିତୀୟ ଅଭିନେତ୍ରୀ ହେଲେ ବିପାଷା ବାସୁ। ବିପାଷା ବଲିଉଡ ର ଏକ ସଫଳ ଅଭିନେତ୍ରୀ ଭାବେ ପରିଚିତ କିନ୍ତୁ ସେ ମଧ୍ୟ ଅନ୍ୟ ର ଘର ଭାଙ୍ଗି ନିଜେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କରଣ ସିଂହ ଗ୍ରୋଭର୍ ଙ୍କୁ ବିବାହ କରିଥିଲେ ବିପାଷା ଯିଏ ପୂର୍ବରୁ ଦୁଇ ଥର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଥିଲେ । ତଥାପି ଏବେ ଦୁଇ ଜଣ ବହୁତ ଖୁସି ରେ ଅଛନ୍ତି।

୩- ତୃତୀୟ ଅଭିନେତ୍ରୀ ହେଲେ ରବିନା ତଣ୍ଡନ। ରବିନା ମଧ୍ୟ ଜଣେ ବଲିଉଡ ର ସୁନ୍ଦରୀ ଓ ସଫଳ ଅଭିନେତ୍ରୀ ଭାବେ ପରିଚିତ। ସେ ମଧ୍ୟ ପୂର୍ବରୁ ବିବାହିତଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ହେଲେ ଅନିଲ ଥଙ୍ଗାନି।

୪- ଚତୁର୍ଥ ଅଭିନେତ୍ରୀ ହେଲେ ଶ୍ରୀ ଦେବୀ । ଶ୍ରୀ ଦେବୀ ବଲିଉଡ ର ଏକ ପ୍ରସିଦ୍ଧ ଏବଂ ସଫଳ ଅଭିନେତ୍ରୀ କିନ୍ତୁ ସେ ମଧ୍ୟ ଅନ୍ୟ ର ଘର ଭାଙ୍ଗି ନିଜ ଘର ବସାଇଛନ୍ତି। ଶ୍ରୀ ଦେବୀ ବଲିଉଡ ର ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ବୋନି କପୂର ଙ୍କୁ ବିବାହ କରିଥିଲେ ଯିଏ ପୂର୍ବରୁ ବିବାହିତ ଥିଲେ ଏବଂ ଏବେ ସେମାନଙ୍କ ର ଦୁଇ ସୁନ୍ଦରୀ କନ୍ୟା ମଧ୍ୟ ଅଛନ୍ତି।

୫- ପଞ୍ଚମ ଅଭିନେତ୍ରୀ ହେଲେ ବଲିଉଡ ର ବେଵୋ ଭାବେ ପରିଚିତ କରିନା କପୂର। ଯିଏ ବଲିଉଡର ଏକ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତ୍ରୀ। କରିନା କପୂର ବଲିଉଡ ର ଅଭିନେତା ସୈଫ ଅଲ୍ଲୀ ଖାନ ଙ୍କୁ ବିବାହ କରିଛନ୍ତି ଯିଏ ପୂର୍ବରୁ ହିଁ ବିବାହିତ ଥିଲେ ଏବଂ ତାଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ବଲିଉଡ ର ଏକ ସଫଳ ଅଭିନେତ୍ରୀ ଅମୃତା ସିଂହ। କିନ୍ତୁ ସେମାନେ ପୂର୍ବରୁ ହିଁ ଛାଡପତ୍ର ନେଇସାରି ଥିଲେ କିନ୍ତୁ ତଥାପି ଏଥିପାଇଁ କରିନା ଙ୍କୁ ହିଁ ଦୋଷୀ ମାନନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button