ଓଡିଶା

Odia Jokes- ପପୁ (ବାପାଙ୍କୁ)- ମମ୍ମୀଙ୍କ ଠାରେ ଏମିତି କଣ ଦେଖିଲ ଯେ ବାହା ହେଇଗଲ ?” ପୁଣି ଯାହା ହେଲା ଶୁଣିଲେ ଆପଣ ବି ହସି ହସି ଗଡିଯିବେ

ବର୍ତ୍ତମାନ ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

1. ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଲା…

ଏହା ପରେ ଝଗଡା ପରଦିନ ସ୍ଵାମୀ ନିଜ ସ୍ତ୍ରୀକୁ କ୍ଷୀର ଗିଲାସ ଦେଲା !

ସ୍ତ୍ରୀ- ନିଜ ଭୁଲର ପଶ୍ଚାତାପ କରିଲ ତ ?

ସ୍ଵାମୀ- ନାହିଁ, ଆଜି ନାଗ ପଞ୍ଚମୀ ତ ନିଅ କ୍ଷୀର ପିଇଦିଅ ।

ସ୍ତ୍ରୀ- ତା ହେଲେ ମୁ କଣ ନାଗୁଣୀ ?

ସ୍ଵାମୀ- ଆଉ ଏହାର କାରଣ କଣ ହୋଇପାରିବ !

2. ଶିକ୍ଷକ ଶ୍ରେଣୀରେ ଛୁଆ ମାନଙ୍କୁ ପଚାରିଲେ…

ଶିକ୍ଷକ- ତାଜ ମହଲରେ ଭରତରେ ପ୍ରେମ ସହ ଜଡିତ ଦ୍ଵିତୀୟ ବଡ ଜିନିଷ କଣ ଅଟେ ?

ପପୁ- ହାତ ଉଠାଇଲା ।

ଶିକ୍ଷକ- କୁହ ପପୁ ?

ପପୁ- ସାର, ରାମ ରହୀମଙ୍କର ଗୁମ୍ଫା !

3. ଆଜି ସକାଳ ସମୟରେ ସ୍ଵାମୀ ଟିକେ ଅଧିକ ଆଧ୍ୟାତ୍ମିକ ହୋଇଗଲା ଓ ଆଖି ବନ୍ଦ କରି ଚିନ୍ତା କରିବାକୁ ଲାଗିଲା…

ମନେ ମନେ କହିଲା- କିଏ ମୁ ? କେଉଁଠୁ ଆସିଛି ? ଓ କାହିଁକି ଆସିଛି ?

ସେହି ସମୟରେ ରୋଷେଇ ଘରୁ ଗୋଟେ ଆବାଜ ଆସିଲା…

-ତମେ ହେଉଛ ଏକ ନମ୍ବର ଅଳସୁଆ । କେଜାଣି କେଉଁ ଦୁନିଆରୁ ମୋ ସମୟକୁ ଖରାପ କରିବା ପାଇଁ ତମେ ଆସିଗଲ । ଶୀଘ୍ର ଉଠ ଆଉ ଏଠିକି ଆସି କାମ କର ।

ସେହି ସମୟରେ ସ୍ଵାମୀ କହିଲା ମୋର ତିନୋଟି ପ୍ରଶ୍ନର ଉତ୍ତର ମୋତେ ମିଳିଗଲା ଓ ମତେ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲା !!

4. ପପୁ ଫାୟାର ବ୍ରିଗେଟ ବାଲାଙ୍କୁ କହିଲା- ଲୋକଙ୍କୁ ଗୋଟେ ପରେ ଗୋଟେ ତଳକୁ ପକାଅ, ମୁ ସେମାନଙ୍କୁ ଧରିଦେବି

ପ୍ରଥମେ ଏକ ପୁଅ ଆସିଲା, ପୁଣି ଏକ ଝିଅ ଆସିଲା, ପରେ ଏକ ଲୋକ ଆସିଲା, ଏହା ପରେ ପୁଣି ଏକ ମହିଳା ଆସିଲା ହେଲେ ପପୁ ସମସ୍ତଙ୍କୁ ଧରିଦେଲା

ଏହା ପରେ ଏକ ନିଗ୍ରୋ କଳା ମଣିଷ ଯେତେବେଳେ ଆସିଲା ସେତେବେଳେ ପପୁ ତାକୁ ଛାଡି ଦେଲା ଓ କହିଲା…

ପପୁ- ଆରେ ଯିଏ ଜଳି ଯାଇଛି ତାକୁ କାହିଁକି ତଳକୁ ପକଉଛ ? ପ୍ରଥମେ ଜିଅନ୍ତା ମଣିଷଙ୍କୁ ପକାଅ ।

5. ଶାଳି-ଭିଣେଇ ଗୋଟେ ଟ୍ରେନରେ ଏକା ସହ ଯାତ୍ରା କରୁଥିଲେ !

ଭିଣେଇକୁ ନିଦ ଆସୁଥିଲା ଓ ଶାଳି ନନ୍ ଷ୍ଟପ କଥା ହେଉଥିଲା !

ସେହି ସମୟରେ ଭିଣେଇ ହଠାତ ନିଜ ଶାଳିକୁ କହିଲା…

ଭିଣେଇ- କଣ ଆଜି ରାତିକୁ ଆମେ ସ୍ଵାମୀ ସ୍ତ୍ରୀଙ୍କ ପରି ବିତାଇ ପାରିବା !

ଶାଳି(ଲାଜ କରି)- ଯାହା ତମର ଇଛା !

ଭିଣେଇ- ତା ହେଲେ ଫାଲ୍ତୁ କଥା ବନ୍ଦ କର ଶୀଘ୍ର ସୋଇପଡ !

6. ମମ୍ମୀ ଠାରୁ ମା-ଡ ଖାଇ ପପୁ କାନ୍ଦି କାନ୍ଦି ଆସିଲା ଓ ବାପାକୁ କହିଲା

“ବାପା ତୁମେ ମମ୍ମୀଙ୍କ ଠାରେ ଏମିତି କଣ ଦେଖିଲ ଯେ ବାହା ହେଇଗଲ ?”

ବାପା- ତା ଗାଲରେ ଥିବା ଛୋଟ କଳାଜାଇ

ପପୁ – କମାଲ ଅଟେ… ଏତିକି ଛୋଟିଆ ଜିନିଷଟେ ପାଇଁ ଏତେ ବଡ ସମସ୍ୟାକୁ ଡାକି ଆଣିଲ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button