ଜୀବନଶୈଳୀ

ମୋ ଛୁଆ କୁ ମା-ରି ସାରିଲେଣି କହୁଛନ୍ତି ଭଗବାନ ଙ୍କ ଉପରେ ଭରଷା କର ! ମୁଁ ମୋ ଛୁଆ କୁ ଶବ ରୁମରେ ଦେଖିବାକୁ ଚାହୁଁଛି…ଦେଖନ୍ତୁ special Report !

ବର୍ତ୍ତମାନ ଦେଶରେ କରୋନା ମହାମାରୀ ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରିବା ସହ ଆତଙ୍କ ମଧ୍ୟ ସୃଷ୍ଟି କରିଛି ଏହାର କାରଣ କଣ କେହି ଜାଣି ପାରୁ ନାହାଁନ୍ତି । ତେବେ କଣ ଜଣେ ରୋଗୀ ଯଦି ହସ୍ପିଟାଲ ରେ ଭର୍ତ୍ତି ହେଉଛି ତାର ଘର ଲୋକଙ୍କୁ ଭିତରକୁ ଯାଇ ତାକୁ ଦେଖିବା ଅଧିକାର ନାହିଁ ?

ଯଦି ନାହିଁ ତେବେ କଣ ପାଇଁ ? ସେଷ ଦର୍ଶନ ମଧ୍ୟ କରିବା ପାଇଁ ଦିଆ ଯାଉ ନାହିଁ ରୋଗୀଙ୍କ ଘର ଲୋକଙ୍କୁ ? ଏଭଳି ଏକ ଘଟଣା ଘଟିଛି ନୟାଗଡ ଜିଲ୍ଲାରେ । ତେବେ ଆସନ୍ତୁ ଜାଣିବା । ନୟାଗଡ ଜିଲ୍ଲା ଚାନ୍ଦିପୁର ଥା-ନା-ରେ ଲିଖିତ ଏ-ତେ-ଲା ଦେଲେ ପରିବାର ଲୋକ ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥା-ନା କୁହୁଡି ଗାଁ ର ଯଦୁମଣି ଜେନାଙ୍କ ୨୦ ବର୍ଷୀୟ ପୁଅ ଯଶୋବନ୍ତ ଜେନା ଗତ କିଛି ଦିନ ଧରି ଚାନ୍ଦିପୁର ମେଡିକାଲ ରେ ଚିକିସ୍ଛିତ ହେଉଥିଲେ । ତାଙ୍କ ପରିବାର ଲୋକମାନଙ୍କୁ ହସ୍ପିଟାଲ ରେ କାମ କରୁଥିବା କର୍ମଚାରୀ ପିଲା ଠିକ ହେବାରେ ଲାଗିଛି ବୋଲି ମତ ଦେଇଥିଲେ । ଏହା ପରେ କହିଥିଲେ କି ରୋଗୀଙ୍କର ଫୁସ ଫୁସ ର ଇନଫେକସନ ଅଛି ଆମେ ଏହାର ପ୍ରତେକ ଯତ୍ନ ନେଉଛୁ ।

ରୋଗୀଙ୍କ ପିଇସି ପଚାରିଥିଲେ କି “ଆପଣଙ୍କ ଏଠାରେ କଣ ବ୍ୟବସ୍ଥା ଅଛି କି ଯାହା ଦ୍ଵାରା ଆପଣ ଇନଫେକସନ କୁ ଜାଣି ପାରିଲେ ।  ଏଭଳି କିଛି ଜାଣିବା ପାଇଁ ଯଦି ଅଛି ଆମେ ରିପୋର୍ଟ ଚାହୁଁ”, ମାତ୍ର ତାଙ୍କୁ କୁହା ଯାଇଥିଲା କି କୋଭିଡ ରୋଗୀଙ୍କ ରିପୋର୍ଟ ନଥାଏ । ହସପିଟାଲରେ ପରୀକ୍ଷା କରି ସେମାନେ ଜାଣି ପାରିଥିଲେ କି ଫୁସ ଫୁସ ରେ ଇନଫେକସନ ଅଛି ବୋଲି । ଏହା ପରେ କହିଥିଲେ କି ରୋଗୀଙ୍କ ଦେହରେ ଅକ୍ସିଜେନ ପରିମାଣ ୮୦% ରୁ ୮୪% ମଧ୍ୟରେ ଅଛି ଓ ତାଙ୍କର ବିପି ମଧ୍ୟ ଠିକ ଅଛି ।

ଏହିସବୁ ଘଟଣା ହେଉଛି ୧.୩୦ ମିନିଟ ଦିହିପର ଘଟଣା । ମାତ୍ର ଏହାପରେ ତାଙ୍କ ପିଇଶି ଙ୍କୁ ହସ୍ପିଟାଲ ରୁ ଫୋନ ଯାଇଥିଲା ୩.୩୦ ମିନିଟ ରେ କି ଆପଣଙ୍କ ପିଲା ମାନେ ଯଶୋବନ୍ତ ଜେନା ଆଉ ଦୁନିଆରେ ନାହାନ୍ତି ଏହା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ପରିବାର ଲୋକମାନେ କିଭଳି ବିଶ୍ଵାସ କରିବେ କି କିଛି ସମୟ ତଳେ ଠିକ ଥିବା ପିଲା ଅଭି ଆଉ ଦୁନିଆରେ ନାହିଁ ।

ପରିବାର ଲୋକଙ୍କର ଅ-ଭି-ଯୋ-ଗ ରହିଛି ଯେ ଡାକ୍ତରଖାନା ରେ ଛୁଆକୁ ସେମାନେ ମା-ରି ଦେଇଛନ୍ତି । ଏଭଳି ସନ୍ଦେହ ଜନକ ପରୋପଲୋକରେ ଅ-ଙ୍ଗ ଚୋ-ରୀ ଉଦେଶ୍ୟ ଥିବାର ଘର ଲୋକମାନେ ସ-ନ୍ଦେ-ହ କରୁଛନ୍ତି ଓ ନିଜ ପିଲାକୁ ଦେଖିବା ପାଇଁ ଦାବି ରଖିଛନ୍ତି । ପରିବାର ଲୋକ ଙ୍କର ଅ-ଭି-ଯୋ-ଗ ଯେ ସେମାନେ ଛୁଆ କୁ ମା-ରି-ସା-ରିଲେ-ଣି କିନ୍ତୁ ପ୍ରେସର ପଡିବାରୁ ସେ ଡେରି ରେ ଆମକୁଜଣାଇଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button