ଜୀବନଶୈଳୀ

ମୃ-ତ୍ୟୁ ର କିଛି ଦିନ ପୂର୍ବରୁ ଚାହିଁ କି ବି ଝିଅଙ୍କ ସହିତ ଦେଖା କରି ପାରିନଥିଲେ Rohit, ପତ୍ନୀ ସେୟାର କଲେ ଏମିତି ଫଟୋ, ଯାହାକୁ ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ବନ୍ଧୁଗଣ ଦେଶରେ ଲୋକପ୍ରିୟ ପତ୍ରକାର ରୋହିତ ସର୍ଦାନାଙ୍କ ଦେ-ହା-ନ୍ତକୁ ୧ ମାସରୁ ଅଧିକ ସମୟ ହୋଇସାରିଛି । ହେଲେ ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତଙ୍କୁ ଭୁଲେଇ ପାରୁ ନାହାନ୍ତି ।

ରୋହିତ ନିଜ ସୁନ୍ଦର କାମ ଦ୍ଵାରା ନିଜ ଜୀବନରେ ବହୁତ ବଡ ସଫଳତା ପାଇଥିଲେ । କରୋନା ମହାମାରୀରେ ସଂକ୍ରମିତ ହୋଇ ସେ ନିଜ ପ୍ରାଣ ହରାଇଥିଲେ । ବନ୍ଧୁଗଣ ରୋହିତଙ୍କ ଦେ-ହା-ନ୍ତ ଖବର ଜାଣି ସମସ୍ତ ଲୋକ ବହୁତ ଦୁଃଖ ଅନୁଭବ କରିଥିଲେ । ରୋହିତଙ୍କ ଦେ-ହା-ନ୍ତ ପରେ ସୋସିଆଲ ମିଡିଆରେ ତାଙ୍କର କେତେକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଗତ କିଛି ସମୟ ହେବ ରୋହିତଙ୍କ ପତ୍ନୀ ରୋହିତ ଓ ତାଙ୍କ ଝିଅର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଫଟୋରେ ରୋହିତ ଓ ତାଙ୍କ ଝିଅ ମଧ୍ୟରେ କିଛି ଦୂରତା ଅଛି । ଚାହିଁ କି ରୋହିତ ତାଙ୍କ ଝିଅ ସହ ମିଶି ପାରୁ ନାହାନ୍ତି ଓ ତାଙ୍କ ଝିଅ ମଧ୍ୟ ବାପା ପାଇଁ ତରସୁଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଫଟୋଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଫଟୋଟି ହେଉଛି ସେତେବେଳର ଯେତେବେଳେ ରୋହିତ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ । କରୋନାରେ ଚିହ୍ନଟ ହେବ ପରେ ସେ ନିଜ ଘରେ ରହି ଚିକିତ୍ସା ନେଉଥିଲେ । ସେହି ସମୟରେ ସେ ନିଜ ଝିଅ ଓ ନିଜ ପତ୍ନୀଙ୍କ ସହ ମିଶି ପାରୁ ନଥିଲେ । ଏହି ଫଟୋରେ ରୋହିତ ବେଡ ଉପରେ ବସିଛନ୍ତି, ସେହି ସମୟରେ ଖିଡିକି ବାହାରୁ ତାଙ୍କର ଛୋଟ ଝିଅ ତାଙ୍କୁ ଦେଖୁଛି । ସେହି ସମୟରେ ବାପା ଝିଅ ପରସ୍ପରକୁ ଦେଖୁଛନ୍ତି ।

ଫଟୋରେ ରୋହିତ ନିଜ ଝିଅ ଆଡକୁ ଆଙ୍ଗୁଠି ଦ୍ଵାରା ଇସାରା କରୁଥିବାର ନଜର ଆସୁଛନ୍ତି । ରୋହିତଙ୍କ ପତ୍ନୀ ପ୍ରମିଳା ଦୀକ୍ଷିତ ଏହି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ପ୍ରମିଳା ଲେଖିଛନ୍ତି ଯେ-‘ମୋର ଏହି ନଜର ତୋ ଉପରୁ କେବେହେଲେ ହଟିବା ନାହିଁ, ତୁ ହେଉଛୁ ମୁ ଛାଇ, ଛାଇରେ ବି ମୋ ନଜର ଦୂର ହେବ ନାହିଁ । ସେହି କ୍ଵାରେଣ୍ଟାଇନ ଯାହା ଶେଷ ହେଲା ହି ନାହିଁ’ । ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋଟିରେ ଅନେକ ଲୋକ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । କେତେକ ଲୋକ ଏହି ଫଟୋକୁ ଦେଖି ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।

ବନ୍ଧୁଗଣ ରୋହିତ ଓ ପ୍ରମିଳା ବିବାହ ପୂର୍ବରୁ ସମ୍ବନ୍ଧରେ ଥିଲେ ଓ ଏହି ଦୁଇଜଣ ପ୍ରେମ ବିବାହ କରିଥିଲେ । ନିଜ ସ୍ଵାମୀଙ୍କ ଦେ-ହା-ନ୍ତ ପରେ ପ୍ରମିଳା ଅଧିକାଂଶ ସମୟ ସୋସିଆଲ ମିଡିଆରେ ରୋହିତଙ୍କ ଫଟୋ ସେୟାର କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button