ସମସ୍ତଙ୍କ ଆଖି ଆଗରେ କାର ଭିତରୁ ଉଠାଇ ନେଲେ ଯୁବକଙ୍କୁ, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ ରାଜଧାନୀ ର ରାଜ ରାସ୍ତା ରେ ହାଇ ଭୋଲ୍ଟେଜ ଡ୍ରାମା । ଫିଲ୍ମ ଷ୍ଟାଇଲ ରେ ଯୁବକ କୁ ଅ-ପ-ହ-ର-ଣ କଲେ ଦୁ-ର୍ବୁ-ତ୍ତ । ରାଜଧାନୀ ରେ ଲାକଡାଉନ ଥାଇ ମଧ୍ୟ ମଧ୍ୟାହ୍ନ ରେ ଏହି ଡ୍ରାମା କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ।
ଭୁବନେଶ୍ୱର ର ଡେଲଟା ଛକ ନିକଟରେ ଘ-ଟି-ଛି ଏଭଳି ଘ-ଟ-ଣା । ଏହି ଭିଡିଓ ଟି ଏବେ ଭାଇରାଲ ମଧ୍ୟ ହେଉଛି ଭିଡିଓ ରେ ଜଣେ ଯୁବକ କୁ ତିନି ଜଣ ଦୁ-ର୍ବୁ-ତ୍ତ ଅ-ପ-ହ-ର-ଣ କରୁଛନ୍ତି । ଜୋ-ର ଜ-ବ-ର-ଦ-ସ୍ତ ଯୁବକ କୁ କାର ଭିତରକୁ ପୁରେଇ ବାକୁ ଚେଷ୍ଟା କରୁଛନ୍ତି । ଜଣେ ପ୍ରତ୍ୟକ୍ଷ ଦର୍ଶୀ ଙ୍କ ଅନୁସାରେ ସନ୍ଧ୍ୟାରେ ସାଢ଼େ ପାଞ୍ଚ ଟା ସମୟରେ କିଛି ଯୁବକ ଜଣେ ବ୍ୟକ୍ତି କୁ ଗାଡି ରୁ ସେହି ଯୁବକ କୁ କାର ଭିତରକୁ ନେବା ପାଇଁ ଚେଷ୍ଟା କରିଥିଲେ ।

ସେହି ତିନିଜଣ ଯୁବକ କୁ ଜୋ-ର ଜ-ବ-ର-ଦ-ସ୍ତ କାର ଭିତରେ ପୁରାଇ କେଉଁ ଆଡେ ନେଇ ଚାଲିଗଲେ । ସ୍ଥାନୀୟ ଲୋକ ମାନେ ସେହି ଯୁବକ କୁ ର-କ୍ଷା କରିବା ପାଇଁ ଉଦ୍ୟମ କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଘ-ଟ-ଣା ସ୍ଥଳ ରେ ଅ-ପ-ହ-ର-ଣ ହୋଇଥିବା ବ୍ୟକ୍ତି ଙ୍କ ଗୋଟିଏ ଜୋତା ପଡ଼ି ରହି ଥିବାର ଦେଖିବାକୁ ମିଳିବ । ଘ-ଟ-ଣା ଘ-ଟି-ବା ପରେ ସେହି ସ୍ଥାନରେ ପୋ-ଲି-ସ ଆସି ନିଜର ତ-ଦ-ନ୍ତ ଆରମ୍ଭ କରିଛନ୍ତି ।

ଖବର ନେବା ପରେ ଜଣା ଯାଇଛି ଯେ ଅ-ପ-ହ-ର-ଣ କରା ଯାଇଥିବା କାର ଟି ସଂଯୁକ୍ତ ପରିଜନ ଙ୍କ ନାମ ରେ ରହିଛି । ତେବେ ଯୁବକ କୁ କଣ ପାଇଁ ଅ-ପ-ହ-ର-ଣ କରାଯାଇଛି ଏବଂ ଅ-ପ-ହ-ର-ଣ କରିଥିବା ତିନିଜଣ ଯୁବକ ଗୁଡିକ କିଏ ପୋ-ଲି-ସ ଏବେ ଅଧିକ ତ-ଦ-ନ୍ତ କରୁଛନ୍ତି ।
ତେବେ ରାଜଧାନୀ ରେ ରାଜରାସ୍ତାରେ ଏହି ଭଳି ଘ-ଟ-ଣା ଘ-ଟି-ବା ପରେ ଲୋକମାନେ ଏବେ ଆ-ତ-ଙ୍କି-ତ ଅଛନ୍ତି ଏବଂ ନିଜକୁ ଏବେ ସୁ-ର-କ୍ଷି-ତ ମଧ୍ୟ ଭାବି ପାରୁ ନାହାଁନ୍ତି ।



