ଓଡିଶା

Odia Jokes- ଗୋଟେ ଦିନ ସ୍ଵାମୀ ଲୁଚିକି ନିଜ ଚାକରଣୀକୁ କିସ କରୁଥିଲା, ତୁମେ ତ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର, ଚାକରାଣୀ-କିନ୍ତୁ ଡ୍ରାଇଭର ତ କହୁଥିଲା…

ବନ୍ଧୁଗଣ ଆଜିକାଲିର ଦୁନିଆରେ ଲୋକମାନେ ନିଜ କାମ ପାଇଁ ବହୁତ ବ୍ୟସ୍ତରେ ରହୁଛନ୍ତି । ବ୍ୟସ୍ତବହୁଳ ଜୀବନ ପାଇଁ ଲୋକ ମାନେ ନିଜକୁ ମଧ୍ୟ ସମୟ ଦେଇପାରୁ ନାହାନ୍ତି । ସାଧାରଣତଃ ସମସ୍ତ ଲୋକ ନିଜ କାମକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ଯାହାଫଳରେ ସେମାନଙ୍କ ମୁହଁରୁ ଖୁସି ରହୁନାହିଁ ।

ବନ୍ଧୁଗଣ ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ ଆପଣଙ୍କ ମୁହଁରେ କିଛି ଖୁସି ଆଣିବା ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଆମର ଏହି ମଜାଦାର ଓଡିଆ ଜୋକ୍ସକୁ ପଢିଲେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ସ୍ଵାମୀ ସ୍ତ୍ରୀ ଆଗ୍ରା ଯାଉଥିଲେ ଯେଉଁଠି ଗୋଟେ କୂଅ ଅଛି

ଏହି କୂଅରେ ଟଙ୍କା ପକାଇଲେ ମନର ସବୁ ଇଛା ପୂରଣ ହୁଏ ।

ସ୍ଵାମୀ ସେହି କୂଅରେ ଏକ ଟଙ୍କାର ମୁଦ୍ରା ପକାଇଲା ଓ ତା ପଛରେ ସ୍ତ୍ରୀ ମଧ୍ୟ ଏକ ଟଙ୍କାର ମୁଦ୍ରା ପକାଇଲା

ସ୍ତ୍ରୀ ଟଙ୍କା ପକାଉଥିବା ସମୟରେ ଗୋଡ ଖସିଯିବାରୁ ସେ କୂଅରେ ପଡିଗଲା ।

ସ୍ଵାମୀ ଆଖିରୁ ଲୁହ ଝରିଗଲା ଓ ସେ କହିଲା- କଣ ଏତେ ଶୀଘ୍ର ମୋର ଇଛା ପୂରଣ ହେଇଗଲା !

୨. ମାଲିକ ନିଜ ଚାକରକୁ କହିଲା ମାଛି ମା-ରି-ବା-କୁ… ହେଲେ ଚାକର ଅଳସ ରେ ପଡି ରହିଲା

କିଛି ସମୟ ପରେ ଯେତେବେଳେ ମାଲିକ ଆସି ଦେଖିଲା ସେତେବେଳେ ମଧ୍ୟ ମାଛି ମାନେ ବୁଲୁଥିଲେ

ମାଲିକ- କଣ ମାଛି ମାନଙ୍କୁ ମା-ରି-ଲୁ ନା ନାହିଁ ।

ଚାକର- ବାବୁ, ମୁ ତ ମାଛି ମାନଙ୍କୁ କେବେଠାରୁ ମା-ରି-ସା-ରିଛି ।

ମାଲିକ- ତା ହେଲେ ଏ ସବୁ କଣ ?

ଚକାର- ଏମାନେ ହେଉଛନ୍ତି ସେହି ମାଛି ମାନଙ୍କର ବିଧବା

୩. ସ୍ତ୍ରୀ ରୋଷେଇ ଘରେ ରୁଟି ବନାଉ ଥିବା ସମୟରେ ସ୍ଵାମୀ ସ୍ତ୍ରୀ ପାଖକୁ ଯାଇ କହିଲା…

ସ୍ଵାମୀ- ତମେ ଏ କଣ କରୁଛ ? ଆରେ ଏମିତି ଓଲଟାଅ ନାହିଁ ଏମିତି କରିଲେ ରୁଟି ଜଳି ଯିବ ! ଜଲ୍ଦି କର ରୁଟି ଜଳି ଯିବ !

ସ୍ତ୍ରୀ ରାଗିକି- ତମେ ମତେ ଶିଖେଇବ ରୁଟି କେମିତି ବନେଇବି ?

ସ୍ଵାମୀ ହସିକି- ଆରେ ମୁ ତ ଖାଲି ଏତିକି କହୁଛି, ମୁ ଯେତେବେଳେ ଡ୍ରାଇଭିଙ୍ଗ କରି ଅଫିସକୁ ଯାଏ ତମେ ସେତେବେଳେ ମତେ କୁହ ତ ମତେ କେମିତି ଲାଗେ…

୪. ସ୍ତ୍ରୀ ଅଫିସରୁ ବହୁତ ଶୀଘ୍ର ଘରକୁ ଆସିଲା ଓ ବେଡରୁମ ଖୋଲି ଦେଖିଲା କମ୍ବଳ ଭିତରେ ଦୁଇଟି ଜାଗାରେ ୪ଟି ଗୋଡ ।

ସେତେବେଳେ ସ୍ତ୍ରୀ ଆଉ କିଛି ନ ପଚାରି ସେହି କମ୍ବଳ ଭିତରେ ଥିବା ଲୋକଙ୍କୁ କ୍ରିକେଟ ବ୍ୟାଟରେ ପିଟି ଚାଲିଲା ।

ପିଟିବା ପରେ ସ୍ତ୍ରୀ ପାଣି ପିଇବା ପାଇଁ ବାହାରକୁ ଗଲା ସେତେବେଳେ ବାଲ୍କୁନୀ ଉପରେ ତାର ସ୍ଵାମୀକୁ ମଗାଜିନ ପଢୁଥିବାର ଦେଖିଲା ।

ସ୍ଵାମୀ- ଆରେ ତୁମ ଭାଇ ଓ ଭାଉଜ ଆସିଛନ୍ତି ଆମ ଘରକୁ… ମୁ ସେମାନଙ୍କୁ ବେଡରୁମରେ ଶୋଇବାକୁ କହିଥିଲି ଯାଅ ତାଙ୍କୁ ଦେଖା କରିନିଅ !!

୫. ପପୁ ଫାୟାର ବ୍ରିଗେଟ ବାଲାଙ୍କୁ କହିଲା- ଲୋକଙ୍କୁ ଗୋଟେ ପରେ ଗୋଟେ ତଳକୁ ପକାଅ, ମୁ ସେମାନଙ୍କୁ ଧରିଦେବି

ପ୍ରଥମେ ଏକ ପୁଅ ଆସିଲା, ପୁଣି ଏକ ଝିଅ ଆସିଲା, ପରେ ଏକ ଲୋକ ଆସିଲା, ଏହା ପରେ ପୁଣି ଏକ ମହିଳା ଆସିଲା ହେଲେ ପପୁ ସମସ୍ତଙ୍କୁ ଧରିଦେଲା

ଏହା ପରେ ଏକ ନିଗ୍ରୋ କଳା ମଣିଷ ଯେତେବେଳେ ଆସିଲା ସେତେବେଳେ ପପୁ ତାକୁ ଛାଡି ଦେଲା ଓ କହିଲା…

ପପୁ- ଆରେ ଯିଏ ଜଳି ଯାଇଛି ତାକୁ କାହିଁକି ତଳକୁ ପକଉଛ ? ପ୍ରଥମେ ଜିଅନ୍ତା ମଣିଷଙ୍କୁ ପକାଅ ।

୬. ଆଜି ସକାଳ ସମୟରେ ସ୍ଵାମୀ ଟିକେ ଅଧିକ ଆଧ୍ୟାତ୍ମିକ ହୋଇଗଲା ଓ ଆଖି ବନ୍ଦ କରି ଚିନ୍ତା କରିବାକୁ ଲାଗିଲା…

ମନେ ମନେ କହିଲା- କିଏ ମୁ ? କେଉଁଠୁ ଆସିଛି ? ଓ କାହିଁକି ଆସିଛି ?

ସେହି ସମୟରେ ରୋଷେଇ ଘରୁ ଗୋଟେ ଆବାଜ ଆସିଲା…

-ତମେ ହେଉଛ ଏକ ନମ୍ବର ଅଳସୁଆ । କେଜାଣି କେଉଁ ଦୁନିଆରୁ ମୋ ସମୟକୁ ଖରାପ କରିବା ପାଇଁ ତମେ ଆସିଗଲ । ଶୀଘ୍ର ଉଠ ଆଉ ଏଠିକି ଆସି କାମ କର ।

୭. ସ୍ଵାମୀ ତା’ ଚାକରାଣୀ କୁ ଭଲପାଉଥିଲେ

ଗୋଟେ ଦିନ ଲୁଚିକି ଚାକରଣୀକୁ

କିସ କରୁଥିଲେ

ସ୍ଵାମୀ: ତୁମେ ତ ମୋ ସ୍ତ୍ରୀ ଠାରୁ ଅଧିକ ସୁନ୍ଦର

ଚାକରାଣୀ:ମିଛ କୁହନ୍ତୁ ନହିଁ

ସ୍ଵାମୀ: ନା ସତ କହୁଛି

ଚାକରାଣୀ:ଆଚ୍ଛା ଡ୍ରାଇଭର ତ କହୁଥିଲା ମାଲିକିଆଣୀ ବହୁତ ସୁନ୍ଦର

ସ୍ଵାମୀ ବେହୋସ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button