ମୁଖ୍ୟ ମନ୍ତ୍ରୀ Naveen Patnaik ଙ୍କୁ ଏମିତି କିଛି କହିଲେ Papu Pom Pom ଙ୍କ ଝିଅ, ଶୁଣିଲେ ଆପଣ ଆପଣ ମୁଣ୍ଡରେ ଦେବେ ହାତ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଛୋଟ ଝିଅ ଟି ସେହି ଭିଡିଓ ରେ ତାର ଶିକ୍ଷା କୁ ନେଇ ସରକାର ଙ୍କୁ କିଛି କହୁଛି ଏବଂ ସେହି କଥାଟି କୁ ଆପଣ ମାନେ ଶୁଣିଲେ ହସି ହସି ଗଡ଼ିଯିବେ ।
ଆଜ୍ଞା ବନ୍ଧୁଗଣ ଏହି ଛୋଟ ଝିଅ ଟି ର ବାପା ଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଯିଏ ନିଜ କମେଡ଼ି ମାଧ୍ୟମରେ ଦର୍ଶକ ଙ୍କ ମନୋରଞ୍ଜନ କରନ୍ତି । ତେବେ ଆସନ୍ତୁ ଜାଣିବା କିଏ ଅଟନ୍ତି ଏହି ବାପ ଝିଅ । ବନ୍ଧୁଗଣ ଏହି ଛୋଟ ଝିଅ ଟି ଅନ୍ୟ କେହି ନୁହେଁ ବରଂ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ଝିଅ । ଆପଣ ମାନେ ପପୁ ପମପମ୍ ଙ୍କୁ ଅନେକ ଚଳଚ୍ଚିତ୍ର ତଥା ରିଆଲିଟି ସୋ ରେ ଦେଖିଥିବେ ।

ସେ ନିଜ କମେଡ଼ି ମାଧ୍ୟମରେ ଦର୍ଶକ ମାନଙ୍କ ର ପ୍ରିୟ ହୋଇ ପାରିଛନ୍ତି । ଆପଣ ମାନେ ତ ଜାଣିଥିବେ ଯେ, ପପୁ ପମପମ୍ ଙ୍କ ଜଣେ ଝିଅ ଅଛି ଏବଂ ତାଙ୍କ ନାମ ହେଉଛି ଆଦିପ୍ତୀ ଶତପଥୀ । ତେବେ ଏହି କୁନି ଝିଅ ଟି ନିଜ ବାପା ଙ୍କ କମେଡ଼ି ର ସବୁ ରେକର୍ଡ ଭାଙ୍ଗିଦେଲା ମାତ୍ର ଅଳ୍ପ କିଛି ସେକେଣ୍ଡ ର ଭିଡିଓ ରେ । ପପୁ ପମପମ୍ ଙ୍କ ଝିଅ ଜଣେ ଛାତ୍ରା ହିସାବ ରେ ସରକାର ଙ୍କୁ ଏଭଳି କିଛି କହିଛନ୍ତି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ସେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କହିଛନ୍ତି ଯେ, ” ନବୀନ ପଟ୍ଟନାୟକ ଅଙ୍କଲ ନମସ୍କାର, ମୁଁ ଆଦିପ୍ତୀ ଶତପଥୀ । ମୁଁ ଜାଣିଲି ଯେ ଆପଣ କେତେ କଷ୍ଟ ଭୋଗ କରୁଛନ୍ତି ଏହି କୋରନା କାଳ ରେ, ମୁଁ ଜଣେ ଷ୍ଟୁଡେଣ୍ଟ ହିସାବରେ ରେ କହୁଛି ଯେ, ଯଦି ଆମର ସ୍କୁଲ ବନ୍ଦ କରିବାର ଅଛି ତେବେ ବନ୍ଦ କରି ଦିଅନ୍ତୁ । ଆମେ ଆମ ଶିକ୍ଷା କୁ ବଳିଦାନ କରି ଦେଉଛୁ । ୧୦ ବର୍ଷ ହେଉ ଅଥବା ୧୫ ବର୍ଷ ଯେତେ ଦିନ ହେଲେ ମଧ୍ୟ ଆମେ ସହିଯିବୁ । ଆମେ ଆପଣଙ୍କୁ ହେଲ୍ପ କରିବାକୁ ଚାହୁଁଛୁ । ”
ଆଜ୍ଞା ହଁ ବନ୍ଧୁଗଣ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମପମ୍ ଙ୍କ ଝିଅ ଏଭଳି କିଛି କହିଛନ୍ତି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ । ଏହି ଭିଡିଓ ଟି କୁ ପପୁ ପମପମ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଖୁବ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି ।



