ଶିକ୍ଷା

June 17 ରୁ ନବମ ଓ ଦଶମ ଶ୍ରେଣୀ ପାଠପଢା, ପ୍ରତିଦିନ ହେବ ୪ଟି ପିରିୟଡ଼

ଅନେକ ଜୀବିକା ଚାଲି ଯାଇଥିଲା । ଏହା ପରେ ଦେଖିବବା ପାଈଁ ଗଲେ ଜାଣି ହେବକୀ । ଯେଉଁ ମାନେ ଉଚ୍ଚ ମାଧ୍ଯମିକ ଶ୍ରେଣୀରେ ରହିଥିଲେ । ସେମାନେ ଖୁବ ଅଧିକ ପରିମାଣରେ ଆଘାତ ପାଇଛନ୍ତି । କାରଣ ବର୍ଷ ଆରମ୍ଭରୁ ସେମାନେ ଘରେ ରହି ପାଠ ପଢି ଥିଲେ ଯାହା ଦ୍ଵାରା ସ୍କୁଲ ଅନଲାଇନ କ୍ଳାସ  କରାଇ ଥିଲା । ମାତ୍ର ଏହାର ଫାଇଦା ସମଭିଙ୍କୁ ହୋଇ ନଥିଲା ।

ଯେଉଁ ଗାଁ ମାନଙ୍କରେ ଅତି ନେଟ ଅସୁବିଧା ହଉଥିଲା ସେମାନେ ବର୍ଷକ ଯକାର ପାଠ ପାଢୀ ନାହାନ୍ତି କହିଲେ ଚଳିବ । କାରଣ କେବେ ବାତ୍ୟା ତ କେବେ ଲାଇନ ନଥିବା ଅସୁବିଧା । କେତେବେଳେ ପଇସା ସମସ୍ଯା ଆଗକୁ ଆସିଥିଲା । ତେବେ ଏଭଳି ଅଭାବନିୟ ପରିସ୍ଥିତି ରେ ଖୁବ ଅଧିକ ପିଲା ମାନେ ନିଜ ନିଜ ମତ ରଖୀ କହିଥିଲେ କି କିଛି ଦିନ ଅଫଲାଇ କ୍ଳାସ ହେବା ପରେ ପରୀକ୍ଷା ଦେବା ପାଇଁ ମାତ୍ର ଏହା ମଧ୍ୟ ସୁଫଳ ଆଣି ପାରି ନଥିଲା ।

ତେଣୁ କାରୀ ଏହି ପରିକ୍ଷାକୁ ଚଳିତ ବର୍ଷ ବନ୍ଦ ରକ୍ଷା ଯାଇଥିଲା । ଏହା ପରେ ଦ୍ଵାଦଶ ଶ୍ରେଣୀର ପିଲା ମାନଙ୍କ ସହ ମଧ୍ୟ ଏଭଳି କିଛି ହୋଇ ଥିଲା ପିଲା ମାନେ ସଠିକ ଭାବେ ପାଠ ନ ପାଢୀ ପାରିବାରୁ ଏହାକୁ ମଧ୍ୟ ରଦ୍ଧ କରାଗଲା । ଏବେ କିନ୍ତୁ ଏହାକୁ ନେଇ ସରକାର ଖୁବ ସଚେତନ ତେଣୁ କରି ନବମ ଓ ଦଶମ ଶ୍ରେଣୀର ପିଲା ମାନଙ୍କୁ ଜେଭଳି ଭାବେ ପଢାରେ ଅସୁବିଧା ନ ହୁଏ ସେଥି ପାଇଁ ଉପାୟ ଚିନ୍ତା କରା ଯାଇଛି ଆସନ୍ତା ୧୭ ତାରିଖରୁ ୟୁ ଟ୍ଯୂବ ଲାଇଭ ଦ୍ଵାରା କ୍ଳାସ କରାଯିବ ବୋଲି କୁହା ଯାଇଛି ।

ପ୍ରତେକ ଶ୍ରେଣୀର ବିଷୟ ପାଇଁ ୨୦ ଟି ପିରିଅଡ ରହିବ ବୋଲି କୁହା ଯାଇଛି । ପ୍ରତେକ ଦିନ ୧୦.୪୫ ରୁ ୧.୦୦ ଯାଏ କ୍ଳାସ ହେବା ପାଇଁ କୁହା ଯାଇଛି । ତେବେ ସମସ୍ତ ଜିଲା ପାଇଁ ଏହାକୁ ଆନୁଶାଙ୍ଗିକ ଭାବେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ । ଏହା ସହ ମାଟ୍ରିକ ପରୀକ୍ଷାର ମୂଲ୍ୟାଙ୍କନ ଖୁବ ଜୋରସେ ଚାଲିଥିବା ବେଳେ ଏହା ର ଫଳା ଫଳ ଖୁବ ଜଲ୍ଦି ଆସିବ । ଏହା ସହ ଦ୍ଵାଦଶ ଶ୍ରେଣୀ ର ପିଲା ମାନଙ୍କ ପାଇ ମଧ୍ୟ ଫଳା ଫଳ ଖୁବ ଜଲ୍ଦି ବାହାରି ଜୀବ ବୋଲି ସୂତ୍ରରୁ ଜଣା ପଡିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button