କ୍ରାଇମ

ଦେଖନ୍ତୁ Video: ପୋ-ଲି-ସ ଛଡେଇନେଲା ମାଆ କୋଳରୁ ଛୁଆ, ଅନଲାଇନ ରେ 50,000 ରେ କଲେ ବିକ୍ରି, ଶୁଣନ୍ତୁ କାନ୍ଦି କାନ୍ଦି କେମିତି ଗୁହାରି କରୁଛନ୍ତି ଏହି ଅସହାୟ ଦମ୍ପତ୍ତି

ନମସ୍କାର ବନ୍ଧୁଗଣ ଆପଣ ନିଶ୍ଚିତ କିଛି ଅଦ୍ଭୁତ ଘଟଣା ଶୁଣୁ ଥିବେ ଏବଂ ଦେଖୁଥିବେ ମଧ୍ୟ । କାରଣ ଟିଭି ରେ ଫୋନ ରେ ଖବର କାଗଜ ଯେଉଁଠି ପଢିବେ ଆପଣ ଙ୍କୁ ନିଶ୍ଚିତ କିଛି ନା କିଛି ଅଦ୍ଭୁତ ଘଟଣା ମାନ ସବୁ ଦେଖିବା ପାଇଁ ମିଳିଥାଏ ।

ତେବେ ସେହି ଭଳି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ ର ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି । ଜଣେ ମାଆ ଙ୍କ କୋଳ ରୁ ପୁଅ କୁ ଛଡେଇ ତାକୁ ଅନଲାଇନ ରେ ୫୦ହଜାର ଟଙ୍କା ରେ ବିକିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିନେବା ଏହି ଘଟଣା ର ସତ୍ୟତା ବିଷୟରେ । ପଟିଆ ପାଖରେ ଥିବା ଜଣେ ପୂଜାରୀ ତାଙ୍କର ସମସ୍ତ ଵଂଶ ମନ୍ଦିର ରେ ପୂଜା କରନ୍ତି । ତେବେ ସେହି ପଟିଆ ପାଖରେ ସେ ଏକ ଛୋଟ ଦୋକାନ ମଧ୍ୟ ଅଛି ।

ତେବେ ଯେତେବେଳେ ସେହି ଦୋକାନ କୁ ସେ ଏବଂ ତାଙ୍କ ସ୍ତ୍ରୀ ଯାଇଥିଲେ ସେତେବେଳେ ତାଙ୍କ ଦୋକାନ ଆଗରେ ଏକ କୁନି ଛୋଟ ପୁଅ ଟି ଶୋଇବାର ଦେଖିଲେ । ଏହା ଦେଖି ଦମ୍ପତ୍ତି ଜଣ ସେହି ପିଲା କୁ ଉଠାଇଲେ ଏବଂ ନିୟମ ଅନୁସାରେ ପୋ-ଲି-ସ ଙ୍କୁ ମଧ୍ୟ ସୂଚନା ଦେଇଦେଲେ । ଏହା ପରେ ସେମାନେ ଲେଖା ପଢ଼ା ପାଇଁ ପୋ-ଲି-ସ ଥା-ନା କୁ ଗଲେ ସେହି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ସେହି ପିଲା କୁ କୋଳେଇ ବାକୁ ଚାହୁଁଥିଲେ ।

କିନ୍ତୁ ପୋ-ଲି-ସ ଷ୍ଟେ-ସ-ନ ରୁ ସେମାନେ ସେହି ପିଲା କୁ ଚାଇଲଡ଼ ଅଫିସ କୁ ନେଇଗଲେ ସେଠାରେ ସେମାନେ ସେହି ଛୁଆ କୁ ନେଇଗଲେ ଏବଂ କିଛି ଲେଖା ପଢ଼ା କଲେ କିନ୍ତୁ ଶିଶୁ ଟି କୁ ଏହି ଦମ୍ପତ୍ତି କୁ ଦେଲେ ନାହିଁ । ପରେ ଏମାନେ ପୋ-ଲି-ସ ଥା-ନା ରେ ଏଫ -ଆଇ -ଆର ଦେଲେ କିନ୍ତୁ କୌଣସି ଲାଭପ୍ରଦ ହେଲା ନାହିଁ ।

ଏହା ପରେ ସେ ଜାଣିବାକୁ ପାଇଲେ କି ସେମାନେ ସେହି ପିଲାକୁ ୫୦ ହଜାର ରେ ଅନଲାଇନ ରେ ବିକ୍ରି କରିବେ ତେବେ ଏହି କଥା ଶୁଣି ସେମାନେ ସେହି ପିଲା ର ସମସ୍ତ ଦାୟିତ୍ୱ ନେବେ ଏବଂ ତାର ଲାଳନ ପାଳନ କରିବେ ବୋଲି କହିଲେ କାରଣ ତାଙ୍କରଦେଢ଼ ବର୍ଷ ତଳେ ତାଙ୍କର ତିନି ମାସ ର ପୁଅ ର ମୃ-ତ୍ୟୁ ହୋଇ ଯାଇଥିଲା ତେଣୁ ସେମାନେ ଏହି ଶିଶୁ ପୁତ୍ର କୁ ନିଜ ସନ୍ତାନ ରୂପେ ରଖିବା ପାଇଁ ଚାହୁଁଛନ୍ତି କିନ୍ତୁ ତାଙ୍କ କଥା କେହି ଶୁଣିଲେ ନାହିଁ ।

ଏହା ପରେ ସେହି ଦମ୍ପତ୍ତି ମିଡ଼ିଆ ଆଗରେ ସବୁ କହିଲେ ଏବଂ କଂଗ୍ରେସ ଦଳ ର ରାଜନେତା ସୁର ରାଉତରାୟ ସେମାନଂକୁ ଡ଼ିସିପି ଅଫିସ କୁ ନେଇଥିଲେ ସେଠାରେ ସେ ଡିସିପି ଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇ ଥିଲେ ଏବଂ ଏହି ଦମ୍ପତ୍ତି କୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି କି ସେମାନେ ସେହି ଶିଶୁ ପୁତ୍ର କୁ ତାଙ୍କ କୋଳକୁ ଫେରାଇ ଆଣିବେ ବୋଲି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button