ବିଚାର

ନୂଆ ବୋହୁ ରୋଷେଇ କରୁଥିବା ସମୟରେ ହଠାତ ବାହାରିଲା ନାଗ ସାପ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ଦ୍ଵାରା ଦେଶର ସମସ୍ତ ଛୋଟ ବଡ ଘଟଣା ବିଷୟରେ ବହୁତ ସହଜରେ ଜାଣି ପାରୁଛନ୍ତି । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁତ ଚର୍ଚାରେ ରହିଛି ।

ବନ୍ଧୁଗଣ ଏହି ଘଟଣା ବିଷୟରେ ଜାଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଏହା ସହିତ ଲୋକମାନେ ଘଟଣା ପ୍ରତି ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ଘଟଣାଟି ହେଉଛି ଏକ ମହିଳା ତାଙ୍କ ରୋଷେଇ ଘରେ କାମ କରୁଥିବା ସମୟରେ ଏକ ସାପକୁ ଦେଖିଥିଲେ । ଏହାପରେ ମହିଳା ଜଣକ ନିଜ ଜୀବନ ବଞ୍ଚାଇ ସେହି ସାପଟିକୁ ଧରେଇଥିଲେ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ହେଉଛି ଭଦ୍ରକ ଜିଲ୍ଲାର ଏକ ଗାଁର । ଏହି ଗାଁର ଏକ ମହିଳା ସବୁଦିନ ନିଜ ରୋଷେଇ ଘରେ କାମ କରନ୍ତି ।

ହେଲେ ଗତ କିଛି ଦିନ ତଳେ ସେହି ମହିଳା ଜଣକ ରୋଷେଇ ଘରେ କାମ କରୁଥିବା ସମୟରେ ହଠାତ ଏକ ନାଗ ସାପକୁ ଦେଖି ଥିଲେ  ।ସାପ ଦେଖିବା ପରେ ମହିଳା ଜଣକଙ୍କ ହୋସ ଉଡିଗଲା । ଏହାପରେ ମହିଳା ଜଣକ ଭୟରେ ନିଜ ଜୀବନ ବଞ୍ଚେଇବାକୁ ଯାଇ ଘର ବାହାରକୁ ଚାଲି ଆସି ଥିଲେ । ବନ୍ଧୁଗଣ ଏହା ମହିଳା ମହିଳା ଜଣକ ନିଜ ଆଖ ପାଖରେ ଥିବା ଲୋକ ମାନଙ୍କୁ ଡାକି ଥିଲେ ଓ ସ୍ନେକ ହେଲ୍ପ ଲାଇନ ନମ୍ବରକୁ କଲ୍ କରି ବନ ବିଭାଗ କର୍ମଚାରୀ ମାନଙ୍କୁ ଡକେଇ ଥିଲେ ।


ଘଟଣାର କିଛି ସମୟ ପରେ ଭଦ୍ରକ ଜିଲ୍ଲାର ସାପଧାରା ଏକ୍ସପର୍ଟ ମିର୍ଜା ନାମକ ଜଣେ ବ୍ୟକ୍ତି ଆସି ସେହି ସ୍ଥାନରେ ପହଞ୍ଚି ଥିଲେ ଓ ଘର ଭିତରୁ ସାପଟିକୁ ଧରି ଥିଲେ । ବନ୍ଧୁଗଣ ସାପ ସହ ଜଡିତ ଅନେକ କାହାଣୀ ଆପଣ ମାନେ ଶୁଣିଥିବେ । ଅବଶ୍ୟ କିଛି ଟା ସାପ ମଣିଷ ମାନଙ୍କ ପାଇଁ ଘାତକ ଅଟେ ହେଲେ ସମସ୍ତ ସାପ ମଣିଷଙ୍କର ହାନି କରି ନଥାନ୍ତି ।

ତେଣୁ ଆମ ମାନଙ୍କୁ ମଧ୍ୟ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ ଓ ସାପ ମାନଙ୍କୁ ମାରିବା ଉଚିତ ନୁହେଁ । ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button