ଓଡିଶା

ଦେଖନ୍ତୁ Video: ପୁଣି ଚର୍ଚ୍ଚାରେ Viral ବୟ Trailokya Ray, ରଥଯାତ୍ରା ଉପଲକ୍ଷେ ଗାଇଲେ ଏମିତି ଜଗନ୍ନାଥ ଭଜନ, ଏବେ ସୋସିଆଲ ମିଡିଆରେ ନିଆଁ ଭଳି ହେଇଛି ଭାଇରାଲ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ଲୋକ ଭାଇରାଲ ହେଉଛନ୍ତି । ଠିକ ସେହି ପରି ଓଡ଼ିଶାର ଜଣେ କୁନି ବାଳକ ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହୋଇଥିଲେ ।

ଏହି ଭାଇରାଲ ବୟ ତ୍ରିଲୋକ୍ୟ ପୁଣି ନିଜ କଣ୍ଠ ରେ ଦର୍ଶକ ଙ୍କୁ ମତୁଆଲା କରିବାକୁ ଯାଉଛନ୍ତି । ମୁଁ ସ୍କୁଲ ରେ ଗୀତ ଗାଇଥିବା ତ୍ରିଲୋକ୍ୟ ଗୋଟିଏ ପରେ ଗୋଟିଏ ହିଟ ଗୀତ ଦେଇ ଚାଲିଛନ୍ତି । ମୁଁ କଣ ଶୁଣିଲି ତୃତୀୟ ଲହର ଆସୁଛି ଭଳି ସଚେତନ ଧର୍ମୀ ଗୀତ ଗାଇବା ପରେ ବର୍ତ୍ତମାନ ଭଜନ ଦୁନିଆ ରେ ପାଦ ଥାପିଛନ୍ତି ଭାଇରାଲ ବୟ ତ୍ରିଲୋକ୍ୟ ।

ବର୍ତ୍ତମାନ ରଥ ଯାତ୍ରା ପାଇଁ ପ୍ରସ୍ତୁତ ଏକ ଭଜନ ରେ ନିଜ କଣ୍ଠ ଦାନ କରିଛନ୍ତି ତ୍ରିଲୋକ୍ୟ । ଏହି ଗୀତ ରେ ଦୁଇ ଜଣ କୁନି କଣ୍ଠ ଶିଳ୍ପୀ ସିଦ୍ଧି ଶର୍ମା ବିନ୍ଧାଣି ଓ ଶାଶ୍ୱତି ଆଚାର୍ଯ୍ୟ ଙ୍କ ସହିତ ନିଜର ଏକ ଭିନ୍ନ ଅନ୍ଦାଜ ରେ ଜଗନ୍ନାଥ ଶ୍ଳୋକ ପାଠ କରିଛନ୍ତି ତ୍ରିଲୋକ୍ୟ । ତ୍ରିଲୋକ୍ୟ କହିଛନ୍ତି ଯେ ମୁଁ ପ୍ରଥମ ଥର ପାଇଁ ଭଜନ ଗାଉଛି ଓ ପୁଣି ଜଗନ୍ନାଥ ଙ୍କ ଭଜନ ଗାଉଥିବାରୁ ମୋତେ ବହୁତ ଖୁସି ଲାଗୁଛି ।

ଦିନ କେତେ ଟା ପରେ ରଥ ଯାତ୍ରା ଆସିବାକୁ ଯାଉଛି । ତେଣୁ ରଥଯାତ୍ରା ନିମନ୍ତେ ଗୀତିକାର ମିଳନ ମହାପାତ୍ର ଏକ ଗୀତ ପ୍ରସ୍ତୁତ କରିଛନ୍ତି । ଏହି ଗୀତ କୁ ସଙ୍ଗୀତ ରେ ସଜାଇଛନ୍ତି କୁମାର ତାପସ ଓ ଏହି ଗୀତ ର ପ୍ରଯୋଜକ ରହିଛନ୍ତି ଶିବମ ଦାସ ।

ଏହି ଭଜନ ରେ ତିନି ଜଣ କୁନି କଣ୍ଠଶିଳ୍ପୀ ବହୁତ ଭଲ ଭାବରେ ଗୀତ ଗାଇଛନ୍ତି । ଏହା ସହିତ ତ୍ରିଲୋକ୍ୟ ମଧ୍ୟ ଏହି ଗୀତ ରେ କଣ୍ଠ ଦାନ କରିଛନ୍ତି । ତେଣୁ ଏହି ଗୀତ ଟି ସମସ୍ତ ଙ୍କୁ ପସନ୍ଦ ଆସିବ ବୋଲି ସମସ୍ତେ ଆଶା କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button